fbpx
Browsing Category

ଦେଶ

ମାୟାବତୀ ଦେଲେ ନୂଆ ଅପଡେଟ୍‌, ଗୁଜବକୁ ସାବଧାନ ରହିବାକୁ କର୍ମୀଙ୍କୁ ଦେଲେ ପରାମର୍ଶ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି) ପ୍ରମୁଖ ମାୟାବତୀ ସୋମବାର ପୁଣି ଥରେ କହିଛନ୍ତି କି ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବ । ସେ ନିଜ ଦଳର କର୍ମୀଙ୍କୁ ଗୁଜବ ବା ମିଥ୍ୟା ପ୍ରଚାର ଠାରୁ ଦୂରେଇ…

ଆଉ ଖସିଯାଇ ପାରିବେନି ଯୌନ ଅପରାଧୀ, ମହିଳା ପୋଲିସ ସ୍କ୍ୱାଡଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ

ରାଞ୍ଚି: ଯୌନ ଅପରାଧ ମାମଲାରେ ସାକ୍ଷ୍ୟ ଅଭାବରେ ବହୁ ସମୟରେ ଅପରାଧୀ ଖସିଯାଏ । ଏହାର ସବୁଠାରୁ ବଡ କାରଣ ବୈଜ୍ଞାନିକ ପ୍ରମାଣ ନ ମିଳିବା । ଏହି ସମସ୍ୟାର ସାମ୍ନା କରିବା ପାଇଁ ଏବେ ଝାରଖଣ୍ଡ ପୋଲିସର ସ୍ପେସିଆଲ ମହିଳା…

ଏକ ବଡ ରାଜନୈତିକ ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଚ୍ଛେଦ, ରାହୁଲଙ୍କ କଥାରେ କମଲନାଥଙ୍କ ମନ ବଦଳିଗଲା

ଭୋପାଳ: ମଧ୍ୟପ୍ରଦେଶରୁ ଏବେ ଏକ ବଡ ଖବର ଆସିଛି । ବିଶେଷ ସୂତ୍ରରୁ ଜଣାପଡିଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିରେ ସାମିଲ ହେବେ ନାହିଁ । ଅପରପକ୍ଷେ ତାଙ୍କ ସାଂସଦ ପୁଅ ନକୁଲନାଥ ଓ କିଛି ବିଧାୟକ ବିଜେପିରେ…

ଆଜି ‘ଶ୍ରୀ କଳକୀଧାମ ମନ୍ଦିର’ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ: ପୂଜା ପାଇବେ ବିଷ୍ଣୁଙ୍କ ଦଶମ ଅବତାର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭଳ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏଠାରେ ଏଚୋଡ଼ା କମ୍ବୋହ ସ୍ଥିତ ଶ୍ରୀ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରାଯିବ । ଏହି ଅବସରରେ ଶ୍ରୀ କଳକୀ ଧାମ…

ଗୃହିଣୀ ବି କିଛି କମ୍ ନୁହଁନ୍ତି… ୬ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ‘ସୁପ୍ରିମ ଘୋଷଣା’

ନୂଆଦିଲ୍ଲୀ: ଏକ ଦୁର୍ଘଟଣା ମାମଲାକୁ ନେଇ ବଡ଼ ଘୋଷଣା ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଚାକିରି କରୁଥିବା ମହିଳାଙ୍କ ଠାରୁ ଗୃହିଣୀ ମହିଳା କିଛି କମ୍ ନୁହେଁ । ଗୋଟି ପରିବାର ପାଇଁ ଗୃହିଣୀ ମହିଳା ମଧ୍ୟ ଖୁବ…

ଚାଷୀ ସଂଠନ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ, ଆଲୋଚନା ସରାତ୍ମକ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଦେଶର ୩ ଜଣ କେନ୍ଦ୍ରମନ୍ତ୍ରୀ କୃଷକଙ୍କ ନେତାଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ସକରାତ୍ମକ…

ଚଣ୍ଡିଗଡ଼ ନୂଆ ମେୟର ମନୋଜ ସୋନକରଙ୍କ ଇସ୍ତଫା: ସୁପ୍ରିମକୋର୍ଟଙ୍କ ଶୁଣାଣିର ଗୋଟିଏ ଦିନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଚଣ୍ଡିଗଡ଼ର ନୂଆ ମେୟର ମନୋଜ ସୋନକର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ଜାଲିଆତି କରି ସୋନକରଙ୍କୁ ମେୟର ଆସନରେ ବସାଇଥିବା ନେଇ ଆମ୍ ଆଦମୀ ପାର୍ଟି (ଆପ) ଓ…

କମଲନାଥ କଂଗ୍ରେସ ଛାଡ଼ିବା ଚର୍ଚ୍ଚାକୁ ନେଇ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଗତ ଦୁଇଦିନ ଧରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ନେଇ ଜାତୀୟ ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି । କମଲନାଥ ତାଙ୍କ ପୁଅ ସାଂସଦ ନକୁଲନାଥଙ୍କ ସହିତ…

କୋଟାରେ NEET ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରର ମୃତ୍ୟୁ, ଜାଣନ୍ତୁ କ’ଣ ଥିଲା କାରଣ

କୋଟା: କୋଟାରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଉତ୍ତରପ୍ରଦେଶର ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦୁଇ ଦିନ ପୂର୍ବେ ସୁଗାର ଲେବଲ ଏବଂ ଉଚ୍ଚ ରକ୍ତଚାପ ଯୋଗୁଁ ଏଠାରେ ଡାକ୍ତରଖାନାରେ ଭର୍ତ୍ତି…

Gold Rate Today: ବାହାଘର ସିଜନ ପାଇଁ ବଢ଼ିଲା ସୁନା ଦର, ଜାଣନ୍ତୁ ଓଡ଼ିଶାରେ କେତେ ରହିଛି ମୂଲ୍ୟ

ଓଡିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଫଳରେ ବଜାରରେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ଦର ରହିଥିବା ବେଳେ ସବୁ ସହରରେ କିଛି କିଛି ସୁନା ଦର ବୃଦ୍ଧି…