Browsing Category

ଦେଶ

‘ଏହା ଏମିତି ସମ୍ପର୍କ ନୁହେଁ, ଯାହା ଭାଙ୍ଗିଯିବ..’, ଭାରତ-ଆମେରିକାର ବର୍ତ୍ତମାନ ସ୍ଥିତିକୁ ନେଇ ଏମିତି କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟର କଥାବର୍ତ୍ତାକୁ ନେଇ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବ୍ୟାପାରକୁ ନେଇ କଥାବର୍ତ୍ତା ଜାରି…

“Dream11” ୱାଲେଟରେ ପଡ଼ି ରହିଛି କି ଆପଣଙ୍କ ଟଙ୍କା? କେମିତି ନିଜ ଆକାଉଣ୍ଟକୁ କରିବେ ଟ୍ରାନ୍ସଫର ଜାଣନ୍ତୁ ପ୍ରଣାଳୀ

ନୂଆଦିଲ୍ଲୀ: ସଂସଦରେ ଅନଲାଇନ୍ ଗେମିଂ ବିଲ୍ 2025 ଗୃହୀତ ହେବା ମାତ୍ରେ, Dream11, MPL, Zupee ଇତ୍ୟାଦି ସେମାନଙ୍କର ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଅନଲାଇନ୍ ଗେମିଂ ବିଲ୍‌ରେ ନିୟମ ଉଲ୍ଲଂଘନ…

ହେ ଗୁରୁ ତୁମେ ମହାନ୍… ଗରିବ ଛାତ୍ରଙ୍କ ପାଇଁ ସାର୍ ପାଲଟିଛନ୍ତି ସେଲୁନବାଲା, ୧୫ ବର୍ଷ ଧରି ଦେଉଛନ୍ତି ମାଗଣା କୋଚିଂ

ରାୟପୁର: ଛତିଶଗଡ଼ର କୱାର୍ଦ୍ଧା ଜିଲ୍ଲାରୁ ଜଣେ ଶିକ୍ଷକ ବେଶ ଚର୍ଚାରେ ଅଛନ୍ତି, ଯିଏ ନିଜର ସମର୍ପଣ ଏବଂ ସେବା ମନୋଭାବ ପାଇଁ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି। ବୋଦଲାର ସରକାରୀ ପ୍ରାକ୍-ସେକେଣ୍ଡାରୀ ସ୍କୁଲରେ…

୧୪ ବର୍ଷର ସମ୍ପର୍କୀୟ ଭଉଣୀକୁ ବିଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଭାଇକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ଜଣେ ଯୁବକ ନିଜ ସମ୍ପର୍କୀୟ ଭଉଣୀକୁ ବିଲକୁ ନେଇ ବଳାତ୍କାର କରିଛି। ପୀଡିତାଙ୍କ ବାପାଙ୍କ ଏନେଇ ଅଭିଯୋଗ କରିଥିଲେ। ଏହାପରେ ପୋଲିସ POCSO…

୧୨ କୋଟି Cash, ୬ କୋଟି ଗହଣା.. ଧରାପଡ଼ିଗଲେ ମାଲାମାଲ କଂଗ୍ରେସ ନେତା, EDର ବଡ଼ ଚଢ଼ାଉ

ନୂଆଦିଲ୍ଲୀ: ଅନଲାଇନ ଗେମିଂ ବିଲ୍ ପାସ ହେଉ ହେଉ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଅନଲାଇନ ଗେମିଂ ରାକେଟ ଉପରେ ଆକ୍ସନ ନେଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗର ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗଙ୍ଗଟୋକରୁ…

ସ୍ତ୍ରୀର କଟା ହାର୍ଟ ଧରି ରାସ୍ତାରେ ବୁଲୁଛି ସ୍ୱାମୀ, ବ୍ୟାଗରୁ ବାହାର କରି ଲୋକଙ୍କୁ ଦେଖାଉଛି ସ୍ତ୍ରୀ ଦେହର ଖଣ୍ଡ ଖଣ୍ଡ ଅଂଶ

ପଶ୍ଚିମବଙ୍ଗ: ଅଞ୍ଚଳରେ ଚାଞ୍ଚଲ୍ୟ। ନିଷ୍ଠୁର ସ୍ୱାମୀ, ପ୍ରଥମେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କଲା ଆଉ ପରେ ସ୍ତ୍ରୀର ମଲା ଦେହରୁ ତା ହୃଦୟକୁ ବାହାର କରି ରାସ୍ତାରେ ଧରି ବୁଲିଲା। ଉତ୍ତର ବଙ୍ଗର…

ଗଣେଶ ଚତୁର୍ଥୀରେ ରେଳବାଇର ବଡ଼ ଉପହାର: ସାରା ଦେଶରେ ଚାଲିବ 380 ଗଣପତି ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ଆଗାମୀ ପର୍ବ ଋତୁରେ ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଭାରତୀୟ ରେଳବାଇ ପ୍ରସ୍ତୁତି କରିସାରିଛି। ରେଳବାଇ 2025 ପାଇଁ 380 ଗଣପତି ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ଘୋଷଣା କରିଛି।…

ସେପ୍ଟେମ୍ବର ୧ରୁ ହେଲ୍ଥ ଇନ୍ସୁରାନ୍ସରେ ରହିବନି କ୍ୟାସଲେସ୍ ଚିକିତ୍ସା ସୁବିଧା, ଏହି କମ୍ପାନୀର ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ବୀମା କମ୍ପାନୀରୁ ଆପଣଙ୍କ ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି, ତେବେ ଏହା ଆପଣମାନଙ୍କ ପାଇଁ ଏକ ଖରାପ ଖବର। ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଏକ…

(ଭିଡିଓ) ମୁହଁକୁ ନାହିଁ ଲାଜ, ଚଳନ୍ତା ବାଇକ୍‌ରେ ପ୍ରେମ ଗଦ ଗଦ, ଭାଙ୍ଗିଲେ ଟ୍ରାଫିକ୍ ରୁଲ

ଉତ୍ତରପ୍ରଦେଶ: ସୋସିଆଲ ମିଡିଆରେ ଉତ୍ତରପ୍ରଦେଶର ଗୋରଖପୁରର ଏକ ପ୍ରେମୀଯୁଗଳଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ପ୍ରେମିକା ଏବଂ ପ୍ରେମିକା ଚଳନ୍ତା ବାଇକ୍‌ରେ ପରସ୍ପରକୁ ଆଲିଙ୍ଗନ କରି ବସିଛନ୍ତି। ଉଭୟ…

ଆଜି ଦେଶର ସବୁ ବ୍ୟାଙ୍କ ବନ୍ଦ, କୌଣସି ବ୍ୟାଙ୍କକୁ କାମ ପାଇଁ ଯାଉଥିଲେ ପଢ଼ନ୍ତୁ ଏହି ଖବର

ନୂଆଦିଲ୍ଲୀ: ଏବେ ବ୍ୟାଙ୍କଗୁଡ଼ିକ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଡିଜିଟାଲ ବ୍ୟାଙ୍କିଂ ପ୍ରଚଳନ ପରେ, ବ୍ୟାଙ୍କଗୁଡ଼ିକୁ ଯିବାର ସଂଖ୍ୟା ନିଶ୍ଚିତ ଭାବରେ ହ୍ରାସ ପାଇଛି କିନ୍ତୁ ଏଥିରେ କୌଣସି…