fbpx
Browsing Category

ଦେଶ

ସୂର୍ଯ୍ୟ ନମସ୍କାର ଉପରେ ମୁସଲିମ୍ ସଂଗଠନକୁ ବଡ ଝଟ୍‌କା, କ’ଣ କହିଲେ କୋର୍ଟ ଜାଣନ୍ତୁ

ଜୟପୁର: ସୂର୍ଯ୍ୟ ନମସ୍କାର ମାମଲାରେ ମୁସଲିମ୍ ସଂଗଠନକୁ ରାଜସ୍ଥାନ ହାଇକୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ସପ୍ତ ସପ୍ତମୀ ଅବସରରେ ୧୫ ଫେବୃୟାରୀରେ ପ୍ରଦେଶର ସମସ୍ତ ସ୍କୁଲରେ କରାଯିବାକୁ ଥିବା ସୂର୍ଯ୍ୟ ନମସ୍କାର ଆୟୋଜନ…

କୋଟି କୋଟି ଟଙ୍କାର ଘରେ ରହୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନାତାଶା, ଦେଖନ୍ତୁ ଭାଲେନଟାଇନ୍ସ ଡେ’ ରେ କିପରି କଲେ ୱିସ

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ଏବଂ ସେବେଠାରୁ ସେ ଟିମ୍ ଇଣ୍ଡିଆ ବାହାରେ ଅଛନ୍ତି। ତେବେ ପାଣ୍ଡ୍ୟା ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।…

କୃଷକଙ୍କୁ ଘାରିଛି ବିଲରୁ ରସୁଣ ଚୋରୀର ଭୟ, କିଆରୀରେ ଲଗେଇଲେ ସିସିଟିଭି

ନୂଆଦିଲ୍ଲୀ: ରସୁଣ ମୂଲ୍ୟ ୪୦୦ଛୁଇଁଲା ପରେ ଏବେ ରସୁଣ ଚାଷୀ ଭାରି ଖୁସି । ଏହି କ୍ରମରେ ରସୁଣ ଚାଷକୁ ନେଇ ମଧ୍ୟପ୍ରଦେଶ ଜିଲ୍ଲା ଛିନ୍ଦୱାଡାରୁ ଆସିଛି ଏକ ଭିନ୍ନ ଖବର । ଏବେ ଏଠାରେ ଚାଷୀ ନିଜ ରସୁଣ କ୍ଷେତ ଜଗିବା ଲାଗି…

ଖୋଲିବ ଶ୍ରୀ ବଦ୍ରିନାଥ ଧାମ୍ ଦ୍ୱାର, ମନ୍ଦିର କମିଟି ପକ୍ଷରୁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରିନାଥ ଧାମ୍ ହେଉଛି ୪ଟି ଧାମ୍ ମଧ୍ୟରୁ ଅନ୍ୟତମ । ପ୍ରତି ବର୍ଷ ବଦ୍ରିନାଥ ଧାମରେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲକ୍ଷ ଳକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ବଦ୍ରିନାଥ ଧାମର ଦ୍ୱାର…

ରାଜ୍ୟସଭାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜସ୍ଥାନରୁ ସୋନିଆ ଗାନ୍ଧୀ ଥିବାବେଳେ ହିମାଚଳ ପ୍ରଦେଶରେ ଅଭିଷେକ ମନୁ ସିଙ୍ଘବୀଙ୍କୁ ଟିକେଟ ଦିଆଯାଇଛି । ଏଥିସହ ବିହାରରୁ…

ସିଙ୍ଗର ମଲ୍ଲିକା ରାଜପୁତଙ୍କ ପରଲୋକ: ମାତ୍ର ୩୫ ବର୍ଷରେ ଆଖି ବୁଜିଲେ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ସିଙ୍ଗର ମଲ୍ଲିକା ରାଜପୁତ ଓରଫ ବିଜୟ ଲକ୍ଷ୍ମୀଙ୍କ ପରଲୋକ ଘଟିଛି । ଉତ୍ତରପ୍ରଦେଶର ସୁଲତାନପୁର ସ୍ଥିତ ତାଙ୍କ ବାସଭବନରୁ ଗାୟିକାଙ୍କ ମୃତଦେହ ଉଦ୍ଧାର…

ଦ୍ରୁତ ଗତିରେ ଆଗଉଛି ଭାରତ, ଖୁବ୍ ଶୀଘ୍ର ପଛରେ ପଡିବେ ଜାପାନ ଓ ଜର୍ମାନୀ

ନୂଆଦିଲ୍ଲୀ: ଜଣଙ୍କର ଅସଫଳତା ଅନ୍ୟର ସଫଳତା ଲାଗି ରାସ୍ତା ଖୋଲିଥାଏ । ଏହିପରି କିଛି ଜାପାନ ସହ ବି ହୋଇଛି । ଜାପାନର ଅର୍ଥ ବ୍ୟବସ୍ଥା ଏବେ ଧିମା ପଡିଯାଇଛି ଯାହାର ଫାଇଦା ଭାରତକୁ ମିଳିଛି । ନିକଟରେ ବିଶେଷ ସୂତ୍ରରୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ଓ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ତେବେ ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ବିଜେପି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…

ବୀମା ସୁଗମ ପାଇଁ IRDAI ଜାରି କଲା ଡ୍ରାଫ୍ଟ ନିୟମ, ବିନା ଖର୍ଚ୍ଚରେ ନେଇପାରିବେ Insurance ଏବଂ ବୀମା ସେବା

ନୂଆଦିଲ୍ଲୀ: ଦେଶରେ ବୀମା ସୁଗମ ପାଇଁ ଆଇଆରଡିଏଆଇର ଯେଉଁ ଇଲେକ୍ଟ୍ରୋନିକ ମାର୍କେଟ ପ୍ଲେସକୁ ବହୁ ସମୟ ଧରି ଅପେକ୍ଷା କରାଯାଇଥିଲା, ତାହା ବର୍ତ୍ତମାନ ପୂରଣ ହେବାକୁ ଯାଉଛି । ଇନସ୍ୟୁରାନ୍ସ ରେଗୁଲେଟର ଭାରତୀୟ ବୀମା…

ରାଜ୍ୟସଭା ନିର୍ବାଚନ: ଓଡ଼ିଶା ଓ ମଧ୍ୟପ୍ରଦେଶ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେନେଇ ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।…