fbpx
Browsing Category

ଦେଶ

କଂଗ୍ରେସକୁ ୧୧ଟି ସିଟ ଦେବାକୁ ଘୋଷଣା କଲେ ଅଖିଳେଶ ଯାଦବ, ଜୟରାମ ରମେଶ କହିଲେ ‘ଆମେ ତ ଘୋଷଣା କରି ନଥିଲୁ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଇଣ୍ଡିଆ ମେଣ୍ଟର ରାଜନୈତିକ ଦଳ ମଧ୍ୟରେ ଅନେକ ରାଜ୍ୟମାନଙ୍କରେ ସିଟ ବଣ୍ଟନକୁ ନେଇ କଳହ ଲାଗି ରହିଛି । ଉତ୍ତର ପ୍ରଦେଶରୁ ସମାଜବାଦୀ ପାର୍ଟୀର ମୁଖିଆ ଅଖିଳେଶ ଯାଦବ…

ଲାଲୁଙ୍କ ପରିବାରର ବଢିଲା ବିପଦ, ଇଡି ଚାର୍ଜସିଟ୍ ଉପରେ କୋର୍ଟଙ୍କ ଆକ୍ସନ, ଦେଲେ ଏହି ନିର୍ଦ୍ଦେଶ

ପାଟନା: ଲ୍ୟାଣ୍ଡ ଫର ଜବ ମାମଲାରେ ଇଡି ଚାର୍ଜସିଟ ଉପରେ ବର୍ତ୍ତମାନ କୋର୍ଟ ଆକ୍ସନ ନେଇଛନ୍ତି । ଏଥିରେ ଲାଲୁଙ୍କ ପରିବାର ପ୍ରତି ବିପଦ ବଢିପାରେ ବୋଲି କୁହାଯାଉଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଇଡି ଚାର୍ଜସିଟ୍…

ବର୍ଷକୁ ୩୬୫ ଦିନ ମାଗଣାରେ ଦେଖନ୍ତୁ Disney + Hotstar : Unlimietd call ସହ ଇଣ୍ଟରନେଟରେ ୨୮ ଦିନର ପ୍ଲାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ସମସ୍ତେ ଦିନକୁ ଦିନ ଡିଜିଟାଲ ହେବାରେ ଲାଗିଲେଣି । ଟେଲିଭିଜନ ଆଗରେ ବସି ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ଅପେକ୍ଷା ମୋବାଇଲରେ ଡିଜିଟାଲ ମିଡିଆ ଉପରେ ଅଧିକ ବିଶ୍ୱାସ କରୁଛନ୍ତି…

ଫେବୃଆରୀ ୧ ରେ ହିଁ କାହିଁକି ହୁଏ ବଜେଟ ଅଧିବେଶନ? ଅନ୍ୟ କେବେ କାହିଁକି ନୁହେଁ…. ଜାଣନ୍ତୁ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଅଧିବେଶନରେ ଯୋଗ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତା ଫେବୃଆରୀ ୧ ତାରିଖରେ ୨୦୨୪-୨୫ ବର୍ଷର ଆର୍ଥିକ ବଜେଟ ଅଧିବେଶନ ଅନୁଷ୍ଠିତ ହେବାକୁ…

୧୦ ପ୍ରତିଶତ ପର୍ଯ୍ୟନ୍ତ କମିପାରେ ସେୟାର ବଜାର, ଜାଣନ୍ତୁ ବଜେଟ ପୂର୍ବରୁ ନା ପରେ ଘଟିବ ଏପରି ହ୍ରାସ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଜାରି ବୁଲ ରନରେ ବ୍ରେକ ଲାଗିପାରେ । ମାର୍କେଟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ମାର୍କେଟର ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି । ସେମକୋ ମ୍ୟୁଚୁଆଲ ଫଣ୍ଡର…

RJD ପ୍ରସ୍ତୁତ କରୁଛି ‘Mission-16’ ପ୍ଲାନ୍: ବାପ-ପୁଅଙ୍କ ରଣନୀତି ସଫଳ ହେଲେ ନୀତିଶଙ୍କ ସରକାର ଭାଙ୍ଗିଯିବ, ତେଜସ୍ୱୀ ହେବେ…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ ଏହା ମଧ୍ୟରେ ବିହାରର ରାଜନୀତି ଉପରେ ଏବେ ସଭିଙ୍କ ମନ କେନ୍ଦ୍ରୀଭୂତ ହୋଇଛି । ରାଜ୍ୟରେ ଚାଲିଥିବା…

(Video)ଚା’ ଦୋକାନରୁ ଚେୟାର ଟାଣି ଆଣି ରାସ୍ତା ମଝିରେ ବସିପଡିଲେ ରାଜ୍ୟପାଳ, କହିଲେ ଗିରଫ କର ନ ହେଲେ..

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ କୋଲ୍ଲମ ଜିଲ୍ଲାର ନିଲମେଲରେ ଶନିବାର ଧାରଣାରେ ବସିଥିବାର ଖବର ସାମ୍ନାକୁ ଆସିଛି । ତାଙ୍କ ବିରୁଦ୍ଧରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ(SFI)ର ପ୍ରଦର୍ଶନକୁ ନେଇ ସେ…

(Video) ପୁଅ ଭାରତୀୟ ବ୍ୟାଟ୍ସମ୍ୟାନ, ହେଲେ ବାପା ଡେଲିଭରୀ କରୁଛନ୍ତି ଏଲପିଜି ସିଲିଣ୍ଡର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହଙ୍କ ବାପା ଉତ୍ତର ପ୍ରଦେଶର ଏକ ଏଲପିଜି ଡେଲିଭରୀ କମ୍ପାନୀ ପାଇଁ କାମ କରିବା ଜାରି ରଖିଛନ୍ତି । ଅନ୍ୟପଟେ ଏହି ଯୁବ ଖେଳାଳି ରାଷ୍ଟ୍ରୀୟ ଟିମରେ ନିଜର ସ୍ଥାନ…

ରାମ ଭକ୍ତଙ୍କୁ ରେଲୱେ ପକ୍ଷରୁ ଉପହାର, ଦେଶର କୋଣ ଅନୁକୋଣରୁ ଅଯୋଧ୍ୟାକୁ ଗଡିବ ଆସ୍ଥା ସ୍ପେଶାଲ ଟ୍ରେନ୍‌, ରହିଛି ଏହିସବୁ ବିଶେଷ ସୁବିଧା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ସ୍ଥାପନା ହେବା ପର ଠାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ଲାଗି ମନ୍ଦିର ଯାଉଛନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ଭୀଷଣ ଭିଡକୁ ଦେଖି ଭାରତୀୟ ରେଲୱେ…

ନକଲି ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

କୋଲକାତା: ପଶ୍ଚିମବଙ୍ଗରେ ନକଲି ପ୍ରମାଣପତ୍ର ମାମଲାରେ କୋଲକାତା ହାଇକୋର୍ଟ ୨ ଜଣ ବିଚାରପତିଙ୍କ ଝଗଡ଼ା ମଧ୍ୟରେ ହସ୍ତକ୍ଷେପ କରିଛନ୍ତି । ସୁପ୍ରିମକୋର୍ଟରେ ଉଔଓ ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ସଞ୍ଜିବ ଖନ୍ନା,…