fbpx
Browsing Category

ଦେଶ

ଦେଶର ସମ୍ବିଧାନର ମୌଳିକ କର୍ତ୍ତବ୍ୟ କ’ଣ: ଜାତୀୟ ପତାକାକୁ ଅପମାନ କଲେ କ’ଣ ହେବ, କ’ଣ ରହିଛି ନିୟମ

ନୂଆଦିଲ୍ଲୀ: କୌଣସି ରାଷ୍ଟ୍ରର କଳ୍ପନା କରିବା ସମ୍ବିଧାନ ବିନା ଅସମ୍ଭବ । ଭାରତୀୟ ସମ୍ବିଧାନ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାର୍ବଭୌମତ୍ୱ, ସମାଜବାଦୀ, ଧର୍ମନିରପେକ୍ଷ ଓ ଲୋକତାନ୍ତ୍ରିକ ଗଣରାଜ୍ୟର ସ୍ଥାପନ କରିବା ।…

ICAR ରିସର୍ଚ୍ଚ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ: ଚାଉଳ ଓ ଗହମରେ ଜରୁରୀ ପୋଷକତତ୍ତ୍ୱ ୪୫ ପ୍ରତିଶତ ହ୍ରାସ ପାଇଛି, ବଢ଼ୁଛି ବିଷାକ୍ତ ତତ୍ତ୍ୱର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଦୈନନ୍ଦିନ ଜୀବନରେ ଖାଉଥିବା ଭାତ ଓ ରୁଟିରେ ଜରୁରୀ ପୋଷକ ତତ୍ତ୍ୱ ରହିଥିବାରୁ ତାହାକୁ ଖାଇଲେ ଆମର ସବୁ ପ୍ରକାରର ଖାଦ୍ୟ ଆବଶ୍ୟକତା ପୂରଣ ହୋଇଥାଏ । ତେବେ ଏହା ମଧ୍ୟରେ ଭାରତୀୟ…

ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏପରି କହିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସାରା ଭାରତ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, 'ଦେଶର ଉନ୍ନତି ପାଇଁ…

୨୦୨୪ ମସିହା ପାଇଁ ପଦ୍ମ ପୁରସ୍କାର: ଜାଣନ୍ତୁ, କେଉଁମାନେ ସବୁ ଏଥିରେ ମନୋନୀତ ହୋଇଛନ୍ତି…

ନୂଆଦିଲ୍ଲୀ: ୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଆଜି ଘୋଷଣା ହୋଇଛି। ଚଳିତ ବର୍ଷ ମୋଟ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତେବେ ନିଜ ନିଜର ଅନନ୍ୟ ପ୍ରତିଭା ପାଇଁ ଦେଶର ସର୍ବୋଚ୍ଚ…

(Video) ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ? ଜାଣନ୍ତୁ କ’ଣ କହୁଛି ନିୟମ କାନୁନ

ନୂଆଦିଲ୍ଲୀ: ଜାନୁୟାରୀ ୧୫ ତାରିଖରୁ ଶେଷ ହୋଇଛି ଖର ମାସ । ଏହାସହିତ ବର୍ତ୍ତମାନ ବିଭିନ୍ନ ଶୁଭ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅନେକ ଦିନରୁ ବିବାହ ଆଦି କାର୍ଯ୍ୟ ପାଇଁ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ରହୁଥିବା ବେଳେ ଏବେ…

ଦୁଇ ପାକିସ୍ତାନୀ ନାଗରିକଙ୍କୁ ହତ୍ୟା ଅଭିଯୋଗର ଜବାବ ଦେଲା ଭାରତ

ନୂଆଦିଲୀ: ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ହତ୍ୟା କରିଥିବା ପାକିସ୍ତାନର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ପାକିସ୍ତାନର ବୈଦେଶିକ ସଚିବଙ୍କ ବୟାନ କୁ ନେଇ ଆମେ କିଛି…

ଅଷ୍ଟ୍ରେଲିଆରେ ବଡ଼ ଧରଣର ଦୁର୍ଘଟଣା, ୩ ମହିଳାଙ୍କ ସମେତ ୪ଜଣ ଭାରତୀୟ ମୃତ

କାନବେରା: ଅଷ୍ଟ୍ରେଲିଆରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ଭାରତକୁ ମଧ୍ୟ କ୍ଷତି ପହଁଚିଛି। ମିଳିଥିବା ସୂଚନା ଅନୁସାରେ, ଭିକ୍ଟୋରିଆ ରାଜ୍ୟର ଏକ ସମୁଦ୍ରରେ ୩ ମହିଳାଙ୍କ ସମେତ ୪ଜଣ ଭାରତୀୟ ବୁଡ଼ି…

ଲାଲୁଙ୍କ ଝିଅଙ୍କ ଟୁଇଟ୍ ଉପରେ JDU ନେତା କହିଲେ- ବଡ଼ଙ୍କ କଥାରେ ପିଲା କଥା ହେବା ଉଚିତ ନୁହେଁ

ନୂଆଦିଲ୍ଲୀ: ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଟୁଇଟ୍ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି ଯେ ସେ ପିଲାମାନଙ୍କ କଥା ଉପରେ କୌଣସି ମନ୍ତବ୍ୟ ଦିଅନ୍ତି…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ; ବିହାରରେ ପୁଣି ବାଜି ମାରିବ କି BJP

ପାଟନା: ଖୁବଶୀଘ୍ର ବିହାର ରାଜନୀତିରେ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ବିଧାୟକଙ୍କୁ ପାଟନା ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୀତୀଶ କୁମାର ଯେକୌଣସି ସମୟରେ…

ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ! ପାନ୍ କାର୍ଡ ସଂଯୋଗ ନଥିଲେ… ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆପଣଙ୍କର ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ତେବେ କିଛି ଦିନରୁ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେବାରେ…