fbpx
Browsing Category

ଦେଶ

କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲା: ଆତଙ୍କବାଦୀ ବିଲାଲ ଅହମଦକୁ ଏନକାଉଣ୍ଟର କଲେ CRPF ଯବାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କର ନିପାତ ପ୍ରକ୍ରିୟା ଜାରି ରହିଛି । ତେବେ ଏହା ମଧ୍ୟରେ ବିଗତ ୧ ବର୍ଷ ମଧ୍ୟରେ ସୈନିକ, ପ୍ରବାସୀ ଶ୍ରମିକ ଏବଂ କାଶ୍ମୀର ପଣ୍ଡିତମାନଙ୍କର ହତ୍ୟା ପଛରେ ସାମିଲ ଥିବା…

ଇଡିର ବଡ଼ ଆକ୍ସନ: ଗିରଫ ହେଲେ ଟିଏମସି ନେତା ଶଙ୍କର ଆଧ୍ୟା, ଅଫିସରଙ୍କ ଉପରେ ସମର୍ଥକଙ୍କ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ନେତା ଶଙ୍କର ଆଧ୍ୟାଙ୍କୁ ନେଇ ଇଡି ବଡ ଆକ୍ସନ ନେଇଛି । ବଙ୍ଗଳାର ବୋଗାଁଓରେ ରାସନ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଛି । ଏହା ବ୍ୟତୀତ ଇଡି ଟିମ ଗତକାଲି ଅର୍ଥାତ ଶୁକ୍ରବାର…

ଅଯୋଧ୍ୟାରେ ଲାଗିବ ଭକ୍ତଙ୍କ ଭିଡ଼, ୨୪ ଜାନୁଆରୀରୁ ପ୍ରତିଦିନ ଦର୍ଶନ କରିବେ ୧ ଲକ୍ଷ ଲୋକ

ନୂଆଦିଲ୍ଲୀ: ଆଯୋଧ୍ୟାର ରାମ ମନ୍ଦିରର ପ୍ରାଣ-ପ୍ରତିଷ୍ଠା ହେବା ପରେ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ଭିଡ଼ ଲାଗିବ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରର ବହୁ ବିଭାଗ ପବିତ୍ର ସହରରେ ତୀର୍ଥଯାତ୍ରୀମାନଙ୍କ…

ଦିନରେ ଅଯୋଧ୍ୟା ଛାଡ଼ି ଚାଲିଯାଆନ୍ତି ପ୍ରଭୁ ଶ୍ରୀରାମ… ଫେରନ୍ତି ରାତିରେ: ଏହି କଥାରେ କେତେ ଅଛି ସତ୍ୟତା?

ନୂଆଦିଲ୍ଲୀ: ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମହିମା ବଡ଼ ଅପାର । ପ୍ରଭୁଙ୍କ ଜନ୍ମପୀଠ ଅଯୋଧ୍ୟାରେ ନିର୍ମାଣ ହେଉଛି ଭବ୍ୟ ରାମ ମନ୍ଦିର । କିନ୍ତୁ ଅଯୋଧ୍ୟା ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆଉ ଏକ ପ୍ରସିଦ୍ଧ…

Spaceରେ ବିଜୁଳି ପ୍ରସ୍ତୁତ କରିବ ଇସ୍ରୋ: Chandrayaan-3 ପରେ ଭାରତର ଆଉ ଏକ ଚମତ୍କାର

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଅପୂର୍ବ ସଫଳତା ଭାରତର ମହାକାଶ ବିଜ୍ଞାନରେ ଇତିହାସ ସୃଷ୍ଟି କରିଛି । ଏହାପରେ ଆଜି ସନ୍ଧ୍ୟାରେ ଇସ୍ରୋ ଆଉ ଏକ ଚମକବାର ଉପଲବ୍ଧି ହାସଲ କରିଛି । ବିଜ୍ଞାନ କ୍ଷେତ୍ରରେ ଆଜି ଆଉ ଏକ…

ହାଇଜ୍ୟାକ୍ ଏମଭି ଲୀଲା ନରଫୋକରେ ଥିବା ସମସ୍ତ ୧୫ ଭାରତୀୟ ଉଦ୍ଧାର: ସାମ୍ନାକୁ ଆସିଲା ନୌସେନା କମାଣ୍ତେଡା ଅପରେସନର Video

ନୂଆଦିଲ୍ଲୀ: ସୋମାଲିଆ ଉପକୂଳ ନିକଟରେ ଅପହରଣ ହୋଇଥିବା ଏମଭି ଲିଲା ନରଫୋକ ଜାହାଜରେ ଥିବା ସମସ୍ତ ୧୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଏହା ବ୍ୟତୀତ ଭାରତୀୟ ନୌସେନା ଜଣ କ୍ରୁ ସଦସ୍ୟଙ୍କୁ ମଧ୍ୟ ଉଦ୍ଧାର କରିଛି ।…

ଛାଡପତ୍ର ପାଇଥିବା ମହିଳାଙ୍କୁ ନିଜ ପୂର୍ବ ସ୍ୱାମୀଠାରୁ ବିନା ସର୍ତ୍ତରେ ଭରଣ-ପୋଷଣର ଅଧିକାର: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କହିଛନ୍ତି ଯେ, ଛାଡପତ୍ର ପାଇଥିବା ମୁସଲମାନ ମହିଳାମାନଙ୍କର ପୂର୍ବ ସ୍ୱାମୀଙ୍କଠାରୁ ରକ୍ଷଣାବେକ୍ଷଣ ଦାବି କରିବାର ଅଧିକାର ବିନା ସର୍ତ୍ତରେ ରହିଛି ଏବଂ…

Breaking…୧୯୯୨ ବାବ୍ରି ମସଜିଦ୍ ଦଙ୍ଗା ମାମଲା; ଶ୍ରୀକାନ୍ତ ପୂଜାରୀଙ୍କୁ ଜାମିନ ପ୍ରଦାନ କଲେ କର୍ଣ୍ଣାଟକ ଅଦାଲତ

ବେଙ୍ଗାଲୁରୁ: ୧୯୯୨ ବାବ୍ରି ମସଜିଦ୍ ଦଙ୍ଗା ମାମଲାରେ ଶ୍ରୀକାନ୍ତ ପୂଜାରୀଙ୍କୁ ଜାମିନ ପ୍ରଦାନ କଲେ କର୍ଣ୍ଣାଟକ ଅଦାଲତ। ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ହୁବଲିରେ ହୋଇଥିବା ଦଙ୍ଗାରେ ସମ୍ପୃକ୍ତ ଥିବା…

ପରୀକ୍ଷା ପେ ଚର୍ଚ୍ଚା ୨୦୨୪ ପାଇଁ ରେକର୍ଡ ୧ କୋଟି ପଞ୍ଜୀକରଣ, ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ଆଲୋଚନା କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣ "ପରୀକ୍ଷା ପେ ଚର୍ଚ୍ଚା ୨୦୨୪" ପାଇଁ ଆଜି ସୁଦ୍ଧା ମାଇଗଭ…

ଟ୍ରେନ ଦୁଆର ପାଖରେ ବସୁଥିବା ଯାତ୍ରୀଙ୍କୁ ଚେତାବନୀ: ମଜାଦାର ଉପାୟରେ Railway ଦେଲା ସୁରକ୍ଷା ମନ୍ତ୍ର

ନୂଆଦିଲ୍ଲୀ: ୨୦୨୩ରେ ସୋସିଆଲ ମିଡିଆରେ ଅନେକ ପ୍ରକାରର କମେଡି କଣ୍ଟେଣ୍ଟ ଦେଖିବାକୁ ମିଳିଛି । ସେଥିରୁ କିଛି ବିଷୟକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ନୂଆବର୍ଷରେ ପହଞ୍ଚି ସାରିଥିଲେ ମଧ୍ୟ ଏବେ ବି ଏକ ପୋଷ୍ଟ…