fbpx
Browsing Category

ଦେଶ

(Video)ବାଇକ ଛାଡ଼ି ଘୋଡ଼ାରେ କଲେ ଖାଦ୍ୟ ଡେଲିଭରି: ଜୋମାଟୋ ଡେଲିଭରି ବଏଙ୍କର ଏପରି ଅଦ୍ଭୁଦ କାଣ୍ଡ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅନଲାଇନ ଖାଇବା ଡେଲିଭରିର ଚାହିଦା କାହିଁରେ କ'ଣ । ତେବେ ଏହାର ଡେଲିଭରି ପାଇଁ ଜୋମାଟୋ ଡେଲିଭରି ମ୍ୟାନ ବାଇକ ବ୍ୟବହାର କରିଥାନ୍ତି । କିନ୍ତୁ କେବେ ଘୋଡ଼ାରେ ବସି ଜୋମାଟୋ ଖାଇବା…

ନିର୍ବାଚନ ପୂର୍ବରୁ ଲାଗୁ ହେବ CAA ! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଅଧିନିୟମ(CAA)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର CAA ନୋଟିଫିକେସନ ଜାରି କରିପାରେ । ଏହି ଆଇନର ନିୟମାବଳୀ ଖୁବ ଶୀଘ୍ର କାର୍ଯ୍ୟକାରୀ…

ଅଦାନୀ-ହିଣ୍ଡେନବର୍ଗ ମାମଲା: ଗୌତମ ଅଦାନୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି 

ନୂଆଦିଲ୍ଲୀ: ଅଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏହି ମାମଲାରେ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଭାରତୀୟ ପ୍ରତିଭୂତି ଓ…

ପୁଣି ଅଡ଼ୁଆରେ ମହୁଆ, ଓକିଲଙ୍କ ଫୋନ୍ ଟ୍ରାକ୍ କରିବା ଅଭିଯୋଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରା ପୁଣି ଥରେ ବିବାଦ ଘେରରେ । ପୂର୍ବରୁ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ତାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ବର୍ତ୍ତମାନ…

(Video) ଏକ ଅଦ୍ଭୂତପୂର୍ବ ପଦକ୍ଷେପ: କର୍ମଚାରୀଙ୍କୁ ୩୩ ପ୍ରତିଶତ ମାଲିକାନା ପ୍ରଦାନ କଲା ୧୦୦ ମିଲିୟନ ଡଲାର ମୂଲ୍ୟର ଏକ ଟେକ ଫାର୍ମ

ନୂଆଦିଲ୍ଲୀ: ଅନେକ ସମୟରେ ଚାକିରିରେ ଦରମା ନ ବଢ଼ିବା, ଖରାପ ଅଫିସ ପରିବେଶ, ମାଲିକଙ୍କ ପକ୍ଷରୁ ଚାପ ଆଦି ବିଭିନ୍ନ କାରଣରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ତେବେ…

ବଣଭୋଜିରୁ ଫେରିବା ବେଳେ ବସ୍-ଟ୍ରକ୍ ମୁହାଁମୁହିଁ: ୧୪ ଯାତ୍ରୀଙ୍କ ମୃତ୍ୟୁ, ୨୭ ଜଣଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଅଧିକାଂଶ ଲୋକ ଏବେ ପିକନିକ୍ ମନାଇବାରେ ବ୍ୟସ୍ତ ରହିଥିବା ବେଳେ ଏହି ଅବସରରେ ବିଭିନ୍ନ ସଡ଼କ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ସ୍ଥିତ ବୱାନା ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟଛି । ସୂଚନା ପାଇ ଘଟଣା ସ୍ଥଳରେ ୨୫ଟି ଦମକଳ ଗାଡ଼ି ପହଂଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ ।…

ଏବେ ଲାଗୁ ହେବନି ନୂଆ Hit And Run ନିୟମ: ସରକାର ଦେଲେ ଭରସା

ନୂଆଦିଲ୍ଲୀ: ୩ଟି ନୂଆ କ୍ରିମିନାଲ ଲ’ ବିପକ୍ଷରେ ହଡ଼ତାଳ ପରେ ଟ୍ରାନ୍ସପୋର୍ଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଯାଇଛି । ନୂଆ ନିୟମରେ ହିଟ୍ ଆଣ୍ଡ ରନ୍ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ଡ୍ରାଇଭର…

ଭାଇରାଲ ହେଉଛି ଅଯୋଧ୍ୟା ରାମ ମନ୍ଦିରର ନିମନ୍ତ୍ରଣ ପତ୍ର ଭିଡିଓ: ଦେଖନ୍ତୁ କିପରି ରହିଛି କାର୍ଡର ଦୃଶ୍ୟ….

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଗାମୀ ୨୨ ଜାନୁଆରୀ ୧୨ଟା ୨୦ ମିନିଟରେ ହେବ । ରାମ ମନ୍ଦିରର ନିର୍ମାଣ କରୁଥିବା ସଂସ୍ଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର…

ଗରମ ବିରିୟାନୀ ମାଗିଲେ, କିନ୍ତୁ ବର୍ଷା ହେଲା ଲାତ-ଗୋଇଠା: ରେଷ୍ଟୁରାଣ୍ଟରେ ଏହି ମାମଲା କ’ଣ ସତ?

ହାଇଦ୍ରାବାଦ: ଡିସେମ୍ବର ୩୧ ତାରିଖରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରରେ ନୂଆବର୍ଷ ପାଳନ କରିଥାନ୍ତି । ତେବେ ଏପରି ସ୍ଥଳେ ଭିଡ଼ ପାଇଁ କେତେକ ସ୍ଥାନରେ ଝଗଡ଼ା ଏବଂ ଗଣ୍ଡଗୋଳ ହୋଇଥାଏ । ତେବେ ହାଇଦ୍ରାବାଦର ଏକ…