Browsing Category

ଦେଶ

ୱାନ ନେସନ, ୱାନ ଇଲେକ୍ସନ: ଇଣ୍ଡି ମେଣ୍ଟରେ ଫାଟ

ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନ ପ୍ରସ୍ତାବରେ ମୋଦି କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ କଂଗ୍ରେସ ଏହାକୁ ବିରୋଧ କରୁଛି । କିନ୍ତୁ ଏହାକୁ ଇଣ୍ଡି ମେଣ୍ଟର ସହଯୋଗୀ ଦଳମାନେ ସମର୍ଥନ କରିଛନ୍ତି । ଏହାକୁ ଦେଖି ମେଣ୍ଟରେ…

‘ଭାରତରେ କ୍ୟାନ୍ସର ଭଳି ବ୍ୟାପୁଛି ଦୁର୍ନୀତି, ଏହା ବିରୋଧରେ ଯୁବକମାନେ ଆଗକୁ ଆସିବା ଉଚିତ୍‌’: ହାଇକୋର୍ଟ

ନୂଆଦିଲ୍ଲୀ: ଭାରତରେ ଦୁର୍ନୀତି କ୍ୟାନ୍ସର ଭଳି ବ୍ୟାପିବାରେ ଲାଗିଛି। ଏଥିପାଇଁ ଯୁବକମାନଙ୍କୁ ଲଢିବା ଲାଗି ଆଗକୁ ଆସିବାକୁ ପଡିବ। ଏହି ଟିପ୍ପଣୀ ରାଜସ୍ଥାନ ହାଇକୋର୍ଟର ବିଚାରପତି ଅଶୋକ କୁମାର ଜେନ ଏକ ଅପରାଧିକ ଆବେଦନ…

ଆତିଶୀ ୨୧ ସେପ୍ଟେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ, ସରକାର ଗଠନ ପାଇଁ ଡକାଇଲେ ଏଲଜି

ନୂଆଦିଲ୍ଲୀ: ଦିଲ୍ଲୀରେ ଆତିଶୀଙ୍କ ନେତୃତ୍ୱରେ ୨୧ ସେପ୍ଟେମ୍ବରରେ ଆମ ଆଦମୀ ପାର୍ଟୀର ସରକାର ହେବେ। ଆମ୍ ଆଦମୀ ପାର୍ଟୀର ବିଧାୟକ ଦଳର ନେତା ଆତିଶୀଙ୍କୁ ଏଲଜି ବିକେ ସାକ୍ସେନା ୨୧ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦର…

ୱାକଫ ସଂଶୋଧନ ବିଲକୁ ନେଇ କାହିଁକି ଏତେ ଉତ୍ତେଜନା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ୱାକଫ୍ ର ଧାରଣା ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହା ପ୍ରାୟତଃ ଆଇନଗତ ଯୁଦ୍ଧ, ଦ୍ୱନ୍ଦ୍ୱ ଏବଂ ବିବାଦ ଜଳରେ ଫସିରହିଥାଏ। ମୋଦୀ ସରକାରଙ୍କ ସଂସ୍କାର ଉପରେ ଗୁରୁତ୍ୱ ଦିଆଯିବା ସତ୍ତ୍ୱେ ୱାକଫ ଉପରେ…

‘ୱାନ ନେସନ-ୱାନ ଇଲେକ୍ସନ’କୁ ମିଳିଲା ମଞ୍ଜୁରୀ, ମୋଦୀ କ୍ୟାବିନେଟରେ ପାସ୍ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ ଭାରତରେ ଏକ ଦେଶ ଏକ ନିର୍ବାଚନ ଅର୍ଥାତ ୱାନ ନେସନ- ୱାନ ଇଲେକ୍ସନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ବୁଧବାର ଦିନ ମୋଦୀ କ୍ୟାବିନେଟ ବୈଠକରେ…

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ୨୦୨୪: ଦିନ ୧୧ଟା ସୁଦ୍ଧା ୨୬% ମତଦାନ

ନୂଆଦିଲ୍ଲୀ: ଆଜି ଜାମ୍ମୁ କାଶ୍ମୀରରେ ୯୦ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ଏଥିପାଇଁ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ…

ସୈନିକ ସ୍କୁଲରେ ବାହାରିଛି ଅନେକ ପଦ, ପଦବୀ: ଆଶାୟୀ ୱେବସାଇଟରେ କରିପାରନ୍ତି ଆବେଦନ

ନୂଆଦିଲ୍ଲୀ: ବେରୋଜଗାର ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଏହି କ୍ଷେତ୍ରରେ ଆର୍ମୀ ପବ୍ଲିକ ସ୍କୁଲ ଆଣିଦେଉଛି ବ୍ୟାପକ ସୁବିଧା । ସରକାରୀ ସହ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷକତା ସୁବିଧା ଦେବ ଆର୍ମୀ ପବ୍ଲିକ ସ୍କୁଲ ।…

COVID-19 XEC Variant: କାୟା ବିସ୍ତାର କରୁଛି ନୂଆ ଭାରିଆଣ୍ଟ, ଏଭଳି ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: କରୋନା ଭାଇରସ ଶେଷ ହେବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଚିନ୍ତାର କାରଣ ସାଜିଛି । ଏହାରି  ଭିତରେ ଆଉ ଏକ ଭାରିଆଣ୍ଟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାରେ ଲାଗିଛି । ନୂଆ ଭାରିଆଣ୍ଟ…

Movie Tickets @ 99; ମାତ୍ର ୯୯ ଟଙ୍କାରେ ମିଳିବ ଟିକେଟ: ଶୁକ୍ରବାର ଶସ୍ତାରେ PVR-INOXରେ ଦେଖନ୍ତୁ ଫିଲ୍ମ

ଓଡ଼ିଶା ଭାସ୍କର: ମାତ୍ର ୯୯ ଟଙ୍କାରେ ମିଳିବ ସବୁ ସିନେମାର ଟିକେଟ । ପିଭିଆର ହେଉ କି ଆଇନକ୍ସ, ସବୁଠି ଶସ୍ତାରେ ଟିକେଟ ପାଇ ନିଜ ମନ ପସନ୍ଦର ସିମୋ ଦେଖିପାରିବେ ଦର୍ଶକ । ୩୦୦-୪୦୦ ଟଙ୍କାରେ ଉପଲବ୍ଧ ଥିବା ସୁପରହିଟ୍…

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବିବାଦୀୟ ବିଳାଶପୂର୍ଣ୍ଣ କ୍ୱାଟର ଛାଡିବେ କେଜରିୱାଲ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଅରବିନ୍ଦ କେଜରିୱାଲ ଇସ୍ତଫା ଦେବା ପରେ ପ୍ରାୟ ୫୦ କୋଟିରୁ ଅଧିକ ଖର୍ଚ୍ଚ କରି ନବୀକରଣ କରିଥିବା କ୍ୱାଟର ମଧ୍ୟ ଛାଡିବେ ।ଏହାକୁ ନେଇ ସବୁଠି ଚର୍ଚ୍ଚା । ମଙ୍ଗଳବାର…