Browsing Category

ଦେଶ

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ କ’ଣ କହିଲେ ଭାରତୀୟ ଅଧିନାୟକ ବୁମ୍ରା ?

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପର୍ଥରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରିଛି। ଭାରତୀୟ ଦଳର ଅଧିନାୟକ…

ସମ୍ଭାଲ ହିଂସାକୁ ସରକାର ଓ ପ୍ରଶାସନକୁ ଟାର୍ଗେଟ୍ କଲେ ଅସଦୁଦ୍ଦିନ ଓୱେସି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାରେ ଥିବା ଶାହି ଜାମା ମସଜିଦ୍ ସର୍ଭେ ବେଳେ ହୋଇଥିବା ହିଂସାକୁ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ସରକାର ଓ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ରବିବାର ମସଜିଦର…

ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ଲାଭାର୍ଥୀଙ୍କ ସଂଖ୍ୟାରେ କଲେ ବୃଦ୍ଧି

ନୂଆଦିଲ୍ଲୀ- ରାଜ୍ୟର ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ପୂର୍ବ ବାର୍ଦ୍ଧକ୍ୟ ଭତ୍ତାର ସଂଖ୍ୟାକୁ ବଢାଇଛନ୍ତି ସରକାର । ପୂର୍ବ ତାଲିକାରେ ଆଉ ୮୦ ହଜାର ନୂଆ ଲାଭାର୍ଥୀଙ୍କୁ ସଂଯୋଗ କରିଛନ୍ତି ସରକାର ।…

(video) ବର ନା ମାଙ୍କଡ଼! ଚଳନ୍ତା ଗାଡ଼ି ଝରକାରେ ପଶି ଚୋରକୁ ଧରିଲେ, ଛଡ଼େଇ ଆଣିଲେ ୧୦୦ ଟଙ୍କିଆ ମାଳ

ମିରଟ: ବର୍ତ୍ତମାନ ସମୟରେ ଖବରକାଗଜ କି ନ୍ୟୁଜ୍ ଚ୍ୟାନେଲରୁ ଯେତିକି ଘଟଣା ଲୋକଲୋଚନକୁ ଆସୁନି ତା’ଠାରୁ ଅଧିକ ଘଟଣା ସୋସିଆଲ ମିଡିଆରେ ଉପଲବ୍ଧ । ଯାହା ଉଭୟ ଆଶ୍ଚର୍ଯ୍ୟ ଓ ମନୋରଞ୍ଜନ କଲାଭଳି ଘଟଣା । ଏମିତି ଏକ ଭିଡିଓ…

ହିନ୍ଦୁରୁ ହେଲା ମୁସଲମାନ, ଭାଉଜ-କୁନି ପିଲାଙ୍କୁ ହତ୍ୟା କରି ୪ ବର୍ଷ ଧରି ଲୁଚିଥିଲା, ହେଲେ ନଡ଼ିଆ ଗଛ…

ନୂଆଦିଲ୍ଲୀ: ନିଜ ଭାଉଜ ଓ ତିନି ବର୍ଷର ନିରୀହ ଶିଶୁକୁ ହତ୍ୟା କରିଥିବା ଜଣେ ହତ୍ୟାକାରୀ। କେବଳ ସୁନା ହାର ପାଇଁ ସେ ଦୁଇଟି ଜୀବନ ଶେଷ କରିଥିଲେ। ହତ୍ୟା କାଣ୍ଡ ପରେ ପୁଲିସ ୪ ବର୍ଷ ଧରି ତାକୁ ଖୋଜୁଥିଲା, କିନ୍ତୁ…

ଗିରଫ ହେଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୂର୍ବ OSD

ନୂଆଦିଲ୍ଲୀ: ରାଜସ୍ଥାନରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୂର୍ବ ଓଏସଡି ଲୋକେଶ ଶର୍ମା ଗିରଫ ହୋଇଛନ୍ତି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଶ୍ରୀ ଶର୍ମାଙ୍କୁ ଗିରଫ କରିଥିବା ଜଣାପଡ଼ିଛି…

ନିର୍ବାଚନ ରେଜଲ୍ଟ ଘୋଷଣା ପରେ ଜନତାଙ୍କୁ ବଡ଼ ଝଟକା: CNG ଦାମ୍ ୨ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ତେବେ ରେଜଲ୍ଟ ଘୋଷଣା ହେବାର ଦୁଇ ଦିନ ନ ପୂରୁଣୁ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ବୃଦ୍ଧି ପାଇଛି…

ଆଗାମୀ ୩ ଦିନ ଅହରହ ବର୍ଷିବ, କରିବ ବହୁ କ୍ଷୟକ୍ଷତି

ନୂଆଦିଲ୍ଲୀ- ମାଡିଆସୁଛି ଆଉ ଏକ ବାତ୍ୟା । ଏହା ପ୍ରଭାବରେ ଆସନ୍ତା ୩ ଦିନ ପ୍ରବଳ ବର୍ଷିବ । ଏମିତି ସତର୍କ କରେଇଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରେ ସୃଷ୍ଟିହୋଇଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି । ଏହା…

ଅଚାନକ୍ ଠପ୍ ହୋଇଗଲା ହ୍ୱାଟ୍ସଆପ୍ ! କାହା ପାଖକୁ ଯାଉନି ମେସେଜ୍, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ସମଗ୍ର ବିଶ୍ୱରେ ହ୍ୱାଟ୍ସଆପ୍ ବ୍ୟବହାରକାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଲୋକ ହ୍ୱାଟ୍ସଆପ୍ ୱେବ୍ ଲଗ୍ ଇନ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ହେତୁ ଲୋକମାନେ ହ୍ୱାଟ୍ସଆପ୍ ୱେବରେ…

ଏଇ ତ ଦୁନିଆ: ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ପରେ କାନ୍ଧ ଦେଲେନି କୁଟୁମ୍ବ, ଆଗେଇ ଆସିଲେ ଝିଅମାନ…

ରାୟପୁର- ଆଜିର ଏହି ଅର୍ଥ ସର୍ବସ୍ୱ ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ । ଭାଇ, ବନ୍ଧୁଙ୍କ ପାଇଁ ସମ୍ପତ୍ତି ସବୁ । ପୁଅକୁ ଲୋଡା ବାପାର ଧନ, ଦୌଲତ । ଏମିତି କି ସମ୍ପତ୍ତି ପାଇଁ ମରିଯାଇଥିବା ମଣିଷକୁ କାନ୍ଧ ଦେବାକୁ…