CHARIDHAM
Browsing Category

ଦେଶ

ଡ୍ୟୁଟି ସମୟରେ ସହିଦ ହେଲେ ଓଡ଼ିଆ ଯବାନ: ୪ ବର୍ଷ ପୂର୍ବ କରିଥିଲେ ବିବାହ, ଅନାଥ ହୋଇଗଲେ ଦୁଇ ଶିଶୁକନ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ଦଶହରାର ସମସ୍ତ ଖୁସିକୁ ଫିକା କରିଦେଇଛି ଗୋଟିଏ ଦୁଃଖ ଖବର । ପୂଜାରେ ନିଜର ପରିବାର ଓ ବନ୍ଧୁ ପରିଜନଙ୍କ ଆଖିରେ ଲୁହ ଭରିଦେଇଛନ୍ତି ଜଣେ ଓଡ଼ିଆ ଯବାନ । ମହାରାଷ୍ଟ୍ରର ନାଶିକରେ…

ଆଉ ଶିକ୍ଷକ ପିନ୍ଧିପାରିବେନି ଜିନ୍ସ, ନହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ପାଟନା: ଏଣିକି ସ୍କୁଲକୁ ଆଉ ଶିକ୍ଷକ ଜିନ୍ସ ଓ ଟି ସର୍ଟ ପିନ୍ଧି ଆସିପାରିବେ ନାହିଁ । ସରକାରୀ ଶିକ୍ଷକଙ୍କ ପାଇଁ ଲାଗୁ ହେଲା ଆଇନ କଡା । ଆଗରୁ ଏହି ନିୟମ ଥିବା ବେଳେ ଏହାର ପାଳନ ହେଉନଥିଲା । ଏବେ ଏହି ଆଇନକୁ କଡା…

Dollar ତୁଳନାରେ ତଳକୁ ଖସିଲା Rupee: ଅଲ୍ ଟାଇମ୍ ଲୋ’ ଭାବରେ ହେଲା ନୂଆ ରେକର୍ଡ

ନୂଆଦିଲ୍ଲୀ: ସପ୍ତାହର ଶେଷ ବ୍ୟବସାୟିକ ଦିନରେ ଭାରତୀୟ ମୁଦ୍ରା ସୃଷ୍ଟି କରିଛି ଏକ ନୂଆ ରେକର୍ଡ । ବ୍ୟବସାୟିକ ଇତିହାସରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ତଳକୁ ଖସିଛି ଭାରତୀୟ ମୁଦ୍ରା । ଟ୍ରେଡିଙ୍ଗ ସମୟରେ ଡଲାର…

ପୂଜାରେ ଝରିଲା ଲୁହ: ଟ୍ରେନିଂ ସମୟରେ ବିସ୍ଫୋରଣ ଘଟି ଦୁଇ ଅଗ୍ନିବୀର ସହିଦ

ନୂଆଦିଲ୍ଲୀ: ଦଶହରାର ପାର୍ବଣ ଋତୁରେ ସମସ୍ତେ ନିଜ ନିଜ ପରିବାର ସହ ହସ ଖୁସିରେ ମା’ଙ୍କର ମଣ୍ଡପ ବୁଲିବା ସହ ଦୁଃଖ ଦୂର ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ପୂଜାରେ ଆସିଛି ଏକ ଦୁଃଖ ଖବର । ଫାୟାରିଂ ଅଭ୍ୟାସ ସମୟରେ…

ବାଛୁରୀକୁ ଦୁଷ୍କର୍ମ କରୁଥିଲା ଦୁର୍ବୃତ୍ତ; ଚିତ୍କାର କଲେ ଗୋମାତା, ଗୁହାଳରେ ପହଞ୍ଚି ବହେ ଛେଚିଲେ ଲୋକ

ନୂଆଦିଲ୍ଲୀ: ମହାଷ୍ଟମୀରେ ମହାପାପ। ଗୋଶାଳାରେ ପଶି ବାଛୁରୀକୁ ଦୁଷ୍କର୍ମ। ନୋଏଡା ଫେଜ୍-୨ ଥାନା ଅଞ୍ଚଳରେ ସେକ୍ଟର ୧୦୦ରେ ଥିବା ଗୋଶାଳାରେ ଜଣେ ବ୍ୟକ୍ତି ବାଛୁରୀକୁ ହୋଇଛି ଦୁଷ୍କର୍ମ। ଗୋମାତାଙ୍କ ଚିତ୍କାର ଶୁଣି…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଲା!

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଗତ ୯ ତାରିଖ ଦିନ ନାୟବ ସିଂହ ସୈନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ଅବସରରେ ଶ୍ରୀ ସୈନୀ ଦଳର ରାଷ୍ଟ୍ରୀୟ…

Vastu Tips; ରାତି ପାହିଲେ ଦଶହରା ପର୍ବ: ପୂଜାରେ କେମିତି ବଦଳିବ ଆପଣଙ୍କ ଭାଗ୍ୟ? ଜାଣନ୍ତୁ କ’ଣ କରିବେ…

ଓଡ଼ିଶା ଭାସ୍କର: ଚାରିଆଡେ ନବରାତ୍ରୀର ପର୍ବ ବହୁ ଧୁମଧାମରେ ପାଳନ କରାଯାଉଛି । ଏହି ଦିନ ମା’ ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଏ । ଏହା ସହିତ ମା’ଙ୍କର ୯ ଦିନ ପୂରଣ ହେବା ପରେ ଦଶମ ଦିନରେ ଦଶହରାର ପର୍ବ ପାଳନ…

‘ନିଜ ସ୍ତ୍ରୀକୁ କୁହ ଠିକ ଭାବେ କପଡା ପିନ୍ଧୁ, ନହେଲେ..’, ନିଜ ଧମକ ପାଇଁ ଫସିଗଲେ ଯୁବକ

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ କପଡା ଭଲ ଭାବେ ନ ପିନ୍ଧିବାକୁ ନେଇ ଏସିଡ ଆଟାକର ଧମକ ଦେଇଥିବା ଯୁବକଙ୍କୁ ତାଙ୍କ ଚାକିରିରୁ ବାହାର କରାଯାଇଛି। Etios ସର୍ଭିସେଜରେ କାମ କରୁଥିବା ବିକିତ ଶେଟ୍ଟୀଙ୍କୁ କମ୍ପାନୀରୁ…

ଏସିଆନ-ଇଣ୍ଡିଆ ସମିତି: ଚୀନର ବିସ୍ତାରବାଦକୁ ସଦସ୍ୟ ରାଷ୍ଟ୍ରଙ୍କ ନିନ୍ଦା, ମୋଦି ଦେଲେ ଚୀନକୁ ପରାମର୍ଶ

ନୂଆଦିଲ୍ଲୀ: ଚୀନର ବିସ୍ତାରବାଦରେ ଅତିଷ୍ଟ ହେଲେଣି ଏସିଆର ବହୁ ରାଷ୍ଟ୍ର । ମେଳି କଲେଣି ୧୦ ଦେଶ । ଏହାର ଭରପୁର ଫାଇଦା ଉଠାଇବାର କୌଣସି ମୌକା ଛାଡିବାକୁ ନାରାଜ ପ୍ରଧାନମନ୍ତ୍ରୀ ମୋଦି । ଏସିଆନ ଶୀଖର ସମ୍ମିଳନୀ…

ରତନ ଟାଟାଙ୍କ ଜାତକରେ କେଉଁ ଯୋଗ ଥିଲା? ଯାହା ପାଇଁ ସେ ହୋଇଗଲେ ଏତେ ବଡ଼ ଧନୀ

ନୂଆଦିଲ୍ଲୀ: ରତନ ଟାଟା ଦେଶର ସଫଳ ବ୍ୟବସାୟୀ ଏବଂ କୁଶଳୀ ଶିଳ୍ପପତି ଥିଲେ। ଏହା ବ୍ୟତୀତ ସେ ଜଣେ ଭଲ ବ୍ୟକ୍ତି ଥିଲେ, ସେ ଭାରତକୁ ଦୃଢ କରିବାକୁ ଚାହୁଁଥିଲେ। ରତନ ଟାଟା ସରଳ ଏବଂ ସଚ୍ଚୋଟ ଥିଲେ। ବୁଧବାର ୯ ଅକ୍ଟୋବର…