Browsing Category

ଦେଶ

(Video) ୱାନଖେଡେ ଷ୍ଟାଡିୟମରେ ଜମେଇକି ନାଚିଲେ ଟୀମ ଇଣ୍ଡିଆ, ଦେଖନ୍ତୁ କିପରି ହେଲା ସ୍ୱାଗତ

ନୂଆଦିଲ୍ଲୀ: ୱାନଖେଡେ ଷ୍ଟାଡିୟମ ବାହାରେ ଅନେକ ଲୋକେ ଇଣ୍ଡିଆ ଟୀମକୁ ଦେଖି ବେହୋସ ହୋଇଯାଇଛନ୍ତି । ମରୀନ ଡ୍ରାଇଭରେ ଲକ୍ଷ ଲକ୍ଷ ଲୋକେ ଫ୍ୟାନ୍ସ ଟୀମ ଇଣ୍ଡିଆର ସ୍ୱାଗତ କରିବାକୁ ଠିଆ ହୋଇଥିଲେ । ଏଥିସହ ବିସିସିଆଇ ଟୀମ…

ଖୁସିଖବର! ବଜେଟ ୨୦୨୪ରେ ଦରମା ପାଉଥିବା ଲୋକଙ୍କ ପାଇଁ ବଢିବ ଷ୍ଟାଣ୍ଡାର୍ଡ ଡିଡକ୍ସନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ମାସର ତୃତୀୟ ସପ୍ତାହରେ ୟୁନିୟନ ବଜେଟ ଜାରି କରିବେ । ଏହି ବଜେଟରେ ଦରମା ପାଉଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ବୋଲି ଆଶା ରହିଛି । ଷ୍ଟାଣ୍ଡାର୍ଡ ଡିଡକ୍ସନ ଏଥିରୁ…

ଚାକିରି ନାଁରେ ଯୁବକମାନଙ୍କୁ ବିଦେଶ ପଠାଇ ସାଇବର ଅପରାଧରେ ଠେଲି ଦିଆଯାଉଛି, ମନା କରିବା ପରେ ସେମାନଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା…

ନୂଆଦିଲ୍ଲୀ: ଭାରତୀୟ ଯୁବକମାନଙ୍କୁ ଚାକିରି ନାମରେ ବିଦେଶ ପଠାଇ ସାଇବର ଅପରାଧରେ ଠେଲି ଦିଆଯାଉଛି । ଯେତେବେଳେ ଜାଲରେ ଫସି ରହିଥିବା ଯୁବକମାନେ ସାଇବର ଅପରାଧ କରିବାକୁ ମନା କରୁଛନ୍ତି, ସେତେବେଳେ ସେମାନଙ୍କୁ ଭୟଙ୍କର…

ଭାରତର ୱେଡିଙ୍ଗ ଇଣ୍ଡଷ୍ଟ୍ରୀର ଆକାର ୧୦ ଲକ୍ଷ କୋଟି ଟଙ୍କା, ଶିକ୍ଷା ଅପେକ୍ଷା ବିବାହରେ ହେଉଛି ଦ୍ୱିଗୁଣା ଖର୍ଚ୍ଚ

ନୂଆଦିଲ୍ଲୀ: ଭାରତରେ ବିବାହ ସହ ଜଡିତ ଶିଳ୍ପ ଖାଦ୍ୟ ଏବଂ ଗ୍ରସରୀ ଇଣ୍ଡଷ୍ଟ୍ରୀ ପରେ ସବୁଠାରୁ ବଡ଼ ଦ୍ୱିତୀୟ ଇଣ୍ଡଷ୍ଟ୍ରୀ । ଏକ ରିପୋର୍ଟ ମୁତାବକ ଭାରତରେ ଶିକ୍ଷା ତୁଳନାରେ ବିବାହରେ ଲୋକେ ଦ୍ୱିଗୁଣା ଖର୍ଚ୍ଚ କରୁଛନ୍ତି…

ଏହି କାରଣରୁ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଛନ୍ତି ଆମିର ଖାନଙ୍କ ପୁଅ ଜୁନୈଦ

ମୁମ୍ୱାଇ: ଅମୀର ଖାନଙ୍କ ପୁଅ ଜୁନୈଦ ଖାନ ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ମହାରାଜ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବହୁ ହଙ୍ଗାମା ପରେ ଶେଷରେ ଓଟିଟିରେ ତାଙ୍କ ଫିଲ୍ମ ରିଲିଜ ହୋଇଛି। ଜୁନୈଦ ଖାନ୍ ଏବେ ମହାରାଜଙ୍କ…

ନାବାଳିକ ଦମ୍ପତି ଡେଟ୍ ରେ ଯିବା ଅପରାଧ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ନାବାଳକ ପୁଅ-ଝିଅ ଡେଟ୍ ରେ ଯିବା ତଥା ଏହି ସମ୍ବନ୍ଧରେ ଝିଅର ପିତା-ମାତା ଦ୍ୱାରା ଅଭିଯୋଗ କରିବା ମାମଲାରେ ଗିରଫଦାରୀକୁ ଏଡ଼ାଇ ଦିଆଯାଇପାରିବ କି ବୋଲି ଯାଞ୍ଚ କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ…

ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ ହେବା ପରେ ଫିଲ୍ମକୁ ନେଇ ପୱନ କଲ୍ୟାଣଙ୍କ ବଡ଼ ନିଷ୍ପତ୍ତି

ଅମରାବତୀ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ହେବା ପରେ ସାଉଥ ସୁପରଷ୍ଟାର ପୱନ କଲ୍ୟାଣ ଫିଲ୍ମରେ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କର ପୂରା ଫୋକସ ତାଙ୍କ ନିର୍ବାଚନ ମଣ୍ଡଳୀ ଉପରେ ରହିବ। ତେବେ ସେ…

ମୁମ୍ବାଇରେ ପହଞ୍ଚିଲା ଟୀମ ଇଣ୍ଡିଆ, ଆରମ୍ଭ ହେବ ଭିକ୍ଟ୍ରୀ ପରେଡ

ମୁମ୍ବାଇ: ଟୀମ ଇଣ୍ଡିଆ ଫ୍ଲାଇଟ ମୁମ୍ବାଇରେ ପହଞ୍ଚିସାରିଛି । ଭାରତୀୟ ଟୀମ ଏଠାରେ ପହଞ୍ଚିବା ପୂର୍ବରୁ ବର୍ଷା ଆରମ୍ଭ ହୋଇସାରିଛି । ଟୀମ ଇଣ୍ଡିଆଙ୍କୁ ଭିକ୍ଟ୍ରୀ ପରେଡ କରିବାକୁ ପଡିବ । ତେବେ ୱାନଖେଡେ ଷ୍ଟାଡିୟମରେ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ବୁଧବାର ରାତିରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଦ୍ୱିପ୍ରହରରେ ତାଙ୍କ ସ୍ୱାସ୍ଥ୍ୟ ଠିକ ରହିଛି ବୋଲି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ, ତୃତୀୟ ଥର ହେଲେ ଝାଡ଼ଖଣ୍ଡର ସିଏମ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ ରାଜଭବନରେ ହେମନ୍ତ ସୋରେନଙ୍କୁ…