CHARIDHAM
Browsing Category

ଦେଶ

(Video) ଏମିତି ବି ସମ୍ଭବ! ଅଦରକାରୀ ଜିନିଷରେ ତିଆରି ହୋଇଛି ପୂଜା ମଣ୍ଡପ: ଦେଖିବା ପାଇଁ ଲାଗିଛି ଲୋକଙ୍କ ଗହଳି

ଓଡ଼ିଶା ଭାସ୍କର: ଦୁର୍ଗା ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପକୁ ନୂଆ ନୂଆ ରୂପ ଦେଉଛନ୍ତି । କେଉଁଠି ମେଟ୍ରୋ ଟ୍ରେନ ଥିମରେ ମଣ୍ଡପ ନିର୍ମାଣ ହେଉଛି ତ ଆଉ କେଉଁଠି ଜଙ୍ଗଲ ଥିମ ନେଇ ନିର୍ମାଣ ହୋଇଛି ମା’ଙ୍କ ପୂଜା ମଣ୍ଡପ ।…

ଏସୀୟ ଟେବୁଲ ଟେନିସ ଚାମ୍ପିୟନଶିପ୍: କାଂସ୍ୟ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଏସିଆନ୍ ଟେବୁଲ୍ ଟେନିସ୍ ଚାମ୍ପିୟନଶିପ୍ ସେମିଫାଇନାଲ୍ ରେ ଭାରତ ଚାଇନିଜ୍ ତାଇପେଠାରୁ ୦-୩ ଗୋଲ୍ ରେ ପରାସ୍ତ ହୋଇଛି । କାଜାଖସ୍ତାନର ଆସ୍ତାନାଠାରେ ଚାଲିଥିବା ଏସୀୟ ଟେବୁଲ ଟେନିସ ଚାମ୍ପିୟନଶିପରେ ଭାରତକୁ…

(Video) ସାବଧାନ, କାଗଜ କପରେ ଚା-କଫି ପିଇଲେ ହେଉଛି ଭୟଙ୍କର ରୋଗ! ଚାଲିଯିବ ଜୀବନ, ଜାଣନ୍ତୁ ବିକଳ୍ପ

ଓଡ଼ିଶା ଭାସ୍କର: ଚାହା ବା କଫି ପିଇବା ଅନେକ ଲୋକଙ୍କ ଏକ ବଡ଼ ଅଭ୍ୟାସ । ଅନେକ ଲୋକଙ୍କ ଦିନ ଚା’ କପ୍ ସହିତ ଆରମ୍ଭ ହୋଇଥାଏ । କେହି କେହି ଘରେ ଚା’ କିମ୍ବା କଫି ପିଇଥାନ୍ତି ତ ଆଉ କେହି ପାଖ ଦୋକାନ ବଜାରରେ । ତେବେ…

କଟିବନି Incoming: Airtel ଆଣିଲା ସବୁଠୁ ଶସ୍ତା ପ୍ଲାନ, ୟୁଜରଙ୍କ ପାଇଁ କମାଲ ଅଫର୍

ଓଡ଼ିଶା ଭାସ୍କର: ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ଭିତରେ ଏୟାରଟେଲର ଏକ ଶସ୍ତା ପ୍ଲାନ ଟ୍ରଣ୍ଡ କରୁଛି । ଅଧିକାଂଶ ୟୁଜରଙ୍କୁ ସୁହାଇଛି ଏହି ରିଚାର୍ଜ ପ୍ଲାନ । ଖୁବ କମ୍ ଟଙ୍କାର ରିଚାର୍ଜରେ…

(Video) ନାବାଳିକାକୁ ଅଚେତ କରିବା ପରେ ଦୁଷ୍କର୍ମ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଗିରଫ ମୁସଲମାନ ଯୁବକ

ଚମେଲି: ଉତ୍ତରାଖଣ୍ଡ ଥେରାଲିର ଜଣେ ମୁସଲମାନ ଯୁବକଙ୍କୁ ଗିରଫ କରିଥି ଚମୋଲି ପୋଲିସ । ବାରିକ କାମ କରୁଥିବା ଏହି ଯୁବକ ବିରୋଧରେ ରହିଛି ସଂଗୀନ ଅଭିଯୋଗ । ସେ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ…

(Photos) ଶେଷଯାତ୍ରାରେ ରତନ ଟାଟା… ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଲମ୍ବା ଭିଡ଼

ଓଡ଼ିଶା ଭାସ୍କର: ସାରା ଭାରତ ପାଇଁ ଗୌରବ ଆଣିଥିବା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ସମସ୍ତଙ୍କ ସ୍ତବ୍ଦ କରିଦେଇଛି । ରତନଙ୍କ ଦେହାନ୍ତରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଆଖିରୁ ଅଶ୍ରୁ ଝରିଯାଇଛି । ଆଜି…

(Video) ଓଃ କି ମାନସିକତା, ତାନ୍ତ୍ରିକର ପ୍ରରୋଚନାରେ ଜନ୍ମକଲା ଝିଅର ଜୀବନ ନେଲା ବାପା

ଲକ୍ଷ୍ନୌ: ଅନ୍ଧବିଶ୍ୱାସର କରୁଣ ପରିଣତି । ପତ୍ନୀଙ୍କୁ ଆରୋଗ୍ୟ କରିବାକୁ ନିଜ କୁନି ଝିଅକୁ ଦେଲେ ବଳି । ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜାଫରନଗରରେ । ଘଟଣା ସାର୍ବଜନୀନ ହେବା ପରେ ପୋଲିସ…

Video: ରତନ ଟାଟାଙ୍କ ଅନ୍ତିମ ଦର୍ଶନରେ ଏକାଠି ଶ୍ରଦ୍ଧାଞ୍ଜଳି ଜଣାଇଲେ ପାର୍ସୀ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ୍ ଓ ହିନ୍ଦୁ

ମୁମ୍ୱାଇ: ଟାଟା ସନ୍ସର ଏମିରିଟାସ୍ ଅଧ୍ୟକ୍ଷ ରତନ ଟାଟା ଅକ୍ଟୋବର ୯ ତାରିଖ ରାତି ସାଢ଼େ ୧୧ଟାରେ ଦକ୍ଷିଣ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭାରତୀୟ ଜାତୀୟ ପତାକାରେ ଲିପ୍ତ…

ଫାଇଦାରେ ଭରପୂର ଅଟଳ ପେନସନ ଯୋଜନା: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଅଟଳ ପେନସନ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଅତିକ୍ରମ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ୫୬ ଲକ୍ଷରୁ ଅଧିକ ହୋଇଛି।ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦ମ…

ୟୁପିରେ ତାଲିବାନୀ ଶାସନ, ଗହମ ଚୋରିରେ ତିନି ନାବାଳକଙ୍କ ଉପରେ ଅକଥନୀୟ ଅତ୍ୟାଚାର

ବହରାଇଚ: ଉତ୍ତର ପ୍ରଦେଶର ବହରାଇଚରେ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ତିନି ନାବାଳକଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ସେମାନଙ୍କର ହୋଇଛି ମାନବାଧିକାର ହନନ । ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହ ନାବାଳକଙ୍କୁ…