CHARIDHAM
Browsing Category

ଦେଶ

ଆଜି କେଉଁ କେଉଁ ସ୍ଥାନରେ ବନ୍ଦ ରହିବ ବ୍ୟାଙ୍କ? ଦେଖନ୍ତୁ Bank Holidays ତାଲିକା

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଅନେକ ଖାସ ଦିନ ଏବଂ ପାର୍ବଣ ରହିଛି, ଯେଉଁ କାରଣରୁ ସାରା ଦେଶରେ କିଛି ଦିନ ପର୍ଯ୍ୟନ୍ତ ଲଗାତାର କିଛି ସ୍ଥାନରେ ବ୍ୟାଙ୍କ ଛୁଟି ରହିବ। ଆଜି ଅର୍ଥାତ ୧୦ ଅକ୍ଟୋବର ୨୦୨୪ରେ ସାରା ଦେଶରେ…

ଦିପାବଳୀ ଓ ଛଟ୍ ପାଇଁ ଗଡ଼ିବ ସ୍ପେଶାଲ ଟ୍ରେନ୍‌, କନଫର୍ମ ସିଟ୍ ପାଇଁ ତୁରନ୍ତ କରନ୍ତୁ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦିପାବଳୀ ଓ ଛଟ୍ ପାଇଁ ଏହି ରାଜ୍ୟରେ ସ୍ପେଶାଲ ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛି । ଯାତ୍ରୀମାନେ ଏହି ସ୍ପେଶାଲ ଟ୍ରେନର ଫାଇଦା ଉଠାଇବା ପାଇଁ ଶୀଘ୍ର ଟିକେଟ୍ ବୁକିଂ କରିପାରିବେ ।…

ନୂଆ କାର ଡେଲିଭରୀ ସମୟରେ ବଡ଼ ଦୁର୍ଘଟଣା, ସୋସିଆଲ ମିଡିଆରେ Video ଭାଇରାଲ

ନୂଆଦିଲ୍ଲୀ: ଏକ ନୂଆ କାର୍ ଡେଲିଭରୀ କରିବା ସମୟରେ ସମସ୍ତଙ୍କ ଉତ୍ସାହ ଦେଖିବା ସ୍ୱାଭାବିକ । ଏହା ଏକ ଖୁସିର ମୁହୂର୍ତ୍ତ, କିନ୍ତୁ ବେଳେବେଳେ ଏହି ଉତ୍ସାହରେ କିଛି ବଡ ଭୁଲ ହୋଇଯାଏ, ଯାହା ଗୁରୁତର ପରିଣାମ ଆଣିପାରେ ।…

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ; ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା

ନୂଆଦିଲ୍ଲୀ: ରତ୍ନ ହରାଇଲା ଭାରତ । ଭାରତୀୟ ଶିଳ୍ପ ଜଗତକୁ ଲାଗିଛି ବଡ଼ ଝଟକା । ୮୬ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ତାଙ୍କ ବିୟୋରେ ସାରା ଦେଶରେ ଶୋକର ଛାୟା…

ବ୍ୟବସାୟୀଙ୍କୁ ଝୁରିଲେ ବ୍ୟବସାୟୀ; Ratan Tataଙ୍କ ପରଲୋକରେ ଭାବବିହ୍ଵଳ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା ବର୍ତ୍ତମାନ ଆମ ଗହଣରେ ନାହାନ୍ତି। ବୁଧବାର ଦିନ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକର ଖବର ଶୁଣି ସାରା ଦେଶ ଦୁଃଖ ପ୍ରକାଶ…

ରତନ ଟାଟା ବିବାହ କରିନଥିଲେ କାହିଁକି? ତାଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ ବିଷୟରେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଦୁନିଆର ବିଶିଷ୍ଟ ଶିଳ୍ପପତି ଏବଂ ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟାଙ୍କର ବୁଧବାର ୯ ଅକ୍ଟୋବରରେ ୮୬ ବର୍ଷ ବୟସରେ ପରଲୋକ ଘଟିଛି। ରତନ ଟାଟାଙ୍କୁ କିଛି ଦିନ ତଳେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା କାରଣରୁ…

ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ଗାଇଡଲାଇନ ଜାରି, ସକାଳ ୧୦ଟାରେ NCPAରେ ରଖାଯିବ ପାର୍ଥିବ ଶରୀର

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ସାରା ଦେଶ ଶୋକ ବ୍ୟକ୍ତ କରିଛି। ସେ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି। ଦେଶୃବିଦେଶରେ ରହୁଥିବା ଭାରତୀୟ ମଧ୍ୟ ତାଙ୍କ ପରଲୋକ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି।…

କେତେ ସମ୍ପତ୍ତି ଛାଡ଼ିଗଲେ ରତନ ଟାଟା ? ଏବେ କିଏ ହେବ ଉତ୍ତରାଧିକାରୀ, କାହା ନାମରେ ହେବ ଟାଟା କମ୍ପାନୀ ?

ନୂଆଦିଲ୍ଲୀ : ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ୯ ଅକ୍ଟୋବର ରାତିରେ ପରଲୋକ ହୋଇଛି । ରତନ ଟାଟା ମୁମ୍ବାଇର କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ରତନ ଟାଟା ଅପାର…

ସ୍ତବ୍ଧ କରିଦେଲା ଭଳି ଖବର: ପରଲୋକରେ ରତନ ଟାଟା, ୮୬ ବର୍ଷ ବୟସରେ ହେଲା ଦେହାନ୍ତ

ମୁମ୍ବାଇ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସୋମବାର ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା…

ସଲମାନ୍ ଖାନ୍‌ଙ୍କ ପାଇଁ ସମସ୍ୟା ପାଲଟିଲା ବିଗ୍ ବସ୍‌ର ‘ଗଧ’

ମୁମ୍ୱାଇ: ପିପୁଲ୍ ଫର୍ ଦ ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ଇଣ୍ଡିଆ ବୁଧବାର ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଏକ ଚିଠି ଲେଖିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସଲମାନ୍ ଖାନ୍ ଙ୍କୁ 'ବିଗ୍ ବସ୍…