Browsing Category

ଖବର

ନଳ ପାଣି ପିଇବା ହୋଇପାରେ କ୍ଷତିକାରକ… ଏଭଳି ରିପୋର୍ଟ ଦର୍ଶାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କୁହାଯାଏ ‘ଜଳ ହିଁ ଜୀବନ’ । କିନ୍ତୁ ଦେଶରେ ଟ୍ୟାପ୍ ର ଅବସ୍ଥା ଏପରି ନୁହେଁ ଯେ ଆମେ ଏହି ସତ୍ୟକୁ ଗ୍ରହଣ କରିପାରିବା । ବାସ୍ତବରେ ଭାରତ ସମେତ ସମଗ୍ର ବିଶ୍ୱରେ ଏହି ସମୟରେ ଜଳ ଅତ୍ୟଧିକ ପ୍ରଦୂଷିତ ହୋଇଛି । ପୂର୍ବରୁ…

ଭାରତ ଇତିହାସରେ ଥରେ ମାତ୍ର ହୋଇଛି ‘Black Budget’… ଜାଣନ୍ତୁ କାହିଁକି ହୋଇଥିଲା ଏପରି ସ୍ଥିତି

ନୂଆଦିଲ୍ଲୀ: ୧୯୭୩-୭୪ର ବଜେଟ ଭାରତ ଇତିହାସର ଏକ ସ୍ୱତନ୍ତ୍ର ଏବଂ ନିରାଶଜନକ ବଜେଟ ବୋଲି ଗଣାଯାଏ । ଭାରତ ସରକାର ଉପସ୍ଥାପନ କରିଥିବା ଏହି ବଜେଟକୁ ଭାରତ ଇତିହାସର 'ବ୍ଲାକ ବଜେଟ' ବୋଲି ମଧ୍ୟ କୁହାଯାଏ । ଏଥିପାଇଁ ଅନେକ…

No Tension… ପ୍ରଥମ ଟେଷ୍ଟରେ ଭାରତ ଜିତିବା ସୁନିଶ୍ଚିତ: ଇଂଲଣ୍ଡକୁ ମାତ୍ ଦେବ ରୋହିତ ସେନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ଆରମ୍ଭ ପରେ ମଧ୍ୟ ଏବେ ସଂକଟରେ ପଡ଼ଇଛି ଟିମ ଇଣ୍ଡିଆ । ଓଲି ପୋପଙ୍କ ଶତକୀୟ ପାଳି ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । ପ୍ରଥମ ମ୍ୟାଚର ତୃତୀୟ ଦିନରେ ଇଂଲଣ୍ଡ…

ଜଳାଶୟ ଭିତରେ ଲୁଚି ରହିଛି ଭୟାନକ ‘ରାକ୍ଷସ’! ପୁରାଣରୁ ମିଳିଛି ଜୀବର ସନ୍ଧାନ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଚର୍ଚ୍ଚିତ ପୌରାଣିକ ରାକ୍ଷସକୁ ନେଇ ଏବେ ଖୁବ ଆଲୋଚନା ହେବାରେ ଲାଗିଛି । ଆଜି ବି ଅନେକ ଲୋକ ଏହାକୁ ଦେଖିବାକୁ ପାଉଥିବା ଦାବି କରୁଛନ୍ତି । ଜଳପରୀ ଭଳି ଦେଖାଯାଉଥିବା ଏହି ଜୀବ ସତରେ…

(Video) ଜୟ ଶ୍ରୀରାମ ଉଚ୍ଚାରଣ କରି ବିଦେଶୀ ଶିକ୍ଷକଙ୍କ ପାଦ ଛୁଇଁଲେ ଭାରତୀୟ ଛାତ୍ର, ଡିଗ୍ରୀ ହାସଲ କରି ଉଜ୍ୱଳ କଲେ ଦେଶର ନାମ

ନୂଆଦିଲ୍ଲୀ: ଆପଣ କେଉଁଠାରେ ରୁହନ୍ତୁ ନା କାହିଁକି, ଆପଣ ନିଜ ସଂସ୍କୃତିକୁ କେବେବି ଭୁଲିଯିବା ଉଚିତ୍ ନୁହେଁ। ଆପଣ ଚାକିରି ପାଇଁ ବିଦେଶରେ ପଢୁଛନ୍ତି କିମ୍ବା ରହୁଛନ୍ତି, ସର୍ବପ୍ରଥମେ ଆପଣଙ୍କର ମୂଲ୍ୟ ଦୃଶ୍ୟମାନ ହେବା…

(Video) ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରୁ ଉଡି ଆସିଲେ ଜଟାୟୁ! ଓଡ଼ିଶାରେ ଦେଖାଗଲା ବଂଶଜ

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ରାମଭକ୍ତିରେ ମଜିଯାଇଛି । ତେବେ ଅଯୋଧ୍ୟା ନଗରୀରେ ରାମଲାଲାଙ୍କ ଦିବ୍ୟ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଥିବା ବେଳେ ଓଡିଶାରେ ଗୋଟିଏ…

ହକି ଜଗତରୁ ଅବସର ନେଲେ ଦୀପଗ୍ରେସ: ବିଦାୟ ଘୋଷଣା କଲେ ଓଡ଼ିଆ ଷ୍ଟାର

ଭୁବନେଶ୍ୱର: ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଓଡ଼ିଶାର ସୁପରଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା । ୨୦୧୧ ମସିହାରେ ଡେବ୍ୟୁ କରିଥିବା ଦୀପଗ୍ରେସ ଆଜି ଆନ୍ତର୍ଜାତୀୟ ହକିରୁ ବିଦାୟ ନେଇଛନ୍ତି । ଓଡ଼ିଶାରୁ ବାହାରି…

୨୬ ଛକା, ୩୪ଟି ଚୌକା… Triple Century ସହ ବିଶ୍ୱ ରେକର୍ଡରେ ଏଣ୍ଟ୍ରି କଲେ ତନ୍ମୟ ଅଗ୍ରୱାଲ

ନୂଆଦିଲ୍ଲୀ: କ୍ରିକେଟରେ ପ୍ରତିଦିନ କିଛି ନା କିଛି ରେକର୍ଡ ସୃଷ୍ଟି ହୋଇଥାଏ ଏବଂ ଅନେକ ରେକର୍ଡ ଭାଙ୍ଗିଥାଏ । ଏଭଳି ଅନେକ ରେକର୍ଡ ରହିଛି, ଯାହା ଦୀର୍ଘ ଦିନରୁ କୌଣସି ଖେଳାଳି ଭାଙ୍ଗିବାରେ ସଫଳ ହୋଇ ପାରି ନାହାନ୍ତି ।…

ଅକ୍ଷର ପଟେଲଙ୍କ ଏହି ଭୁଲ ପାଇଁ ଭୋଗୁଛି ଟିମ ଇଣ୍ଡିଆ: ହାରିପାରେ ପ୍ରଥମ ଟେଷ୍ଟ!

ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ କମବ୍ୟାକ କରିଛି ଇଂଲଣ୍ଡ । ଓଲି ପୋପଙ୍କ ବିସ୍ଫୋରକ ଶତକ ସହ ମ୍ୟାଚର ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଭାରତ ଉପରେ ଭାରୀ ପଡ଼ିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା…

ବର୍ଷକୁ ୩୬୫ ଦିନ ମାଗଣାରେ ଦେଖନ୍ତୁ Disney + Hotstar : Unlimietd call ସହ ଇଣ୍ଟରନେଟରେ ୨୮ ଦିନର ପ୍ଲାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ସମସ୍ତେ ଦିନକୁ ଦିନ ଡିଜିଟାଲ ହେବାରେ ଲାଗିଲେଣି । ଟେଲିଭିଜନ ଆଗରେ ବସି ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ଅପେକ୍ଷା ମୋବାଇଲରେ ଡିଜିଟାଲ ମିଡିଆ ଉପରେ ଅଧିକ ବିଶ୍ୱାସ କରୁଛନ୍ତି…