Browsing Category
ଖବର
(Video) ବାଗେଶ୍ୱର ବାବାଙ୍କୁ ମିଳିଲାନି ନିମନ୍ତ୍ରଣ; ‘ତଥାପି ମୁଁ ଯିବି ରାମ ଲଲାଙ୍କୁ ଦେଖିବାକୁ…’
ଓଡ଼ିଶା ଭାସ୍କର: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବାଗେଶ୍ୱର ବାବାଙ୍କର ମନ ଦୁଃଖ । ମିଳିଲାନି ନିମନ୍ତ୍ରଣ ତଥାପି କହିଲେ ମୁଁ ଯିବି ରାମ ଲଲାଙ୍କୁ ଦେଖିବାକୁ । ମୋତେ କେହି ଅଟକାଇ ପାରିବେ ନାହିଁ । ମୋ ରାମଙ୍କୁ…
‘National Icon’ ପଦ ଛାଡ଼ିଦେଲେ ସୁପରଷ୍ଟାର ପଙ୍କଜ: ଏହି କାରଣ ଦର୍ଶାଇଲେ ନିର୍ବାଚନ ଆୟୋଗ
ମୁମ୍ବାଇ: ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନେଇ ଏକ ବଡ଼ ଖବର ଏବେ ଜାଣିବାକୁ ମିଳିଛି । ନିଜ ଇଚ୍ଛା ଅନୁସାରେ ବଡ଼ ଦାୟିତ୍ୱକୁ ହାତଛଡ଼ା କରିଛନ୍ତି ସୁପରଷ୍ଟାର ପଙ୍କଜ । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବା…
Ind vs Afg T-20 ସିରିଜରୁ ବାଦ୍ ପଡ଼ିଲେ ଦଳର ଷ୍ଟାର ପ୍ଲେୟର: ଅଧିନାୟକଙ୍କ ଖୋଜୁଛନ୍ତି ବିକଳ୍ପ ଖେଳାଳି
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ । ଏହି ସିରିଜ ପାଇଁ ୧୪ ମାସ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । କିନ୍ତୁ ମ୍ୟାଚର କିଛି…
ରାମ ମନ୍ଦିର ଧ୍ୱଜାରେ ଏହି ଗଛ କାହିଁକି? ଜାଣନ୍ତୁ କ’ଣ ରହିଛି ଏହାର ଧାର୍ମିକ ମହତ୍ତ୍ୱ, କିପରି ମିଳିଲା ସ୍ଥାନ
ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଭବ୍ୟ ମନ୍ଦିରକୁ ନେଇ ଏବେ ସାରା ଦେଶ ରାମମୟ ହୋଇଯାଇଛି । ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ଦେଶରେ ପ୍ରତିଟି ସ୍ଥାନ । ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ଉତ୍ସବ…
(Video) ଶ୍ରୀମନ୍ଦିରରେ ଅଘଟଣ; ଭୋଗ ମଣ୍ଡପରୁ ପ୍ରସାଦ ନେବା ବେଳେ ଡ଼ାଲି କୋଢୁଆ ଫାଟି ସେବାୟତ ଗୁରୁତର
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ଶ୍ରୀମନ୍ଦିରେ ଘଟିଲା ଅଘଟଣ। ମହାପ୍ରଭୁଙ୍କର ଚାଲିଥିଲା ନୀତିକାନ୍ତି। ଭୋଗ ମଣ୍ଡପରୁ ଡାଳି ନେଇ ଯାଉଥିବା ବେଳେ ହଠାତ୍ ଫାଟିଲା ଡାଲି…
ଠକେଇର ନୂଆ ମାଧ୍ୟମ ପାଲଟିଛି ଟେଲିଗ୍ରାମ୍; ଅନ୍ଲାଇନ ଚାକିରିର ଲୋଭ ଦେଖାଇ ଠକିଦେଲେ ସାଢେ ୯ଲକ୍ଷ
ଓଡ଼ିଶା ଭାସ୍କର: ଠକେଇର ନୂଆ ମାଧ୍ୟମ ପାଲଟିଛି ଟେଲିଗ୍ରାମ । ଅନ୍ଲାଇନ ପାର୍ଟ୍ ଟାଇମ୍ ଚାକିରିର ପ୍ରଲୋଭନ ଦେଖାଇ ଲୋକଙ୍କୁ ଦିଆ ଯାଉଛି ଟାସ୍କ । ସାଢେ ୯ ଲକ୍ଷ ଟଙ୍କା ଠକେଇ ର ଶିକାର ହେଲେ ଯୁବ ବ୍ୟବସାୟୀ । ଅଭିଯୋଗ…
ଘରେ କେହି ନଥିବା ବେଳେ ତଣ୍ଟି କାଟିଦେଲେ Math Teacher: କାରଣ ଏବେ ବି ଅସ୍ପଷ୍ଟ
ଉମରକୋଟ: ଜଣେ ଶିକ୍ଷକ ହୋଇ ବି ନିଜକୁ ନିଜ ଆୟତ୍ତରେ ରଖି ପାରି ନାହାନ୍ତି ହାଇସ୍କୁଲର ଗଣିତ ସାର୍ । ନିଜ ତଣ୍ଟିକୁ ନିଜେ ହାତରେ କାଟି ଦେଇଛନ୍ତି ମ୍ୟାଥ୍ ଟିଚର୍ । ରାଇଘର ବ୍ଲକ କରୋପାରା ଗାଁ ହାଇସ୍କୁଲର ଗଣିତ ଶିକ୍ଷକ…
(Video) MS Dhoni ଆରମ୍ଭ କଲେ Mission ’24: IPL-2024 ପାଇଁ ଏବେଠୁ ଅଭ୍ୟାସ କରୁଛନ୍ତି ଧୋନୀ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ସିଜନ କ୍ୟାପଟେନ କୁଲ ମାହିଙ୍କ ଶେଷ ସିଜନ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଆଇପିଏଲ-୨୦୨କୁ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ତେବେ…
“ଆଉ ଟିକେ ନାଲି ଚଟଣୀ ଦିଅ!…” କହିବାରୁ ଗ୍ରାହକଙ୍କ ମୁହଁରେ ଛୁରୀ ଭୁଷିଲେ ଦୋକାନୀ
ନୂଆଦିଲ୍ଲୀ: "ଆଉ ଟିକେ ନାଲି ଚଟଣୀ ଦିଅ!...." ଏପରି କହିବା ଜଣେ ଗ୍ରାହକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୂର୍ବ ଦିଲ୍ଳୀରେ ଜଣେ ବ୍ୟକ୍ତି ମୋମୋବାଲାକୁ ନାଲି ଚଟଣୀ ମାଗିବାରୁ ମୋମୋବାଲା ଗ୍ରାହକଙ୍କ ମୁହଁରେ…
(Video) ଥାପୁଡା ସାଙ୍ଗକୁ ଗୋଇଠା-ବିଧା, ହୋଟେଲ ରୁମରେ ପସି କପଲଙ୍କୁ ଏପରି ମାଡ ମାରିଲେ ୬ ଜଣ ଆକ୍ରମଣକାରୀ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କପଲ ଏକ ଲଜରେ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । ଏହି ଦମ୍ପତିଙ୍କର ଏକମାତ୍ର ଦୋଷ ଥିଲା ଯେ ଦୁହେଁ ବିଭିନ୍ନ ଧର୍ମର…