Browsing Category
ଖବର
ଏଆଇ ଜରିଆରେ ମହିଳାଙ୍କ ଫଟୋକୁ କରାଯାଉଛି ନିଃବସ୍ତ୍ର, ସାମ୍ନାକୁ ଆସିଲାଣି ଭୟଙ୍କର ଚିତ୍ର
ନୂଆଦିଲ୍ଲୀ:ବିିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଆମେ ବହୁ ପ୍ରଗତି ହାସଲ କରିପାରିଛୁ । କିନ୍ତୁ ବହୁ ସମୟରେ ମନ୍ଦ ବୁଦ୍ଧି ସଂପନ୍ନ ବ୍ୟକ୍ତିମାନେ ଏହାକୁ ଭୁଲ୍ ଦିଗରେ ପ୍ରୟୋଗ କରି ସମାଜର କ୍ଷତି ସାଧନ କରିଛନ୍ତି ।…
ମର୍ଣ୍ଣିଂ କନସଲ୍ଟ ରେଟିଂ: ବିଶ୍ୱର ଲୋକପ୍ରିୟ ନେତାଙ୍କ ମଧ୍ୟରେ ପୁଣି ମୋଦୀ ନମ୍ବର ୱାନ୍, ଜାଣନ୍ତୁ ଦ୍ୱିତୀୟରେ ରହିଛି କିଏ …
ନୂଆଦିଲ୍ଲୀ: ପୁଣି ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥିରେ ସେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ବହୁ ବଡ଼ ବଡ଼ ରାଷ୍ଟ୍ରନେତାଙ୍କୁ ପଛରେ ପକାଇଛନ୍ତି।…
(Video)ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଗୁଳି ମାରିଲେ ପୋଲିସ ଅଧିକାରୀ
ଉତ୍ତର ପ୍ରଦେଶ: ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଭୁଲରେ ଗୁଳି ମାରିଛନ୍ତି ପୋଲିସ ଅଧିକାରୀ। ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଏକ ପୋଲିସ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାର…
(Video) ‘ଭିନ୍ନ ଏକ ମନ୍ଦିର, ଯହିଁ ବିରାଜିତ ସ୍ୱୟଂ ଶ୍ରୀଜଗନ୍ନାଥ…’ ଓଡ଼ିଶାର ଏହି ସ୍ଥାନରେ ରହିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର
ବାଲେଶ୍ୱର: ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତିକୁ ବଜାୟ ରଖିବା ନେକ ଅନୁଷ୍ଠାନ ଅନେକ ସଂଘ ପ୍ରଚେଷ୍ଟା ଜାରି ରଖିଛନ୍ତି । ଜଗନ୍ନାଥପ୍ରେମୀ ତଥା ଭକ୍ତମାନେ ଭିନ୍ନ ଭିନ୍ନ ସ୍ଥାନରେ ମନ୍ଦିର ଗଢିବା ସହ ଓଡ଼ିଆ ସଂସ୍କୃତି ଓ…
(Video) ସତ ହେବ ମାଳିକା ବଚନ! ୨୦୨୪ରେ ସମୁଦ୍ର ଗର୍ଭରେ ବୁଡିଯିବ ଓଡିଶା: ବାଇଶି ପାହାଚେ ଖେଳିବ ମୀନ
ଓଡ଼ିଶା ଭାସ୍କର: ୨୨ ପାହାଚେ ଖେଳିବ ମୀନ, ରତ୍ନ ସିଂହାସନକୁ ସମୁଦ୍ର ଜଳରାଶି ଛୁଇଁବ । ପୃଥିବୀ ଧ୍ୱଂସ ହେବା ନେଇ ବାରମ୍ବାର ସଂକେତ ଦେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା । ସାରା ଜୀବଜଗତ ପ୍ରତି ଘୋଟି ଆସୁଛି ବଡ଼…
‘ଅଦ୍ଭୁତ ଚେହେରା, ଅବିଶ୍ୱସନୀୟ ରଙ୍ଗ…’: କେଉଁଠୁ ଆସିଲା ଏହି ଧଳା କୁମ୍ଭୀର?
ନୂଆଦିଲ୍ଲୀ: କୁମ୍ଭୀର ନାଁ ଶୁଣିଲେ ଯେତିକି ଭୟ ଲାଗେ, ଏହାକୁ ଦେକିବକା ପାଇଁ ସେତିକି ମଜା ବି ଲାଗେ । ତେବେ ଯଦି କେବେ କୁମ୍ଭୀର କଥା କୁହାଯାଏ, ଏହାର ରଙ୍ଗ କଳା କିମ୍ବା ବାଦାମୀ ରଙ୍ଗ ହିଁ ମନକୁ ଆସେ । ଏହାସହିତ ରୂପ…
୫ଟି ବ୍ୟାଙ୍କ ଉପରେ ବାଜିଲା Reserve Bankର ଚାବୁକ ମାଡ଼: ଏହି ବ୍ୟାଙ୍କରେ ଲାଗିଲା ତାଲା
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ଅନ୍ୟ ବ୍ୟାଙ୍କଗୁଡ଼ିକ ଉପରେ ନେଉଛି କଡ଼ା କାର୍ଯ୍ୟାନୁଷ୍ଠାନ । ନିୟମର ଉଲ୍ଲଙ୍ଘନ କରିବା ବିଭିନ୍ନ ବ୍ୟାଙ୍କ ପାଇଁ ପଡ଼ିଛି ମହଙ୍ଗା । ଅନେକ ବ୍ୟାଙ୍କ ଉପରେ ଜରିମାନା ଲଗାଇବା ସହ…
RCB ଛାଡ଼ି ପଞ୍ଜାବ କିଙ୍ଗସକୁ ଫେରିଲେ କୋହଲିଙ୍କ ସାଥୀ: IPL-2024ରେ ମିଳିଲା ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ସପ୍ତାହରେ ନୂଆ ସିଜନ ପାଇଁ ମିନି ନିଲାମୀ ମଧ୍ୟ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ଆଇପିଏଲ ଦଳ ମାନଙ୍କ ମଧ୍ୟରେ ଟ୍ରେଡିଂ…
(Video) ‘ସାରା ଦୁନିଆର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଭାରତର ସଂସ୍କୃତି’, ପ୍ରଧାନମନ୍ତ୍ରୀ କହିଲେ ଆମେ ଆମ ଐତିହ୍ୟ ପାଇଁ ଗର୍ବିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲାରେ ଆୟୋଜିତ ହେବାକୁ ଥିବା ପ୍ରଥମ ଭାରତୀୟ କଳା, ବସ୍ତୁକଳା ଏବଂ ଡିଜାଇନ ଦ୍ୱିବାର୍ଷିକ ୨୦୨୩ର ଉଦଘାଟନ କରିଛନ୍ତି । ଏହାରି ମଧ୍ୟରେ ସେ ଏକ ସ୍ମାରକ ଡାକ ଟିକେଟ…
ମାତ୍ର ଏତିକି ବର୍ଷ ଭିତରେ ଭାରତ ଗଢିବ ନିଜର Space Station! ଅନ୍ୟ ଦେଶର ଗର୍ବ ଚୁରମାର
ନୂଆଦିଲ୍ଲୀ: ଅନ୍ତରୀକ୍ଷ ଜଗତରେ ଆମେରିକା ଏବଂ ଋଷକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛି ଭାରତ । ଭାରତର ସ୍ପେ ଏଜେନ୍ସି ଇସ୍ରୋ ବର୍ତ୍ତମାନ ଅନେକ ସଫଳତା ହାସଲ କରିସାରିଛି । ଗତ ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩…