CHARIDHAM
Browsing Category

ଖବର

ଇଏ ହେଉଛି ପୃଥିବୀର ସବୁଠାରୁ ଲମ୍ୱା ଏବଂ ବିଷଧର ସାପ, ଯାହାକୁ ଦେଖିଲେ ଆପଣଙ୍କର ବି ଉଡ଼ିଯିବ ହୋସ୍

ଓଡ଼ିଶାଭାସ୍କର: ଏବେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।  ଯେଉଁଥିରେ ଏକ ବିଶାଳ ମାଲେସିଆନ୍ କିଙ୍ଗ କୋବ୍ରା ଦେଖିବାକୁ ମିଳୁଛି। ଏହି ସାପକୁ ପୃଥିବୀର ସବୁଠାରୁ ଲମ୍ବା ଏବଂ ବିଷାକ୍ତ ସାପ ବୋଲି…

ବକ୍ସ ଅଫିସରେ ଇତିହାସ ରଚିଲା ରଜନୀକାନ୍ତଙ୍କ ବ୍ଲକବଷ୍ଟର ଫିଲ୍ମ ‘କୁଲି’, ଭାଙ୍ଗିଲା ଏହିସବୁ ଫିଲ୍ମର ରେକର୍ଡ

ମୁମ୍ୱାଇ: ଏବେ ବକ୍ସ ଅଫିସରେ ଧମାଲ ମଚାଉଛି ଫିଲ୍ମ 'କୁଲି'। ଯାହାର ମୁଖ୍ୟ ଆକର୍ଷଣ ସାଜିଛନ୍ତି ସୁପରଷ୍ଟାର ରଜନୀକାନ୍ତ। ହଁ ରଜନୀକାନ୍ତ ହୁଏତ ୭୪ ବର୍ଷ ବୟସରେ ପାଦ ଦେଇଛନ୍ତି, କିନ୍ତୁ ସେ ପୁଣି ଥରେ ଆମକୁ ମନେ ପକାଇ…

ଜମ୍ମୁ- କାଶ୍ମୀରରେ ସହିଦ ହେଲେ ଓଡ଼ିଆ ଯବାନ, ବର୍ଷା ନେଲା ଜୀବନ…

ଓଡ଼ିଶା ଭାସ୍କର: ଜମ୍ମୁ-କାଶ୍ମୀରରୁ ଓଡ଼ିଶା ପାଇଁ ଆସିଛି ଦୁଃଖଦ ଖବର । ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବାର ଜଣା ପଡିଛି । ବାଦଲଫଟା ବର୍ଷା ଯୋଗୁଁ କୁସ୍ତୱାଡଠାରେ ତାଙ୍କର ମୃତ୍ୟୁ ହୋଇଛି । ସହିଦ ଓଡ଼ିଆ ଯବାନଙ୍କ…

ଏସିଆକପରୁ ବାଦ୍ ପଡିଲେ ଗିଲ ଓ ସିରାଜ! କାହିଁକି କହିଲେ ମହମ୍ମଦ କୈଫ…

ଓଡ଼ିଶା ଭାସ୍କର: ଏସିଆ କପ୍ 2025 ସେପ୍ଟେମ୍ବର 9 ରୁ ଆରମ୍ଭ ହେବାକୁ ଯାଉଛି। ଏସିଆ କପ୍ ପାଇଁ ଭାରତୀୟ ଦଳ 19 ଅଗଷ୍ଟରେ ଘୋଷଣା ହେବାକୁ ଯାଉଛି। ପୂର୍ବରୁ ମହମ୍ମଦ କୈଫ୍ ଏସିଆ କପ୍ ପାଇଁ ତାଙ୍କର 15 ଜଣିଆ ଦଳ ଚୟନ…

JSW ଷ୍ଟିଲ୍, ଓଡିଶା ଗର୍ବ ଏବଂ ଏକତାର ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛି

ବଡ଼ବିଲ୍: ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ବଳିଦାନରକୁ ସମ୍ମାନ ଦେଇ JSW ଷ୍ଟିଲର ଓଡ଼ିଶା ଖଣି ବିଭାଗ ରାଜ୍ୟର ସମସ୍ତ ସ୍ଥାନରେ ଗର୍ବର ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛି। କମ୍ପାନୀର ନେତୃବୃନ୍ଦ…

ରେକର୍ଡ ରେକର୍ଡ ରେକର୍ଡ, ଏ ଖେଳାଳିଙ୍କ ନାମରେ ରହିଛି 199 ଶତକ, 60000+ ରନ୍, ଜାଣିଛନ୍ତି ଏ ଷ୍ଟାର ଖେଳାଳିଙ୍କ ବାବଦରେ…

ଓଡ଼ିଶା ଭାସ୍କର: ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରେ ଶତକର କଥା ଆସେ, ଭାରତର ମହାନ ବ୍ୟାଟ ସଚିନ ତେନ୍ଦୁଲକରଙ୍କ ନାମ ପ୍ରଥମେ ଆସିଥାଏ। କିନ୍ତୁ, ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ସର୍ବାଧିକ ଶତକ ମାରିବାର ରେକର୍ଡ…

ଶତ୍ରୁ ଦେଶ ପାକିସ୍ତାନରେ ବି ଧୁମଧାମରେ ପାଳନ ହେଉଛି କୃଷ୍ଣ ଜନ୍ମାଷ୍ଟମୀ

ନୂଆଦିଲ୍ଲୀ: ଦୁଇ ଦିନ ଧରି ପାଳନ କରାଯାଉଛି ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ। ଏଥିପାଇଁ ପ୍ରତ୍ୟେକ କୃଷ୍ଣ ମନ୍ଦିରରେ ଲାଗୁଛି ଭକ୍ତଙ୍କ ଭିଡ଼। ଆପଣ ଭାବୁଥିବେ କେବଳ ଭାରତରେ, ନାଁ ଆମ ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ବେଶ…

ପରଲୋକରେ 60 ଶତକ କରିଥିବା ମହାନ କ୍ରିକେଟର, ହଠାତ୍ କ୍ରିକେଟ ଜଗତରେ କାହିଁକି ଆସିଲା ଶୋକର  ଏ ଛାୟା…

ଓଡ଼ିଶା ଭାସ୍କର: ଅଷ୍ଟ୍ରେଲିଆ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ବବ୍ ସିମ୍ପସନ୍ ଶନିବାର ଦିନ ମୃତ୍ୟୁବରଣ କରିଛନ୍ତି। ସେ 89 ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ଆଜି…

କ୍ଷୀର ଲିଟର ୧୮.୫ ଲକ୍ଷ ଟଙ୍କା, ଜେଜେମା’ଙ୍କ ସହ ହୋଇଗଲା ବଡ଼ ସ୍କାମ୍

ମୁମ୍ୱାଇ: କ୍ଷୀର ଲିଟର ପିଛା କେତେ ଟଙ୍କା? ହେଇ ହେଇ ୩୦ କି ୪୦ ଟଙ୍କା ହୋଇଥିବ। ହେଲେ ଏଠି ଜଣେ ଜେଜେମା' ଗୋଟିଏ ଲିଟର କ୍ଷୀର ବଦଳରେ ୧୮ ଲକ୍ଷରୁ ଅଧିକ ଟଙ୍କା ଦେଇଛନ୍ତି। ଏହି କଥାଟି ଶୁଣିବା ପରେ ଆପଣଙ୍କ ମନରେ…

20  ଯାଏଁ ବିଜୁଳି ଘଡ଼ଘଡ଼ି ସହ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ହାଇ ଆଲର୍ଟ ଜାରି….

ଓଡ଼ିଶା ଭାସ୍କର: ବର୍ଷା ସହ ୩୦-୪୦ କିମି ବେଗରେ ଝଟକା ପବନ ଓ ପ୍ରବଳ ବଜ୍ରପାତ ପାଇଁ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା,…