Browsing Category
ଖବର
ସଂସଦ ଅଧିବେଶନ ୨୦୨୪: ରାଜନାଥ ସିଂଙ୍କ ଅଫିସରେ ହେବ ବୈଠକ, ବାଚସ୍ପତିଙ୍କ ନିର୍ବାଚନରେ ସହମତି ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କୁ ମାଗିବେ ସହମତି
ଓଡିଶା ଭାସ୍କର: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିପାରେ । କଂଗ୍ରେସ ସହ ଅନ୍ୟ ବିପକ୍ଷୀ ନିଟ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପାରନ୍ତି ।…
ଅଷ୍ଟ୍ରେଲିଆକୁ ଝଟକା: ସେମି ଫାଇନାଲରେ ପ୍ରବେଶ କଲା ଆଫଗାନିସ୍ତାନ: ବାଂଲାଦେଶ ୮ ରନରେ ପରାସ୍ତ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ଲାଗିଛି ଏକ ଶକ୍ତ ଝଟକା । ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶର ପରାଜୟ ଏବଂ ଆଫଗାନିସ୍ତାନର ବିଜୟ ଅଷ୍ଟ୍ରେଲିଆର…
କୋଟାରେ କଂଗ୍ରେସର ବିକ୍ଷୋଭ, ପିସିସି ମୁଖ୍ୟ ଗୋବିନ୍ଦ ଡୋଟାସରା, ଟିକାରାମ ଜୁଲି ଭଳି ବିଧାୟକଙ୍କ ନାମରେ ମାମଲା
ରାଜସ୍ଥାନ: ରାଜସ୍ଥାନସ୍ଥିତ କୋଟାରେ ହୋଇଥିବା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ମାମଲାରେ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ନେତା ପ୍ରତିପକ୍ଷ ଟିକାରାମ ଜୁଲିଙ୍କ…
Euro Cup-2024: ବାଜି ମାରିଲେ ସ୍ପେନ-ଇଟାଲୀ, ତୃତୀୟ ସ୍ଥାନରେ ରହିଗଲା କ୍ରୋଏସିଆ
ନୂଆଦିଲ୍ଲୀ: ସ୍କଟଲାଣ୍ଡ ଏବଂ ଜର୍ମାନୀ ବିପକ୍ଷ ମ୍ୟାଚରୁ ଆରମ୍ଭ ହୋଇଥିଲା ୟୁରୋ- ୨୦୨୪ । ସ୍ପେନ୍, ଇଟାଲୀ, କ୍ରୋଏସିଆ ଏବଂ ଆଲବାନିଆ ମଧ୍ୟ ଗ୍ରୁପ ବି’ରେ ସ୍ଥାନ ପାଇଥିଲେ । ଡିଫେଣ୍ଡିଂ ଚମ୍ପିଆନ୍ ଇଟାଲୀ ସହିତ ୟୁରୋ…
ସମ୍ବଲପୁରରେ ବ୍ୟାପୁଛି ଜଣ୍ଡିସ, ସ୍ଥିତି ପରଖୁଛନ୍ତି ବିଶେଷଜ୍ଞ ଦଳ
ଓଡିଶା ଭାସ୍କର: ସମ୍ବଲପୁରରେ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି ଜଣ୍ଡିସ । ଯାହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଦରକାର ପଡିଲେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ କୁମାର ମହାଲିଙ୍କ ସମ୍ବଲପୁର…
ବ୍ୟାଙ୍କ ଗ୍ରାହକଙ୍କ ପଇଁ ବଡ଼ ଖବର: ଆଜିଠୁ ଆସିବନି UPI Message, ଜାରି ରହିବ ଇ-ମେଲ ଆଲର୍ଟ
ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର । ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପାଇଁ ଏକ ସୁବିଧା ବନ୍ଦ କରିବାକୁ ଯାଉଛି । ଆଜିଠାରୁ HDFC ବ୍ୟାଙ୍କର UPI ମେସେଜ ସେବା ବନ୍ଦ ହେବ । ଏ…
ଅଷ୍ଟ୍ରେଲିଆ ଗଲା, ଏବେ ଇଂଲଣ୍ଡଠୁ ପ୍ରତିଶୋଧ ନେବ ଟିମ ଇଣ୍ଡିଆ: ସେମି ଫାଇନାଲରେ ହେବ କଡ଼ା ଟକ୍କର
ନୂଆଦିଲ୍ଲୀ: ଟି- ବିଶ୍ୱକପରେ ଅଷ୍ଟ୍ରେଲିଆଠାରୁ ଦିନିକିଆ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଭାରତକୁ ହରାଇ ସେଦିନ ଅଷ୍ଟ୍ରେଲିଆ ବିଶ୍ୱ ଚମ୍ପିଆନ୍ ହୋଇଥିଲା । ଏଥର ଟି- ବିଶ୍ୱକପ…
ଖୋର୍ଦ୍ଧା ରୋଡ୍ ଷ୍ଟୋସନରେ ନିର୍ମାଣ ହେବ ଫ୍ଲାଏଓଭର, ଖର୍ଚ୍ଚ ହେବ ୧୯୨ କୋଟି ଟଙ୍କା
ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଟ୍ରେନ ଚଳାଚଳ ଓ ଯାତାୟତକୁ ଦୃଷ୍ଟିରେ ରଖି ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ରେଳବାଇର ଏନର୍ଜି କରିଡର ଯୋଜନା ଅଧୀନରେ ଏହି…
Border-2ରେ ଭାରତୀୟ ସେନାର ‘ବିଜୟଗାଥା’… କେଉଁ ଯୁଦ୍ଧ କାହାଣୀ କହିବ Film? ପୁଣି ଶୁଭିବ ପାକିସ୍ତାନ…
ମୁମ୍ବାଇ: ଗଦର-୨ର ବିରାଟ ସଫଳତା ପରେ ବର୍ତ୍ତମାନ ସନ୍ନି ଦେଓଲଙ୍କ ବର୍ଡର-୨କୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ସିନେପ୍ରେମୀ । ରେ ଭାରତୀୟ ସେନାର ଲୋଞ୍ଜୱାଲା ଯୁଦ୍ଧ(୧୯୭୧)କୁ ଆଧାର କରି ନିର୍ମାଣ ହୋଇଥିଲା ବର୍ଡର…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମମତା; ପୁରୁଣା ମେଡିକାଲ ଆଡମିଶନ ବ୍ୟବସ୍ଥା ଲାଗୁ କରିବାକୁ କରିଲେ ଦାବି
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିଟ୍ ମାଧ୍ୟମରେ ମେଡିକାଲ କଲେଜଗୁଡ଼ିକରେ ନାମଲେଖା ପ୍ରକ୍ରିୟା ବନ୍ଦ କରିବା ସହ ଏହି କଲେଜଗୁଡ଼ିକରେ…