Browsing Category

ଖବର

ସିବିଆଇ ଆଉଥରେ ମନୀଷ ସିସୋଦିଆଙ୍କୁ ପଠାଇଲା ନୋଟିସ, ୨୬ ଫେବୃଆରୀ ଦିନ ହେବ ଜେରା

ନୂଆଦିଲ୍ଲୀ: ମଦ ମାମଲାକୁ ନେଇ ସିସିଆଇ ପୁଣିଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ ପଠାଇଛି । ୨୬ ଫେବୃଆରୀ ଦିନ ପଚରାଉଚରା କରାଯିବା ନେଇ ସିସୋଦିଆଙ୍କୁ ଡକାଇଛନ୍ତି । ଏହା ପୂର୍ବରୁ ତଦନ୍ତ କମିଟି ମନୀଷ…

(Video) ରାଶନରେ ପ୍ଲାଷ୍ଟିକ୍ ଚାଉଳ! ଏହାକୁ ଖାଇଲେ ମଣିଷ ବଞ୍ଚିବ ତ, ଏଥିପାଇଁ ଦାୟୀ କିଏ, ଦେଖନ୍ତୁ କିପରି ତରଳି ଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅଧିକାଂଶ ଖାଦ୍ୟ ସାମଗ୍ରୀରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥର ପ୍ରୟୋଗ କରାଯାଉଛି । କମ୍ ସମୟ ମଧ୍ୟରେ ମଣିଷ ଅଧିକ ଫାଇଦା ହାସଲ କରିବାରେ ସକ୍ଷମ ହୋଇଥିଲେ ହେଁ ଏହା ଆମର…

Take-Off ପରେ ଫ୍ଲାଇଟରେ ବମ୍ ଥିବା ନେଇ ମିଳିଲା ସୂଚନା: ଇମରଜେନ୍ସି ଲାଣ୍ଡିଂ କଲେ ପାଇଲଟ

ହାଇଦ୍ରାବାଦ: ହାଇଦ୍ରାବାଦରୁ ଚେନ୍ନାଇ ଯାଉଥିବା ଏକ ଫ୍ଲାଇଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଯାହା ଫଳରେ ଫ୍ଲାଇଟକୁ ଜରୁରୀକାଳୀନ ଅବତରଣ କରିବା ପାଇଁ ବାଧ୍ୟ ହୋଇଛନ୍ତି ପାଇଲଟ । ତେଣୁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି…

୧୦ ବର୍ଷ ପୂରୁଣା ଆଧାର କାର୍ଡକୁ ନେଇ ଆସିଲା ବଡ ଖବର, ଅପଡେଟ କରନ୍ତୁ ନଚେତ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ: ଆଧାରକାର୍ଡ ଆଜିକାଲି ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇପଡ଼ିଛି । ବର୍ତ୍ତମାନ ସବୁ କାର୍ଯ୍ୟରେ ଆଧାରକାର୍ଡ ପ୍ରଥମେ ଆବଶ୍ୟକ ହେଉଛି । ତେଣୁ ଯେଉଁମାନଙ୍କ ପାଖେ ଆଧାରକାର୍ଡ ନାହିଁ ସେମାନେ ସରକାରଙ୍କର କୌଣସି…

(Video) Contact Lense କରିଦେବ ଆପଣଙ୍କୁ ଅନ୍ଧ! ନିଦରୁ ଉଠୁଉଠୁ ଯୁବକଙ୍କୁ କିଛି ଦେଖାଗଲାନି, ଗୋଟିଏ ଭୁଲ୍ ଆପଣଙ୍କ ଜୀବନକୁ କରିଦେବ ଅନ୍ଧକାର

ନୂଆଦିଲ୍ଲୀ: ଦିନକୁ ଦିନ ଯୁବପୀଢ଼ିଙ୍କ ଲାଇଫଷ୍ଟାଇଲ ବଦଳିବାରେ ଲାଗିଛି । ଅଧିକାଂଶ ଲୋକ ଏବେ ନିଜର ସ୍ମାର୍ଟଫୋନରେ ହାଇ କ୍ୱାଲିଟି ଫଟୋ ଉତ୍ତୋଳନ କରିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ସେମାନେ ଚଷମା ବଦଳରେ…

Viral ହେଲା ଦିଲ୍ଲୀର LNJP ହସ୍ପିଟାଲର ଏକ ନିନ୍ଦନୀୟ Video: ଜୀବନ୍ତ ଶିଶୁକୁ ଡବାରେ ପ୍ୟାକ କରି ପଠାଇଦେଲେ!

ନୂଆଦିଲ୍ଲୀ: ଆମ ସମାଜରେ ଡାକ୍ତରଙ୍କୁ ଭଗବାନର ଆଖ୍ୟା ଦିଆଯାଇଥାଏ । ମାତ୍ର ଯେତେବେଳେ ସେଇ ଭଗବାନ ନିଜର କର୍ତ୍ତବ୍ୟ ଠିକରେ ସମ୍ପାଦନ କରିବାରେ ଅସଫଳ ହୁଅନ୍ତି, ସେତେବେଳେ ସାଧାରଣ ଜନତାଙ୍କ ଭରସା ଉଠିଯାଇଥାଏ । ତେବେ…

ଘରେ ପଶି ମାଡ କଲେ ଏସିଡ୍: ୪ଗୁରୁତର

ବାଲେଶ୍ୱର: ରାଜ୍ୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଘରେ ପଶି ଜଣେ ଯୁବକ ୪ଜଣଙ୍କୁ ଏସିଡ୍ ମାଡ କରିଛନ୍ତି । ଏଥିରେ ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ରହିଛନ୍ତି । ଦୁଇ ଭଉଣୀ ଏବଂ ସେମାନଙ୍କ ଦୁଇ ଶିଶୁଙ୍କ ଉପରେ…

ନିକ୍କି ହତ୍ୟାକାଣ୍ଡର ଖୋଲିଲା ବଡ ରହସ୍ୟ, ସାହିଲ ବାପାଙ୍କର ମଧ୍ୟ ରହିଛି କ୍ରିମିନାଲ ରେକର୍ଡ

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକାଣ୍ଡର ତଦନ୍ତ ପରେ ଦିନକୁ ଦିନ ନୂଆ ରହସ୍ୟର ପର୍ଦ୍ଧାଫାର୍ସ ଘଟୁଛି । ତେବେ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସାହିଲଙ୍କ ବାପାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ…

(VIDEO)ଭିଡ଼ିଓ ଦେଖିବା ପୂର୍ବରୁ ସାବଧାନ! ଥରେ ଦେଖିଲେ ଆଉ କଦାପି ଗୁପୁଚୁପ ଖାଇବାକୁ ଇଚ୍ଛା କରିବେ ନାହିଁ

ନୂଆଦିଲ୍ଲୀ:ପ୍ରାୟତଃ ସୋସିଆଲ ମିଡିଆରେ ଖାଇବା ପିଇବାର ଭିଡିଓ ନଜର ଆସେ । ଯେତେବେଳେ ଆମେ ଖାଦ୍ୟ ସମ୍ବନ୍ଧୀୟ ଭିଡିଓ ଦେଖୁ, ଆମ ପାଟିରୁ ଲାଳ ବୋହିବା ଆରମ୍ଭ ହୁଏ । ତଥାପି, ଏପରି କିଛି ଭିଡିଓ ଅଛି ଯାହା ସେମାନଙ୍କୁ…

ଜିମରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ହାର୍ଟ ହାଟାକ୍ ଆସିବାର କାହିଁକି ରହିଥାଏ ଅଧିକ ବିପଦ ? ଜାଣନ୍ତୁ କାରଣ

ନିକଟରେ ଅନେକ କଳାକାର ହାର୍ଟ ଆଟାକ୍ ଆସିବା କାରଣରୁ ମୃତ୍ୟୁବରଣ କରିଛନ୍ତି । ସେମାନେ ଫିଟ୍ ଥିଲେ ବି ତାଙ୍କୁ ହାର୍ଟ ଆଟାକ୍ ଆସିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ୪୦ ବର୍ଷ ବୟସ ଅତିକ୍ରମ କରିଥିବା…