Browsing Category
ଖବର
ବିଶ୍ୱରେ ପ୍ରଥମ ଥର କୋର୍ଟରେ କେସ ଲଢି ମଣିଷକୁ ନ୍ୟାୟ ଦେବ ରୋବଟ
ନୂଆଦିଲ୍ଲୀ: ଅଧିକାଂଶ ବ୍ୟକ୍ତିଙ୍କୁ କୋର୍ଟରେ ପ୍ରତିନିଧିତ୍ୱ କରିବା ପାଇଁ ଓକିଲକୁ ଯୋଗାଡ଼ କରି ତାର ଫିସ ଦେବା ସବୁବେଳେ ମହଙ୍ଗା ପଡ଼ିଥାଏ । କିନ୍ତୁ ଯଦି ଏଆଇ-ପାୱାର ରୋବଟ୍ ଓକିଲ ରହିବେ ଯିଏ ସମସ୍ତଙ୍କ ପାଇଁ…
Video: ଦିଲ୍ଲୀ ମାମଲର ପୁନରାବୃତ୍ତି: ଛାତ୍ରଙ୍କୁ ୧ କିଲୋମୋଟର ଯାଏଁ କାର୍ ଘୋଷାଡ଼ି ନେଲା, ଗାଡ଼ି ଚାଳକକୁ ନିର୍ଦ୍ଧୁମ ପିଟିଲେ ଲୋକେ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇରେ ଦିଲ୍ଲୀ ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ସାଇକେଲ୍ରେ ଟ୍ୟୁସନ୍ରୁ ଫେରୁଥିବା ସମୟରେ ଏକ କାର୍ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଛାତ୍ର ଜଣଙ୍କର ଗୋଡ଼ କାର୍ରେ ଫସି…
Video: ଖାଲି ମେଟ୍ରୋ ଦେଖି ଯୁବତୀଙ୍କ ଉଡ଼ିଲା ହୋସ; ଡବା ଭିତରେ ଝୁଲି ଝୁଲି ନେଲେ ଆନନ୍ଦ
ପ୍ରାୟତଃ ଲୋକମାନେ ବୁଝନ୍ତି ନାହିଁ ଯେ ସେମାନେ କିପରି ସର୍ବସାଧାରଣ ସ୍ଥାନରେ ରହିବେ କିମ୍ବା ଆଚରଣ କରିବେ । ସେମାନେ ପ୍ରତ୍ୟେକ ସ୍ଥାନକୁ ନିଜ ଘର ଭାବରେ ବୁଝି ନିଅନ୍ତି । ଏହା କରିବା ଦ୍ୱାରା, ସେମାନେ କେବଳ…
ଚେତନ ଶର୍ମା ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ, ଓଡ଼ିଶାର ଶିବସୁନ୍ଦର ଦାସ୍ଙ୍କୁ ସୁଯୋଗ
ମୁମ୍ବାଇ: ପୁଣି ଥରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି ଚେତନ ଶର୍ମା । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଅଲ ଇଣ୍ଡିଆ ସିନିୟର ପୁରୁଷ ଚୟନ କମିଟି…
ଡ୍ରଗ୍ ମାଫିଆ ପୁଅକୁ ଗିରଫ ପରେ ମେକ୍ସିକୋରେ ସୃଷ୍ଟି ହେଲା ରକ୍ତପାତ, ୧୦ ସୈନିକଙ୍କ ସମେତ ୨୯ ମୃତ
ନୁଆଦିଲ୍ଲୀ: ମେକ୍ସିକୋରେ ଡ୍ରଗ୍ ମାଫିଆ ପୁଅକୁ ପୋଲିସ ଗିରଫ କରିବା ପରେ ସହରରେ ସୃଷ୍ଟି ହୋଇଛି ଦଙ୍ଗା ପରି ସ୍ଥିତି । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜେଲରେ ଥିବା ମେକ୍ସିକୋର ଡ୍ରଗ୍ ମାଫିଆ ଜୋକୁନ୍…
ଡିଜିଟାଲ୍ ସେବା କ୍ଷେତ୍ରରେ ରାଜ୍ୟ ଅବକାରୀ ବିଭାଗକୁ ଡିଜିଟାଲ ଇଣ୍ଡିଆ ଗୋଲ୍ଡ ସମ୍ମାନ
ଡିଜିଟାଲ୍ ସେବା କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ଲାଗି ରାଜ୍ୟ ଅବକାରୀ ବିଭାଗକୁ “ଡିଜିଟାଲ୍ ଇଣ୍ଡିଆ ଗୋଲ୍ଡ’ ସମ୍ମାନ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶନିବାର ଆୟୋଜିତ ଏକ…
ମାନସିକ ରୋଗ ଶିକାର ରୋଗୀଙ୍କ ପାଇଁ ଆରମ୍ଭ ହେଲା ଟେଲି ମେଡ଼ିସିନ ସେବା ବ୍ୟବସ୍ଥା
ମାନସିକ ରୋଗର ଶିକାର ହେଉଥିବା ରୋଗୀଙ୍କ ପାଇଁ ଟେଲି ମେଡ଼ିସିନ ସେବା ଯୋଗାଇବା ପାଇଁ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲ ପରିସରରେ ଆରମ୍ଭ ହୋଇଛି ଟେଲି ମେଡ଼ିସିନ ସେବା ବ୍ୟବସ୍ଥା । ଏହି ସେବା ପାଇବା ପାଇଁ ସ୍ୱାସ୍ଥ୍ୟ…
ପ୍ରଥମ ଥର ଦେଶ ବାହାରେ ଗର୍ଜିବେ ଭାରତୀୟ ନାରୀ ଶକ୍ତି, ଯୁଦ୍ଧ ଅଭ୍ୟାସରେ ଭାଗ ନେବେ ମହିଳା ଫାଇଟର ପାଇଲଟ୍
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ମହିଳା ଫାଇଟର ପାଇଲଟ୍ ଦେଶ ବାହାରେ ହେବାକୁ ଥିବା ଯୁଦ୍ଧ ଅଭ୍ୟାସରେ ଅଂଶଗ୍ରହଣ କରିବେ । ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଯୁଦ୍ଧ ଅଭ୍ୟାସରେ ଭାରତୀୟ ଦଳ ଅଂଶ ଗ୍ରହଣ…
(VIDEO)ଅପରେସନ ସରିଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ;ପ୍ରାଇଭେଟ୍ ପାର୍ଟକୁ କରୁଥିଲେ ଟଚ୍
ନୂଆଦିଲ୍ଲୀ: ଅପରେସନ ଥିଏଟର ଭିତରେ ଅଧା ଅଚେତ୍ ଅବସ୍ଥାରେ ଥିବା ଜଣେ ୩୯ ବର୍ଷ ମହିଳାଙ୍କୁ ଅସାଦଚରଣ ହୋଇଛି । ଯାହାକୁ ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଏପରି ଏକ ଘଟଣା କୋଲକାତାରେ ଥିବା ଗୋଟିଏ ସୁପର…
(VIDEO) ଦୁନିଆର ତୃତୀୟ ଧନୀ ଗୃହପାଳିତ ପଶୁ ହେଲା ଏହି ବିଲେଇ; ସମ୍ପତ୍ତି ବିଷୟରେ ଜାଣିଲେ ଉଡିଯିବ ଆପଣଙ୍କ ହୋସ
ନୂଆଦିଲ୍ଲୀ: ଆମେରିକାର ଗାୟକ ଟେଲର ସ୍ୱିଫ୍ଟ ଦୁନିଆର ସବୁଠାରୁ ସଫଳ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ । ଗ୍ରାମି ପୁରସ୍କାର ବିଜେତା ଗାୟକ ପ୍ରାୟତଃ କୌଣସି ନ କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର…