Browsing Category

ଖବର

(Video) ବର୍ଷାରେ ଛାତ ଉପରେ ରିଲ୍ସ କରୁଥିଲା ଏହି ଯୁବତୀ, ଅଚାନକ ପଡିଲା ବିଜୁଳି, ପରେ..

ନୂଆଦିଲ୍ଲୀ: ବର୍ଷା ସମୟରେ ବିହାରର ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଡରିଯିବେ । ଯେଉଁ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏଥିସହ ଆଉ ଦ୍ୱିତୀୟଥର କେବେବି ଆପଣ ଡ୍ୟାନ୍ସ କରିବେ ନାହିଁ ।…

(Video) ପ୍ରଧାନମନ୍ତ୍ରୀ ହେବ ତ ଏମିତି! ୧୪ ବର୍ଷ କ୍ଷମତାରେ ରହିବା ପରେ PMOରୁ ସାଇକେଲରେ ଘରକୁ ଗଲେ ନେଦରଲାଣ୍ଡସର ପୂର୍ବତନ PM

ନୂଆଦିଲ୍ଲୀ: ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ବହୁ ଆଡ଼ମ୍ବରରେ ଜୀବନ ଜୀବନ କରୁଥିବାର ଦେଖାଯାଇଥାଏ । ଅନେକ ସମୟରେ କିଛି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଦାମିକିଆ ଡ୍ରେସ, ଜୋତା, ଶାଢ଼ୀ, ଘଣ୍ଟା, ଚେନ୍,…

ପୁରୀରେ କେବେ ହୋଇଥିଲା ପ୍ରଥମ ରଥଯାତ୍ରା? କିଏ ଆରମ୍ଭ କରିଥିଲେ ଏହି ପରମ୍ପରା? ଜାଣନ୍ତୁ ଇତିହାସ…

ପୁରୀ: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ସେଥିପାଇଁ ଏହି…

ଭାରତ ଛାଡ଼ିଲେ ବିରାଟ-ଅନୁଷ୍କା! ଲଣ୍ଡନରେ ରହିବେ କି ବିରୁଷ୍କା ଯୋଡ଼ି? ଚିନ୍ତାରେ ଫ୍ୟାନ୍ସ

ନୂଆଦିଲ୍ଲୀ: ଭାରତରେ ଟି-୨୦ ବିଶ୍ୱକପ ବିଜୟର ସେଲିବ୍ରେସନ ସରିବା ମାତ୍ରେ ଲଣ୍ଡନ ଯାଇଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ପତ୍ନୀ ଅନୁଷ୍କା ଏବଂ ବିରାଟଙ୍କ ଦୁଇ ସନ୍ତାନ ସେଠାରେ ରହୁଥିବା ଜାଣିବାକୁ ମିଳିଛି । ତେବେ…

(Video) ରତ୍ନ ଭଣ୍ଡାର ଖୋଲିଲେ କ’ଣ ହେବ? କାହିଁକି ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା?

ଓଡ଼ିଶା ଭାସ୍କର: ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରଠାରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ସହ ଏହାଭିତରେ ଥିବା ଜିନିଷର ତଦାରଖ କରାଯିବ ବୋଲି…

ମୃତ୍ୟୁ ପରେ କେଉଁମାନଙ୍କ ମୁହଁ ବଙ୍କା ହୋଇଯାଏ ଏବଂ କାହିଁକି? ଗରୁଡ ପୁରାଣରୁ ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ଭାସ୍କର: ଗରୁଡ ପୁରାଣରୁ ନେଇ ଶାସ୍ତ୍ରରେ କୁହାଯାଇଛି ଯେ, ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମା ଅମର ରୁହେ । ଏହାର ଅର୍ଥ ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଯାଏ ଏବଂ ଆତ୍ମା ଜୀବିତ ରହିଥାଏ । କାରଣ ଆତ୍ମା ଅମର ଅଟେ ।…

ଫେଲ ମାରିଲା Young India: ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେର ବୃହତ ବିଜୟ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଫେଲ ମାରିଛି ୟଙ୍ଗ ଟିମ୍ ଇଣ୍ଡିଆ । ଶୁଭମନ ଗିଲଙ୍କ ନେତୃତ୍ୱରେ ଆଇପିଏଲ ଷ୍ଟାର ୍େଲୟରଙ୍କ ଏହି ଯୁବ ଟିମକୁ ମାତ୍ ଦେଇଛି ଜିମ୍ବାୱେ । ସିରିଜର ପ୍ରଥମ ଟି-୨୦ ମ୍ୟାଚରେ…

୧୩ ବିଧାନସଭା ଆସନରେ ଉପନିର୍ବାଚନ… ଜୁଲାଇ ୧୦ ତାରିଖରେ ୭ଟି ରାଜ୍ୟରେ ପୁଣି ରାଜନୈତିକ ଲଢେଇ

ନୂଆଦିଲ୍ଲୀ: ଚଳିତବର୍ଷ ଲୋକସଭା ନିର୍ବାଚନରେ ବହୁମତ ପାଇ କେନ୍ଦ୍ରରେ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଏହାପରେ ବର୍ତ୍ତମାନ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ୧୩ଟି…

(Video) ଥଣ୍ଡା ଚିକେନ, ଲଗେଜ୍ ଚେକ… ଟିମ୍ ଇଣ୍ଡିଆକୁ ଅପମାନ! ବିଶ୍ୱକପ୍ ପରେ ସାମ୍ନାକୁ ଆସିଲା ସତ…

ନୂଆଦିଲ୍ଲୀ: ବିଶ୍ୱକପ ଜିତିବା ପରଠାରୁ ଆଜି ପର୍ଯ୍ୟନ୍ତ ସେଲିବ୍ରେସନ ଜାରି ରଖିଛି ଟିମ ଇଣ୍ଡିଆ । ଗୁରୁବାର ଚମ୍ପିଆନ୍ ଦଳ ଭାରତରେ ପହଞ୍ଚିବା ପରେ ଏହି ସେଲିବ୍ରେସନ୍ ଆହୁରି ଦୁଇ ଗୁଣ ହୋଇଯାଇଛି । ତେବେ…

(Video) ସହିଦ କ୍ୟାପ୍ଟେନ ଅଂଶୁମାନଙ୍କ ଲଭଷ୍ଟୋରୀ ବାଖ୍ୟା କଲେ ବିଧବା ପତ୍ନୀ ସ୍ମୃତି , ପ୍ରଥମ ଦେଖାରେ ହୋଇଯାଇଥିଲା ପ୍ରେମ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦେବରୀୟା ଜିଲ୍ଲାରେ ରହୁଥିବା କ୍ୟାପ୍ଟେନ ଅଂଶୁମାନ ୧୯ ଜୁଲାଇ ୨୦୨୩ ସିୟାଚିନ ଗ୍ଲେଶିୟର ଅଞ୍ଚଳରେ ସହିଦ ହୋଇଥିଲେ । ତାଙ୍କ ସହିଦ ହେବାର ଗୋଟିଏ ବର୍ଷ ପରେ ତାଙ୍କ ବିଧବା ପତ୍ନୀ ସ୍ମୃତି…