Browsing Category
ଖବର
ପବନରେ ‘ହସ୍ପିଟାଲ’ କୁ ଏୟାରଡ୍ରପ୍ କଲା ଭାରତୀୟ ବାୟୁସେନା, ଏକାସାଙ୍ଗରେ ୨୦୦ ଲୋକଙ୍କର ହୋଇପାରିବ ଚିକିତ୍ସା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବୁଧବାର ଦିନ ଆଗ୍ରାର ଏକ ଜାହାଜରୁ ପୋର୍ଟେବଲ୍ ହସ୍ପିଟାଲ ଭୀଷ୍ମକୁ ଏୟାରଡ୍ରପ୍ କରିଛି । ଏହା ହେଉଛି ପ୍ରଥମ ପ୍ରକାରର ପରୀକ୍ଷା, ଯେଉଁଥିରେ ବାୟୁସେନା ଏକ ଜାହାଜରୁ ହସ୍ପିଟାଲ୍ କ୍ୟୁବ୍…
(Video) ଆ ଜହ୍ନରେ ଲେଖିବା ନାଁ… ଏଥର ଜହ୍ନରେ ଗଡିବ ଟ୍ରେନ୍ ! ନାସା ତିଆରି କରିବ ରେଲୱେ ଷ୍ଟେସନ…
ଓଡ଼ିଶା ଭାସ୍କର: ଏବେ ଦୁନିଆର ପ୍ରମୁଖ ଦେଶର ସ୍ପେସ୍ ଏଜେନ୍ସି ଚନ୍ଦ୍ର ପୃଷ୍ଠକୁ ଯାଉଛନ୍ତି । ଚୀନ୍ ଶୁକ୍ରବାର ଜହ୍ନକୁ ନେଇ ଆଉ ଏକ ମିଶନ୍ ଆରମ୍ଭ କରିଛି । ସେହିପରି ନାସା ପୁଣିଥରେ ମଣିଷକୁ ଚନ୍ଦ୍ରକୁ ପଠାଇବାକୁ ଏବଂ…
ଆଉ ଆସିବନି କ୍ରେଡିଟ୍ କାର୍ଡ ଏବଂଲୋନର ନକଲି କଲ , ସରକାର କରୁଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି
ନୁଆଦିଲ୍ଲୀ: ଦିନସାରା ଆପଣଙ୍କ ମୋବାଇଲରେ ଆସୁଥିବା ବ୍ୟାଙ୍କିଙ୍ଗ୍ ଠକେଇ କଲ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଶୀଘ୍ର, ଏହା ସହ ଜଡିତ ନିର୍ଦ୍ଦେଶାବଳୀ ଜାରି କରାଯାଇପାରେ । ସରକାରଙ୍କ…
ପୁନଃମୂଲ୍ୟାଙ୍କନ ପାଇଁ ବିଜ୍ଞପ୍ତି ଜାରି, ଜାଣନ୍ତୁ କେବେଠୁ ଆରମ୍ଭ ହେବ CBSE ର ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା?
ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି କରିଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୩ ଷ୍ଟେପରେ…
(Video) ରାଜନୀତିକୁ ଆସିବେ କି ମେଗା ଷ୍ଟାର ବାବୁସାନ୍? ଦେଖନ୍ତୁ କ’ଣ କହିଲେ ଚକଲେଟ ବୟ
ଭୁବନେଶ୍ୱର: ‘ଦମନ୍’ ଏବଂ ‘ମାଲ୍ୟଗିରି’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ଏବେ ଆଉ ଏକ ରୂପରେ ଆସୁଛନ୍ତି ମେଗାଷ୍ଟାର ବାବୁସାନ୍ । ବର୍ତ୍ତମାନ ରିଲିଜ ଅପେକ୍ଷାରେ ରହିଛି ବାବୁସାନଙ୍କ କମେଡି ଡ୍ରାମା ଫିଲ୍ମ ‘ପାବାର’ ।…
ଓଡ଼ିଶାରେ ବଢୁଛି ପାନୀୟ ଜଳ ସମସ୍ୟା: ରାଜ୍ୟର ୨୬ ଲକ୍ଷ ଘରକୁ ମିଳୁନି ପିଇବା ପାଣି
ଭୁବନେଶ୍ୱର: ଦିନକୁ ଦିନ ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ବଢିବାରେ ଲାଗିଛି । ଓଡିଶା ସରକାରଙ୍କ ପକ୍ଷରୁ ୭୦%ରୁ ଅଧିକ ଘରକୁ ପାନୀୟ ଜଳ ଯୋଗାଣ କରାଯାଇଥିବା ବେଳେ ୨୬ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ହୋଇଥିବାର…
(Video) ବ୍ରହ୍ମାଣ୍ଡ ଭିତରେ ‘ଭଗବାନଙ୍କ ହାତ’… ନାସାର ଫଟୋ ଦେଖି ଭୟରେ ବିଶ୍ୱବାସୀ
ଓଡ଼ିଶା ଭାସ୍କର: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ବର୍ତ୍ତମାନ ବିଶ୍ୱବ୍ରହ୍ମାଣ୍ଡର ଏକ ନୂଆ ଭିଡିଓ ଜାରି କରିଛି । ତେବେ ଏହି ଫଟୋକୁ ଦେଖି ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି । କାରଣ ବ୍ରହ୍ମାଣ୍ଡର ଏହି…
କିଏ ନେବେ ଦ୍ରାବିଡଙ୍କ ସ୍ଥାନ? ଏହି ବିଶ୍ୱବିଜେତାଙ୍କୁ କୋଚ୍ ଦାୟିତ୍ୱ ଦେଇପାରେ ବିସିସିଆଇ
ନୂଆଦିଲ୍ଲୀ: ଭାରତୀୟ ଦଳରେ ନୂଆ ମୁଖ୍ୟ କୋଚ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ରାହୁଲ ଦ୍ରାବିଡ ଏହି ପଦବୀରେ ଥିବା ବେଳେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା…
(Video) ଏଣିକି ମଣିଷର ଇମୋସନ୍ ସହ କଥା ହେବ ChatGPT: ଲଞ୍ଚ୍ ହେଲା ସ୍ମାର୍ଟ ଭର୍ସନ GPT-4o
ନୂଆଦିଲ୍ଲୀ: ନିକଟରେ OpenAI ପକ୍ଷରୁ ଏକ ମେଗା ଇଭେଣ୍ଟ ‘ସ୍ପ୍ରିଙ୍ଗ ଅପଡେଟ୍ସ’ ଆୟୋଜନ କରାଯାଇଛି । ଏହି ଇଭେଣ୍ଟରେ କମ୍ପାନୀର ଚିଫ୍ ଟେକନିକାଲ ଅଫିସର (CTO) ମୀରା ମୁରାତି ନୂଆ AI ମଡେଲର ଘୋଷଣା କରିଛନ୍ତି ଯାହାର…
ଭାରତ ତିଆରି କରିବ ୨୫ ପ୍ରତିଶତ ଅଧିକ ଆଇଫୋନ: ୧.୧ ବିଲିୟନ ଡଲାରରେ ପହଞ୍ଚିଲା ରପ୍ତାନୀ
ନୂଆଦିଲ୍ଲୀ: ଭାରତକୁ ପ୍ରମୁଖ ଆଇଫେନ ଉତ୍ପାଦନର ଏକ ପ୍ରମୁଖ ସ୍ଥଳୀ ଭାବେ ଆମେରିକୀୟ ଆପଲ କମ୍ପାନୀ ନଜର ରଖିଛି । ୨୦୨୮ ସୁଦ୍ଧା ୨୫ ପ୍ରତିଶତ ଅଧିକ ଭାରତରେ ଆଇଫୋନ ତିଆରି ଲାଗି ଆପଲ କମ୍ପାନୀ ଯୋଜନା କରିଛି । ଏହି…