Browsing Category

ଖବର

T-20 ବିଶ୍ୱକପ ପରେ ‘କ୍ରିକେଟ’ ଛାଡ଼ିବେ ରୋହିତ! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ହିଟମ୍ୟାନ୍ ନେଇପାରନ୍ତି ଅବସର

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୪ । ଏହି ବଡ଼ ଇଭେଣ୍ଟ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ…

ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ: ନହଲେ ହୋଇପାରେ ଭୟଙ୍କର ରୋଗ

ଓଡିଶା ଭାସ୍କର: ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ ।…

ଭାରତରେ ଲଞ୍ଚ୍ ହେଲା ‘Hanooman’: ଦେଶର ପ୍ରଥମ ସ୍ୱଦେଶୀ AI ଟୁଲରେ କ’ଣ ରହିଛି ଫିଚର୍

ନୂଆଦିଲ୍ଲୀ: ବିଜ୍ଞାନ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଏବେ ଖୁବ ବିକାଶ ଦିଗରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରିବା ଜାରି ରଖିଛନ୍ତି ଦେଶର ବୈଜ୍ଞାନିକ । ବର୍ତ୍ତମାନ AI ଦୁନିଆରେ…

ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ: ଝରିଗାଁ ଥାନାରେ ଅଭିଯୋଗ

ଗଞ୍ଜାମ: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିବାଚନ ଜାରି ରହିଛି । ତେବେ ଏହି ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀିଗାଁର ବିଜେପି ବିଧାୟକ…

Big Breaking; ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତ୍ରୁଟି: ସସପେଣ୍ଡ ସହ ଗିରଫ ହେବେ ପ୍ରଜାଇଡିଂ ଅପିସର

ଗଞ୍ଜାମ: ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ଦିନ ନିର୍ବାଚନରେ ହିଁ ଦେଖିବାକୁ ମିଳିଛି ବଡ଼ ଧରଣର ତ୍ରୁଟି । ନିର୍ବାଚନ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେବା ପରେଚ ୨ ଜଣ ପ୍ରିଜାଇଡିଙ୍ଗ…

(Video) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖି ଭେଁ-ଭେଁ ହୋଇ କାନ୍ଦିଲେ ମହିଳା, ମଥା ଉପରେ ହାତ ରଖି ଏପରି ଆର୍ଶୀବାଦ ଦେଲେ PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବିହାରରେ ତିନୋଟି ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ହାଜୀପୁର ଏବଂ ମୁଜଫରପୁରରେ ଜନସମାବେଶ ପରେ ପ୍ରଧାନମନ୍ତ୍ରୀ ସାରଣ ପହଁଚିଥିଲେ । ଏହି ସମୟରେ…

ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆବେଦନ: ଜାଣନ୍ତୁ କିପରି Apply କରିପାରିବେ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) - 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) - 02/2024 ବ୍ୟାଚରେ ଭର୍ତ୍ତି ପାଇଁ…

ସ୍ୱାଧୀନତା ପରେ ସବୁଠୁ ଅଧିକ ଦରଦାମ୍ ବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ଥିଲା; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ଏହି ଦେଶରେ ଅଧିକ ଦରବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିଲା। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କୁ…

କୁରକୁରେ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା, ରୁଷିଯାଇ ବାପଘରକୁ ଗଲେ ସ୍ତ୍ରୀ, ପରିବାର କାଉନସିଲରଙ୍କ ପାଖକୁ ଗଲା ମାମଲା

ଆଗରା: ଚଟପଟା ଏବଂ ସ୍ୱାଦିଷ୍ଟ ଜିନିଷ କାହାକୁ ବା ପସନ୍ଦ ନୁହେଁ । ବିଶେଷ କରି ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା କୁରକୁରେ । ସାଧାରଣତଃ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କୁରକୁରେ ଖାଇବାକୁ ପସନ୍ଦ…

BREAKING…ଟ୍ରେନ ଲାଇନ୍‌ରୁ ଏବିଡିଓଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କେନ୍ଦୁଝର: (ଓଡ଼ିଶା ଭାସ୍କର) ହରିଚନ୍ଦନପୁର ବ୍ଲକ୍‌ ଏବିଡିଓଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । ଏବିଡିଓ ବିଦୁଭୂଷଣ ଜେନାଙ୍କ ମୃତଦେହ ଠାବ କଲା ଜିଆର୍‌ପି । ହରିଚନ୍ଦନପୁର ଫ୍ଲାଏଓଭର ତଳ ଟ୍ରେନ ଲାଇନ୍‌ରୁ ଉଦ୍ଧାର…