Browsing Category

ଖବର

ଆଗକୁ ଓଡ଼ିଶା ବଜେଟ୍: ମହିଳା, ଯୁବ, କ୍ରୀଡା ଓ ସଂସ୍କୃତିକୁ ମିଳିପାରେ ଅଧିକ ପ୍ରାଧାନ୍ୟ

ଓଡ଼ିଶା ଭାସ୍କର: ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ। ଏହି ବୈଠକରେ ପାଖାପାଖି ୨.୫ ଲକ୍ଷ କୋଟିର ବଜେଟ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ତେବେ ଗତ ୧ ତାରିଖରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଆଗତ…

(Video) ଜୟ ଶ୍ରୀରାମ… ପିଠିରେ କରିଦେଲେ ‘ରାମ ମନ୍ଦିର’ର ଟାଟୁ: ରାମଭକ୍ତିର ଅଜବ ଦୃଶ୍ୟ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପରେ ସାରା ଦେଶରେ ରାମଭକ୍ତିର ମାହୋଲ ସୃଷ୍ଟି ହୋଇଛି । ଭାରତ ସମେତ ବିଦେଶରେ ମଧ୍ୟ ରାମ ମନ୍ଦିରକୁ ନେଇ ଅନେକ ଉତ୍ସାହ ଦେଖାଯାଉଛି । ଏହି ମହୋତ୍ସବରେ ଅନେକ…

ସାବଧାନ୍… କର୍ଣ୍ଣାଟକରେ ବ୍ୟାପିଲାଣି ନୂଆ ଭାଇରସ୍ Monkey Fever: ଜାଣି ରଖନ୍ତୁ ଲକ୍ଷଣ ଏବଂ ଉପକାର

ନୂଆଦିଲ୍ଲୀ: କରୋନା ମହାମାରୀର ଭୟାବହତାରୁ ଏବେ ସାମାନ୍ୟ ମୁକ୍ତି ପାଇଛି ଭାରତ । କିନ୍ତୁ ଦେଶରେ ଆଉ ଏକ ରୋଗ ଏବେ ନିଜ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସ୍ୱାସ୍ଥ୍ୟ ବିଭାଗ ।…

(Video) ଇଏ କି ଜନ୍ତୁ! ସାପ କି କୁକୁର ନୁହେଁ… ଏହି ଅଜବ ଜୀବ ପାଇଁ ଅଟକିଗଲା କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: କ୍ରିକେଟ ମ୍ୟାଚରେ ଅଧିକାଂଶ ସମୟରେ ସାପ କିମ୍ବା କୁକୁର ଇତ୍ୟାଦି ପଶିଯିବାରୁ ମ୍ୟାଚ ବନ୍ଦ ହୋଇଥିବା ଦେଖାଯାଇଛି । କିନ୍ତୁ ଆଜିର ମ୍ୟାଚରେ ଅଚାନକ ଏକ ଅଜବ ଜନ୍ତୁ ପଶିଯିବାରୁ କ୍ରିକେଟ ମ୍ୟାଚକୁ…

(Video)କେବେ ଦେଖିଛନ୍ତି କି ରଙ୍ଗ ପରିବର୍ତ୍ତନ କରୁଥିବା ମାଛ, ଭିଡିଓ ଦେଖି ହୋଇଯିବେ ଚକିତ

ଓଡ଼ିଶା ଭାସ୍କର: ଆମକୁ ବହୁ ସମୟରେ ପ୍ରକୃତିର ଏପରି ବୈଚିତ୍ର‌୍ୟ ଦେଖିବାକୁ ମିଳିଥାଏ ଯାହା ଦେଖିବା ପରେ ଆମ ନିଜ ଆଖିକୁ ବି ଅବିଶ୍ୱାସ ହୋଇଥାଏ । ଏଠି ଆମେ ଏପରି ଏକ ମାଛ ବିଷୟରେ କହିବାକୁ ଯାଉଛୁ ଯାହା ଏଣ୍ଡୁଅ ପରି…

Money Laundring ମାମଲାରେ ସାମିଲ ଅଛି Paytm? ଏବେ ଯାଞ୍ଚ କରିପାରେ ED

ନୂଆଦିଲ୍ଲୀ: ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ ଉପରେ ଏବେ ଗୋଟିଏ ପରେ ଗୋଟିଏ ସମସ୍ୟା ବଢିବାରେ ଲାଗିଛି । ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାନ୍ ଆଦେଶ ଜାରି ହେବା ପରେ ଏବେ ଇଡି ମଧ୍ୟ କମ୍ପାନୀ ବିରୋଧରେ କଡ଼ା…

(Video) ମୋ ମିତ୍ର ନବୀନ ବାବୁ… ପୁଣି ଚର୍ଚ୍ଚାରେ ମୋଦୀ-ନବୀନଙ୍କ Friendship

ସମ୍ବଲପୁର: ଆଜି ଓଡ଼ିଶାର ବିକାଶ ପାଇଁ ଏକ ବଡ଼ ଦିନ । ତେଣୁ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମ୍ବଲପୁର ଗସ୍ତ କରି ଓଡ଼ିଶାକୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ଏହି ମଞ୍ଚରେ…

ଇଂରେଜ ସେନା ଉପରେ ‘ବୁମରାହ ଆଟାକ୍’: ୨୫୩ ରନରେ ଅଟକିଲା ଇଂଲଣ୍ଡ ଟିମ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେବା ପାଇଁ ମଞ୍ଚ ପ୍ରସ୍ତୁତ କରିସାରିଛି ରୋହିତ ସେନା । ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କ…

(Video) ଓଡ଼ିଶାକୁ ମିଳିଲା ୭୦ ହଜାର କୋଟି ଟଙ୍କାର ଉପହାର… ସାରା ରାଜ୍ୟରେ ମୋଦୀ ଲହର

ସମ୍ବଲପୁର: ଦୀର୍ଘ ଦିନ ପରେ ଓଡ଼ିଶା-ସମ୍ବଲପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଠାରେ ପହଞ୍ଚି ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

(Video) ସାଧାରଣ ସଭାରେ ମୋଦୀ: ଜୟ ଜଗନ୍ନାଥରୁ ଆରମ୍ଭ କଲେ ଅଭିଭାଷଣ

ଓଡ଼ିଶା ଭାସ୍କର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଓଓଗର ନୂଆ କ୍ୟାମ୍ପସର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର…