Browsing Category
ଖବର
ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ, ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରର କାରବାର ପେଣ୍ଠସ୍ଥଳୀ ଭାବେ କୁହାଯାଉଥିବା ମାର୍କେଟ୍ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ରବିବାର ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ…
ଅଟୋମୋବାଇଲ୍ ମାର୍କେଟ୍ ପାଇଁ ଅଗଷ୍ଟ ହେବ ଶୁଭଙ୍କର, ୯ ନୂଆ କାର୍ର ହେବ ବଜାର ପ୍ରବେଶ
ନୂଆଦିଲ୍ଲୀ: ଅଟୋମୋବାଇଲ୍ ମାର୍କେଟ୍ ପାଇଁ ଅଗଷ୍ଟ ମାସ ଶୁଭଙ୍କର ସାବ୍ୟସ୍ତ ହେବାକୁ ଯାଉଛି । କାରଣ ଏହି ମାସରେ ଭାରତୀୟ ବଜାରରେ ୨ଏସ୍ୟୁଭି, ହେଚବ୍ୟାକ ଓ ଇଲେକ୍ଟ୍ରିକ୍ ସେଡାନ ଲଞ୍ଚ କରିବାର ସମ୍ଭାବନା ରହିଛି ।…
ରାଜ୍ୟଗୋଷ୍ଠୀ କ୍ରୀଡା: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍, ଘାନାକୁ ୧୧-୦ଗୋଲରେ ପରାସ୍ତ କଲା
ବର୍ମିଂହାମ: ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଆରମ୍ଭ କରିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡା ଅଭିଯାନ । ରବିବାର ଅନୁଷ୍ଠିତ ପୁଲ ବି’ ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଘାନାକୁ ପରାସ୍ତ କରିଛି ଭାରତ । ଭାରତୀୟ ଦଳ ପ୍ରଥମରୁ…
ରୁଷ ସେନା ମୁଖ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ : ୬ ଆହତ
ମସ୍କୋ : ରୁଷର କୃଷ୍ଣ ସାଗର ସେନା ମୁଖ୍ୟାଳୟରେ ରବିବାର ବିସ୍ଫୋରଣରେ ୬ ଜଣ ଆହତ ହୋଇଛନ୍ତି । ସେବାଷ୍ଟୋପୋଲ ସହରର ମୁଖ୍ୟାଳୟରେ ବିସ୍ଫୋରଣ ପରେ ରୁଷର ନୈସେନା ଦିବସ ଛୁଟି ବାତିଲ କରାଯାଇଥିଲା ।
୨୦୧୪ରେ ରୁଷ ଏହି…
ଆଜି ଶ୍ରୀମନ୍ଦିରରେ ମହାପ୍ରଭଙ୍କୁ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିର ମହାପ୍ରଭଙ୍କୁ ଖସାପଡ଼ା ନୀତି ସମ୍ପନ୍ନ ହେବ। ଏହା ଶ୍ରୀଜିଉଙ୍କ ଗୁପ୍ତ ସେବା ହୋଇଥିବାରୁ ଏହି ସେବା ସମୟରେ ଠାକୁରଙ୍କ ଦର୍ଶନ ବାରଣ କରାଯାଇଛି । ଏଥିପାିର୍ ଅପରାହ୍ନରେ…
ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମ୍ରେ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ): ଆଜି ୬୮୯୧ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନବ ନିଯୁକ୍ତ ଶିକ୍ଷକଙ୍କୁ…
ରାଜ୍ୟଗୋଷ୍ଠୀ କ୍ରୀଡା: ୫୦ମିଟର ବ୍ୟାକଷ୍ଟ୍ରୋକ ସେମିକୁ ଗଲେ ଶ୍ରୀହରି
ବର୍ମିଂହାମ: ଭାରତୀୟ ଯୁବ ସନ୍ତରଣକାରୀ ଶ୍ରୀହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ରବିବାର ଅନୁଷ୍ଠିତ ଏହି ଇଭେଣ୍ଟର…
ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନଙ୍କୁ ସ୍ୱାଗତ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା
ପଟ୍ଟାମୁଣ୍ଡାଇ/ରାଜନଗର (ଭାସ୍କର ନ୍ୟୁଜ୍) : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ହେବ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିଥିଲା । ଭିତରକନିକାକୁ…
ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଅଗଷ୍ଟ ୧୫ ପର୍ଯ୍ୟନ୍ତ ଡିପିରେ ଲଗାନ୍ତୁ ତ୍ରିରଙ୍ଗା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ର ୯୧ ତମ ଅଧ୍ୟାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥର 'ମନ କି ବାତ' ଅତ୍ୟନ୍ତ ସ୍ୱତନ୍ତ୍ର…
Video: ଓଡିଶା ଜାତୀୟ ଉଦ୍ୟାନରେ ବିରଳ ବ୍ଲାକ୍ ଟାଇଗର, ଦେଖନ୍ତୁ ବାଘଟି କିପରି ନିଜ ଅଞ୍ଚଳରେ ଛାପ ଛାଡ଼ୁଛି
ଭୁବନେଶ୍ୱର: ଓଡ଼ିଶାରେ ବିରଳ କଳା ବାଘ। ଶିମିଳିପାଳ ଜାତୀୟ ଉଦ୍ୟାନରେ ଏହି ବାଘ ଦେଖାଯାଇଥିବା କୁହାଯାଉଛି। ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ୧୫ ସେକେଣ୍ଡର କ୍ଲିପ୍ରେ ଏକ ଗଛରେ…