CHARIDHAM
Browsing Category

ଖବର

BJD-BJP ମଧ୍ୟରେ ହେବ ମହା ଗଠବନ୍ଧନ! ସିଟ୍ ଭାଗବଣ୍ଟା ଫର୍ମୁଲାକୁ ନେଇ ଆଲୋଚନା…

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ଗଠବନ୍ଧନକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଛି । ଓଡ଼ିଶାର ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ମଧ୍ୟରେ ପୁନର୍ମିଳନ ହେବ ବୋଲି ଚର୍ଚ୍ଚା…

(Video) ଶିବରାତ୍ରୀ ପୂର୍ବରୁ ନୂଆ ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି; ଦେଖିଲେ ଆଖି ଝଲସି ଉଠୁଛି

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ପୀଠ । ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହକୁ ରୂପାରେ ଛାଉଣି କରାଯାଇଛି । ଭଦ୍ରକ ଗୁଜରାତି ମହାସଂଘ ପକ୍ଷରୁ ୧.୨୬…

ବଡ଼ ଖବର; ରାଜନୀତି ଜଗତରେ ନୂଆ ମାଷ୍ଟରଷ୍ଟ୍ରୋକ: ବିଜେଡି-ବିଜେପି ଭିତରେ ମହା ଗଠବନ୍ଧନ!

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ମାହୋଲ ସରଗରମ ହୋଇଛି । ନିର୍ବାଚନି ପ୍ରଚାର ପୂର୍ବରୁ ଜୋର ଧରିଛି ମିଶ୍ରଣ ପର୍ବ । ତେବେ ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ଆଉ ଏକ ପ୍ରସଙ୍ଗ ଏବେ ରାଜନୀତି ମାହୋଲରେ ଚହଳ…

ଶେଷ ମ୍ୟାଚରେ ବାଦ୍ ପଡ଼ିଲେ ସଙ୍କଟମୋଚକ: ପଞ୍ଚମ ଟେଷ୍ଟ ପାଇଁ ଘୋଷଣା ହେଲା ପ୍ଲେଇଙ୍ଗ-୧୧

ନୂଆଦିଲ୍ଲୀ: ମାର୍ଚ୍ଚ ୭ ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ । ଭାରତ ଏହି ସିରିଜକୁ ୩-୧ରେ କବଜା କରି ସାରିଥିବା ବେଳେ ଏହି ମ୍ୟାଚକୁ ମଧ୍ୟ ବିଜୟ ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ…

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା; ଅପରାଧୀ ବିଷୟରେ ସୂଚନା ଦେଲେ ୧୦ଲକ୍ଷ ଟଙ୍କା ପୁରସ୍କାର ଦେବ NIA

ବେଙ୍ଗାଲୁରୁ: ରାମେଶ୍ୱର କ୍ୟାଫେ ବିସ୍ଫୋରଣ ମାମଲାରେ ୱାଣ୍ଟେଡ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦେବ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ଏନ୍ ଆଇଏ କହିଛି ଯେ, ୱାଣ୍ଟେଡ୍ ବ୍ୟକ୍ତିଙ୍କ ବିଷୟରେ…

ICC Test Ranking; ଟପ୍ ୧୦ରେ ଯଶସ୍ୱୀ ଜଏସ୍ୱାଲଙ୍କ ଏଣ୍ଟ୍ରି: ତାଲିକାରେ ଟିମ ଇଣ୍ଡିଆର ଦବଦବା

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଶେଷ ମ୍ୟାଚ ପୂର୍ବରୁ ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ । ଏଥିରେ ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏକ ବଡ଼ ସଫଳତା ପାଇଛନ୍ତି । ଟେଷ୍ଟ କ୍ରିକେଟରେ…

BIG BREAKING…ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

ଆନନ୍ଦପୁର: ବହୁଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ । କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ…

Chandrayaan-4କୁ ନେଇ ବଡ଼ ଅପଡେଟ୍: ଇସ୍ରୋ ପ୍ରସ୍ତୁତ କରୁଛି ନୂଆ ‘Moon Mission’

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଭାରତୀୟ ନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) କିଛି ନୂଆ କରିବାକୁ ଯାଉଛି । ଚନ୍ଦ୍ରଯାନ-୩ ପରେ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଏଥର ଚନ୍ଦ୍ରଯାନ…

ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ; ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ । ନବୀନ ନିବାସରେ ଜାରି ରହିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ନବୀନ ନିବାସରେ ପହଞ୍ଚିଲେଣି ବରିଷ୍ଠ ବିଜେଡି ନେତା । ସାଂଗଠନିକ ସମ୍ପାଦକ ପ୍ରଣବ…

ସନ୍ଦେଶଖାଲି ପୀଡ଼ିତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ଯନ୍ତ୍ରଣା ଶୁଣି ହେଲେ ଭାବପ୍ରବଣ, ଟିଏମସିକୁ କଲେ ଟାର୍ଗେଟ୍

କୋଲକାତା: ସନ୍ଦେଶଖାଲି ପ୍ରସଙ୍ଗରେ ବଙ୍ଗଳାରେ ମମତା ସରକାରଙ୍କୁ ଘେରିଲେ ପ୍ରଧାନମନ୍ତ୍ରୀ ମୋଦି, କ'ଣ କହିଲେ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପଶ୍ଚିମବଙ୍ଗର ବାରସାତରେ ଏକ ନିର୍ବାଚନୀ ରାଲିରେ ସନ୍ଦେଶଖାଲି…