Browsing Category

ଖବର

‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ…’ ଗୀତର କଣ୍ଠଶିଳ୍ପୀଙ୍କ ବିୟୋଗ: ବହୁ ଦିନରୁ ଥିଲେ ଅସୁସ୍ଥ

ମୁମ୍ବାଇ: ‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ ରେ...’ ଗୀତକୁ ଯୁବପିଢୀ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ଏହି ଗୀତକୁ ନିଜ କଣ୍ଠସ୍ଥ କରିଥିବା ହରିୟାଣାର ଲୋକପ୍ରିୟ ସିଙ୍ଗର ରାଜୁ ପଞ୍ଜାବୀଙ୍କର ଆଜି ମୃତ୍ୟୁ ହୋଇଛି ।…

ପାକିସ୍ତାନ ଉପରେ ପୁଣି ଭାରତର Surgical Strike 2.0: ‘ମିଶନ୍’ ରେ ସାମିଲ ଥିଲେ ୧୫ କମାଣ୍ଡୋ

ନୂଆଦିଲ୍ଲୀ: ପୁଣିଥରେ ଶତ୍ରୁ ରାଷ୍ଟ୍ରରେ ପଶି ଆତଙ୍କବାଦଙ୍କୁ ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ପୁଣିଥରେ ପାକିସ୍ତାନକୁ ଦେଖାଇଛି ଭାରତୀୟ ସେନା ଏବଂ ଯବାନଙ୍କ ସାହସ ଓ ଦକ୍ଷତା । ରଜୌରୀ ଏବଂ ପୁଂଛ ଜିଲ୍ଲାରେ…

ଚଳିତବର୍ଷ ରକ୍ଷା ବନ୍ଧନରେ ରହିଛି ଭଦ୍ରା କାଳ ଯୋଗ: ଜାଣନ୍ତୁ କେଉଁ ମୁହୂର୍ତ୍ତରେ ବାନ୍ଧିବେ ରାକ୍ଷୀ

ରାକ୍ଷୀ ପୂର୍ଣ୍ଣିମାକୁ ପ୍ରତ୍ୟେକ ହିନ୍ଦୁମାନେ ଧୁମ ଧାମରେ ପାଳନ କରନ୍ତି । ପ୍ରତି ବର୍ଷ ଏହି ପର୍ବକୁ ସମସ୍ତଙ୍କ ଘରେ ପାଳନ କରଯାଏ । ଏହି ଦିନ ଭଉଣୀ ତାର ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ । ଏବଂ ତାହାର ଆୟୁଷ ବୃଦ୍ଧି…

ଓଡ଼ିଶାରେ ବିମାନସେବାକୁ ମିଳିଛି ଅଗ୍ରାଧିକାର: ପୁଞ୍ଜିନିବେଶକୁ ମିଳିଛି ବଡ଼ ସଫଳତା

ଭୁବନେଶ୍ୱର: ଓଡ଼ିଶାର ସରକାରଙ୍କ ବିକାଶମୂଖୀ ଶିଳ୍ପ ନୀତି ଯୋଗୁଁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀଙ୍କ ସୁଅ ଛୁଟିବାରେ ଲାଗିଛି । ପୁଞ୍ଜି ନିବେଶରେ ଓଡ଼ିଶା ରେକର୍ଡ କରିଛି । ଦେଶର ପ୍ରଥମ ୫ଟି…

ଆଜି ଦକ୍ଷିଣ ଆଫ୍ରିକା, ୨୫ରେ ଗ୍ରୀସ ଗସ୍ତରେ ଯିବେ ମୋଦୀ: ଯିବା ପୂର୍ବରୁ କହିଲେ…

ନୂଆଦିଲ୍ଲୀ: ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦକ୍ଷିଣ ଆଫ୍ରିକାର ମହାମହିମ ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ନିମନ୍ତ୍ରଣ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢିଲା ଅଡ଼ୁଆ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢିଛି ଅଡ଼ୁଆ । ଚାକିରି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଆଜି ସ୍ୱତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ୍…

ପୁରୁଷଙ୍କ ଶରୀରରେ Testosterone ବୃଦ୍ଧି କରେ ଏହି ଜିନିଷ: ସେବନରୁ ମିଳିଥାଏ ଅନେକ ପ୍ରକାରର ଲାଭ

ଶୀଲାଜିତ୍ ହେଉଛି ଏକ ପ୍ରସିଦ୍ଧ ଆୟୁର୍ବେଦିକ ଖଣିଜ ଯାହାର ଲାଭ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ ଆବିଷ୍କୃତ ହୋଇଥିଲା ଏବଂ ହିମାଳୟର ୧୮୦୦୦ ଫୁଟରୁ ଏହା ମିଳିଥିଲା ।​ ଏହା ହିମାଳୟ ଏବଂ ହିନ୍ଦୁକୁଶ ପର୍ବତ ରେଞ୍ଜରେ…

୧ ତାରିଖରୁ ଏହି ୟୁଜରଙ୍କ ଆକାଉଣ୍ଟ ଡିଲିଟ କରିଦେବ Google: ସବୁଦିନ ପାଇଁ ହଜିଯିବ ଡାଟା

ନୂଆଦିଲ୍ଲୀ: ୟୁଜରମାନଙ୍କୁ ଏକ ବଡ଼ ଝଟକା ଦେଇଛି ଗୁଗଲ । ଖୁବଶୀଘ୍ର କିଛି ଆକାଉଣ୍ଟକୁ ଡିଲିଟ କରିବା ପାଇଁ ଯୋଜନା କରୁଥିବା ନେଇ କମ୍ପାନୀ ତରଫରୁ ଘୋଷଣା ହୋଇଯାଇଛି । ଏ ନେଇ ୟୁଜରମାନଙ୍କୁ ଇମେଲ ଜରିଆରେ ସୂଚନା ଦେଇଛି…

Asia Cup-2023 ଦଳରେ MIର ଜଲୱା: ଜାଣନ୍ତୁ କେଉଁ IPL ଦଳରୁ କେତେ ଜଣ ଖେଳାଳିଙ୍କୁ ସୁଯୋଗ ମିଳିଲା

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିସାରିଛି ବିସିସିଆଇ । ୧୭ ଜଣିଆ ଏହି ଭାରତୀୟ ଦଳରେ ଅନେକ ଖେଳାଳିଙ୍କୁ କମବ୍ୟାକ କରିବାର ସୁଯୋଗ ମିଳିଛି । ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କ ସମେତ କେ.ଏଲ…

ଋଷର ‘Moon Mission’ କାହିଁକି ହେଲା ବିଫଳ? ଏବେ ଚନ୍ଦ୍ରଯାନ-୩ର ହେବ କି ସମାନ ସ୍ଥିତି…

ନୂଆଦିଲ୍ଲୀ: ବର୍ତ୍ତମାନ ଚନ୍ଦ୍ରଯାନ-୩ ଉପରେ ରହିଛି ସାରା ଦେଶର ନଜର । ଭାରତର ‘ମୁନ୍ ମିଶନ୍’ ଧିରେ ଧିରେ ସଫଳତା ଦିଗରେ ଆଗେଇ ଚାଲିଥିବା ବେଳେ ଦେଶବାସୀଙ୍କ ଉତ୍ସାହ ବଢିବାରେ ଲାଗିଛି । ତେବେ ସେପଟେ ଭାରତକୁ ଚାଲେଞ୍ଜ…