Browsing Category
ଖବର
(Video) ବିବାଦରେ ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’: ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ କ୍ୟାପିଟାଲ ଥାନାରେ ଏତଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ କ୍ୟାପିଟାଲ ଥାନାରେ ଏତଲା ଦାୟର ହୋଇଛି । ଫିଲ୍ମରେ ବ୍ୟବହାର…
‘Rate Limit Exceeded’କୁ ନେଇ ଚିନ୍ତାରେ ଟ୍ୱିଟର ୟୁଜର: ସାରା ବିଶ୍ୱରେ ଦେଖାଦେଉଛି ବିଭିନ୍ନ ସମସ୍ୟା
ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏବେ ଦେଖା ଦେଇଛି ଏକ ବିରାଟ ସମସ୍ୟା । ଯେଉଁଥିପାଇଁ ସାରା ବିଶ୍ୱର ୟୁଜରଙ୍କୁ ଟ୍ୱିଟ କରିବା ସହିତ କୌଣସି ଆକାଉଣ୍ଟକୁ ଫଲୋ କରିବା ଇତ୍ୟାଦିରେ ସମସ୍ୟାର…
ଦିନିକିଆ ବିଶ୍ୱକପରୁ ବାଦ୍ ପଡିଲା ପୂର୍ବତନ ଚମ୍ପିଆନ: ଦୁଇଥର ବିଶ୍ୱ ବିଜେତା ହୋଇଛି ଏହି ଦଳ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପୂର୍ବରୁ ଆସିଛି ଏକ ବଡ ଖବର । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ପୂର୍ବତନ ବିଶ୍ୱବିଜେତା । ଏପର୍ଯ୍ୟନ୍ତ ଦିନିକିଆ ବିଶ୍ୱକପ ଇତିହାସରେ ଦୁଇଥର ଟ୍ରଫି ହାସଲ କରି ସାରିଥିବା…
SBI ରେ ଆକାଉଣ୍ଟ ଅଛି କି? ଏହିସବୁ ମାଗଣା ସୁବିଧା ଦେଉଛି ବ୍ୟାଙ୍କ, ଉଠାନ୍ତୁ ଫାଇଦା
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ନେଟୱାର୍କ ଥିବା ସରକାରୀ ବ୍ୟାଙ୍କ ହେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଦେଶର ପ୍ରତ୍ୟେକ ଗଳିକନ୍ଦିରେ ଏହି ବ୍ୟାଙ୍କର ଶାଖା ସୃଷ୍ଟି ହୋଇଛି, ତେଣୁ ଏ ମାମଲାରେ ଅନ୍ୟ ବ୍ୟାଙ୍କ ତୁଳନାରେ…
ରିପୋର୍ଟରୁ ହେଲା ମହାଖୁଲାସା! ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ?
ବାଲେଶ୍ୱର: ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ଏକ ମାସ ବିତି ସାରିଛି । ଏହା ମଧ୍ୟରେ ଟ୍ରେନରେ ଥିବା ୨୯୩ ଜଣ ଯାତ୍ରୀ ପ୍ରାଣ ହରାଇ ସାରିଛନ୍ତି । କିନ୍ତୁ ମାମଲାରେ ପ୍ରକୃତ ଦାୟୀ କିଏ, ସେ ନେଇ…
Video: ଟି-୨୦ ବ୍ଲାଷ୍ଟ୍ରେ ଶାହୀନ ଆଫ୍ରିଦୀଙ୍କ ଧମାକା, ପ୍ରଥମ ଓଭରରେ ୪ ଉଇକେଟ୍ ନେଇ ରଚିଲେ ଇତିହାସ
ନୂଆଦିଲ୍ଲୀ: ପାକିସ୍ତାନ ଦ୍ରୁତ ବୋଲର ଶାହିନ ଆଫ୍ରୀଦ ଇଂଲଣ୍ଡରେ ଚାଲିଥିବା ଟି-୨୦ ବ୍ଲାଷ୍ଟରେ ଇତିହାସ ରଚିଛନ୍ତି । ନଟିଂହାମଶାୟର୍ ପାଇଁ ଖେଳି ପ୍ରଥମ ଉଭରରେ ୪ ଟି ଉଇକେଟ୍ ନେଇଥିଲେ । ଏହା ସହିତ ଆଫ୍ରୀଦ ଏପରି ବିରଳ…
ବିଶ୍ୱକପ ପାଇଁ ସରକାର ଦେଉନାହାନ୍ତି ଅନୁମତି: ଯଦି ଭାରତକୁ ନ ଆସେ ପାକିସ୍ତାନ ଟିମ୍, କ’ଣ ହେବ ନିଷ୍ପତ୍ତି?
ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ସୂଚୀ ଘୋଷଣା ହୋଇସାରିଛି । ଏବେ କେବଳ ମହାସମରର ବିଗୁଲ ବାଜିବାକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ତେବେ ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନକୁ ନେଇ ଅନେକ…
ସରକାରଙ୍କ ଏହି ଯୋଜନା ବୁଢା ବୟସରେ ହେବ ସହାୟକ: ମାସକୁ ମିଳିବ ୩,୦୦୦ ଟଙ୍କା
ନୂଆଦିଲ୍ଲୀ: ଭାରତ ଅସଂଗଠିତ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଜାରି ରଖିଛନ୍ତି । ଅସଂଗଠିତ ଶ୍ରମିକମାନଙ୍କୁ ସେମାନଙ୍କ ବୃଦ୍ଧ ବୟସରେ ସାମାଜିକ ସୁରକ୍ଷା ଉଲବ୍ଧ କରାଇବା…
ପାରାଦୀପରେ ଟ୍ରାକ ଛାଡି ଗଡିଗଲା ଟ୍ରେନ: ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ଶିକାର ହେଲା ରେଳ
ପାରାଦୀପ: ବାରମ୍ବାର ଓଡିଶାରେ ଘଟିଚାଲିଛି ରେଳ ଦୁର୍ଘଟଣା । ବାହାନଗା ଦୁର୍ଘଟଣା ପରେ ଏଭଳି ଅନେକ ଘଟଣା ସାମନାକୁ ଆସିସାରିଛି । ବର୍ତ୍ତମାନ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ପାରାଦୀପ ରଙ୍ଗିଆଗଡ ନିକଟରେ । ଏହା…
ପୁଣି ମହାନଦୀରେ ଫସିଛି ହାତୀ: ଜଳସ୍ତର ବଢିଯିବାରୁ ପାଣିରୁ ବାହାରି ପାରିଲାନି ଗଜ
କଟକ: ପୁଣିଥରେ ମହାନଦୀ ପାଣିରେ ଫସିଛି ଏକ ହାତୀ । ବାଙ୍କୀ କୁରୁମଚଇନି ନିକଟ ମହାନଦୀରେ ଏକ ହାତୀ ଫସି ରହିଥିବା ଜାଣିବାକୁ ମିଳିଛି । ପାଣିରେ ଥିବା ବେଳେ ହଠାତ ଜଳସ୍ତର ବୃଦ୍ଧି ପାଇବାରୁ ନଦୀ ଭିତରୁ ବାହାରିବାରେ…