Browsing Category
ଖବର
ଉଦ୍ଧବଙ୍କ ଇମୋସନାଲ କାର୍ଡ: ଫେସବୁକ୍ ଲାଇଭରେ ଉଠାଇଲେ ଇସିଙ୍କ ଉପରେ ପ୍ରଶ୍ନ, ସିନ୍ଦେ ଗ୍ରୁପ୍ ଉପରେ ବି ଟାର୍ଗେଟ୍
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ଶିବସେନା ନାମ ଏବଂ ଧନୁ-ତୀର ଚିହ୍ନକୁ ଅସ୍ଥାୟୀ ଭାବରେ ଫ୍ରିଜ୍ କରିବା ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଏହା ଉପରେ ପ୍ରତିକ୍ରୟା ରଖିଛନ୍ତି । ସେ ଆଜି ଫେସବୁକ୍ ଲାଇଭ ଦ୍ୱାରା…
(Video) ପ୍ରସୂତୀଙ୍କୁ ପ୍ରସବ କରାଇବାକୁ ଆଣିଥିଲେ ଆଶକର୍ମୀ: ଫସିଗଲେ କାଦୁଅରେ…
ଜଣେ ପ୍ରସୂତିଙ୍କ ସନ୍ତାନ ଜନ୍ମ କରାଇବାକୁ ଆଣି କାଦୁଅ ପାଣିରେ ଫସିଛନ୍ତି ଆଶା କର୍ମୀ । ଏ ଦୃଶ୍ୟ ହେଉଛି ଭଦ୍ରକ ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର । ଲଘୁଚାପ…
୮୬ % ସିଇଓଙ୍କୁ ଚିନ୍ତା, ‘୧୨ ମାସ ମଧ୍ୟରେ ଆସିପାରେ ମାନ୍ଦାବସ୍ଥା’: ସର୍ଭେରୁ ଆସିଲା ଫଳାଫଳ
ନୂଆଦିଲ୍ଲୀ: ବୈଶ୍ୱିକ ମାନ୍ଦାବସ୍ଥା ସ୍ଥିତି ଏବେବି ଜାରି ରହିଛି । ଗୋଟିଏ ପଟେ ଯେଉଁଠାରେ ବଡ଼-ବଡ଼ କମ୍ପାନୀ ମାନେ କର୍ମଚାରୀଙ୍କ ଛଟେଇ କରୁଥିବାବେଳେ ଅନ୍ୟପଟେ ଆଇଏମଏଫ ମଧ୍ୟ ବିଶ୍ୱକୁ ଏହି ବିପଦକୁ ନେଇ ସତର୍କ କରାଇଛି…
YouTubeର ଦୀପାବଳି ଅଫର: ବିନା କୌଣସି ବିଜ୍ଞାପନରେ ଉପଭୋଗ କରନ୍ତୁ ମନଛୁଆଁ ଭିଡିଓ
ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଦ୍ୱାରା ଭାରତୀୟଙ୍କ ପାଇଁ ଦୀପାବଳି ଅଫର ଆରମ୍ଭ କରାଯାଇଛି। ଏହି ଅଫରରେ ୟୁଟ୍ୟୁବ୍ ପ୍ରିମିୟମ୍ ସେବା ୩ ମାସ ପାଇଁ ମାତ୍ର ୧୦ ଟଙ୍କାରେ ଦିଆଯାଉଛି।…
‘ଦେଶରେ କମୁଛି ମୁସଲମାନଙ୍କ ଜନସଂଖ୍ୟା’… ମୋହନ ଭାଗବତଙ୍କ ବୟାନ ଉପରେ ଓୱେସୀଙ୍କ ପାଲଟା ଅଭିଯୋଗ
ନୂଆଦିଲ୍ଳୀ: ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦୀନ ଓୱେସୀ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବୟାନ ଉପରେ ପାଲଟା ଅଭିଯୋଗ କରିଛନ୍ତି । ଓୱେସୀ କହିଛନ୍ତି ମୁସଲମାନଙ୍କ ଜନସଂଖ୍ୟା କମ୍ ହେଉଛି ।…
Whatsapp ର ନୂଆ ଫିଚର: ଖୁବଶୀଘ୍ର ଯୋଡ଼ିପାରିବେ ୧ ହଜାରରୁ ଅଧିକ ଲୋକ
ନୂଆଦିଲ୍ଲୀ: Whatsapp ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତ । ଯାହାକି ସାଧାରଣତଃ ଗ୍ରୁପ ପାଇଁ ବେଶ୍ ସହାୟକ ହେବ । ଜଣାପଡ଼ିଛି ଯେ ହ୍ୱାଟ୍ସଆପ୍ ଖୁବଶୀଘ୍ର ଏହାର ପୁରୁଣା ଫିଚରରେ ଅପଡେଟ୍ କରିବାକୁ ଯାଉଛି । ଏହି ନୂଆ…
‘5G Upgrade’ ମେସେଜରୁ ଖାଲି ହୋଇ ଯାଉଛି ଆକାଉଣ୍ଟ: ଏହି ଭୁଲ ନ କରିବାକୁ ପୋଲିସର ଚେତାବନୀ
ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ୫ଜି ସେବା । ବିଭିନ୍ନ ସହରରେ ଜିଓ ଏବଂ ଏୟାରଟେଲ ସର୍ଭିସ ଲଞ୍ଚ ହୋଇ ସାରିଥିବା ବେଳେ ସେପଟେ ସ୍କାମର୍ସମାନେ ମଧ୍ୟ ଆକ୍ଟିଭ ହୋଇ ଯାଇଛନ୍ତି । ୫ଜି ସର୍ଭିସ ନାଁରେ ଲୋକମାନଙ୍କୁ…
ମାଗଣା ଅପରେସନ ନାଁରେ କାଢ଼ିନେଲେ ବୃଦ୍ଧଙ୍କ ଆଖି, ଲଗାଇଦେଲେ କାଚର ଗୋଲି
ଝାଡ଼ଖଣ୍ଡରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଡାକ୍ତର ଜଣେ ବୃଦ୍ଧଙ୍କର ମାଗଣାରେ ଆଖି ଅପରେସନ କରିବା ବାହାନାରେ ଅସଲି ଆଖି କାଢ଼ି ତା’ସ୍ଥାନରେ କାଚ ବାଟି ଲଗାଇଦେଇଥିଲେ ଡାକ୍ତର । ଅପରେସନର କିଛି…
Video: ପୋଲିସ୍ ସାଜିଲା ଚୋର, ପାଟ୍ରୋଲିଂ ସମୟରେ ଦୋକାନ ବାହାରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ନେଇଗଲେ
ନୂଆଦିଲ୍ଲୀ: ଯେତେବେଳେ ରକ୍ଷକ ହୂଏ ଭକ୍ଷକ ଅର୍ଥାତ ଯଦି ବାଡ଼ ଖାଇବ ଫସଲ ଖାଇବ ତେବେ କହିବା କାହାକୁ। ସେହି ଆଧାରରେ ଯଦି ପୋଲିସ ନିଜେ ସାଧାରଣ ଲୋକଙ୍କ ଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରିବା। ଏପରି ଏକ…
(Video) ଲଲିପପ୍ ପାଇଁ ଚାଲିଗଲା ୧୦ ବର୍ଷ ପୁଅର ଜୀବନ, ପରିବାରରେ ଶୋକର ଛାୟା…
ଲଲିପପ୍ ପାଇଁ ଚାଲିଗଲା ୧୦ ବର୍ଷ ପୁଅର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନର୍ଗତ ଢ଼ିମିରିଝୁଳି ଗାଁରେ । ଲଲିପପ ଖାଇବା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।…