Browsing Category

ଖବର

ଲମ୍ବା ଓ ସୁନ୍ଦର କେଶ ରଖି ଗିନିଜ୍ ୱାର୍ଲ୍ଡ ରେକର୍ଡ, କେଶର ଲମ୍ବ ୭ ଫୁଟ ୯ ଇଞ୍ଚ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସ୍ମିତା ଶ୍ରୀବାସ୍ତବ ନିଜର ଲମ୍ବା କେଶ ଲାଗି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ସ୍ମିତା ୧୪ ବର୍ଷରୁ କେଶ କାଟିବା ବନ୍ଦ କରିଦେଇଥିଲେ । ଏବେ ତାଙ୍କ କେଶ ବଢି ବଢି ୭ ଫୁଟ ୯…

(Video) ଗଣତନ୍ତ୍ରର ପର୍ବରେ ସାମିଲ ହେଲେ ସୁପର୍‌ଷ୍ଟାର୍‌ ଚୀରଞ୍ଜୀବୀ, ଅଲ୍ଲୁ ଅର୍ଜୁନ, ଜୁନିୟର୍‌ ଏନ୍‌ଟିଆର୍‌…ଧାଡିରେ ଛିଡା ହୋଇ…

ତେଲେଙ୍ଗାନା: ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆଜି ତେଲେଙ୍ଗାରେ ମତଦାନ ଗ୍ରହଣ ଜାରି ରହିଛି। ଏଥିଲାଗି ସମସ୍ତ ଭୋଟର୍ସ ମାନେ ସକାଳୁ ନିଜ ନିଜ ବୁଥରେ…

ତେଲେଙ୍ଗାନା ନିର୍ବାଚନ: ସମସ୍ତ ୧୧୯ଟି ଯାକ ଆସନରେ ମତଦାନ ଆରମ୍ଭ

ହାଇଦ୍ରାବାଦ: ଆଜି ତେଲେଙ୍ଗାନାରେ ଜାରି ରହିଛି ମତଦାନ ଗ୍ରହଣ। ବର୍ତ୍ତମାନ ସମସ୍ତ ୧୧୯ଟି ଯାକ ଆସନରେ ମତଦାନ ଆରମ୍ଭ ହୋଇସାରିଥିବା ସୂଚନା ରହିଛି। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ…

ଆପଣଙ୍କ ପିଲା ଚିଡ଼ଚିଡ଼ା ଓ ଜିଦ୍ଦି ସ୍ୱଭାବର ହୋଇଥିଲେ ଏମିତି ବୁଝାନ୍ତୁ, ସୁଖ ଶାନ୍ତିରେ ରହିବ ପରିବାର

ମାତା ପିତା ଏବଂ ଅଭିଭାବକମାନେ ନିଜ ପିଲାଙ୍କୁ ଉତ୍ତମ ସଂସ୍କାର ଏବଂ ଶିକ୍ଷା ଦେବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ବେଳେ ବେଳେ ପିଲାମାନଙ୍କ ଜିଦ୍ ପୂରା କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ । ଆଜିକାଲି କିନ୍ତୁ…

(Video) ‘ଶେଷରେ ଈଶ୍ୱର ଆମ ଦୁଃଖ ଶୁଣିଲେ’: ଉତ୍ତରକାଶୀ ସୁଡ଼ଙ୍ଗରୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ଖୁସି ମନାଉଛନ୍ତି ଶ୍ରମିକଙ୍କ ପରିବାର

ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରେ ଫଶି ରହିବା ପରେ ଶେଷରେ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ତେବେ ଶ୍ରମିକମାନେ ସୁଡ଼ଙ୍ଗରୁ ଉଦ୍ଧାର ହେବା ପରେ…

ଛାତିରେ ଅଚାନକ କଷ୍ଟ ହେବା ହୃଦଘାତର ସଂକେତ ନୁହେଁ ତ! ଜାଣନ୍ତୁ ଏହାର ପ୍ରାରମ୍ଭିକ ଲକ୍ଷଣ

ବର୍ତ୍ତମାନ ସମୟରେ ବିଭିନ୍ନ ବୟସ ବର୍ଗର ଲୋକ ହୃଦଘାତରେ ପୀଡିତ । ବୟସ୍କ ଲୋକେ ହୁଅନ୍ତୁ ଅଥବା ଯୁବକ ସମସ୍ତେ ହୃଦଘାତର ଶୀକାର ହେଉଥିବା ଦେଖାଯାଉଛି । ତେବେ ଦେଶରେ ଶୀତଋତୁ ଆରମ୍ଭ ହୋଇସାରିଛି । ଏହି ଋତୁରେ ହୃଦଘାତର…

ବିବାହ ପୂର୍ବରୁ କରନ୍ତୁ ଏହି ପରୀକ୍ଷା: ଦାମ୍ପତ୍ୟ ଜୀବନ ହେବ ସୁଖମୟ, ପିଲା ରହିବେ ସୁସ୍ଥ

ଆରମ୍ଭ ହୋଇଗଲାଣି ବିବାହ ଋତୁ । ବର୍ତ୍ତମାନ ଘରେ ଘରେ ସାହାନାଇ ବାଜିବା ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭେନ୍ୟୁ ବୁକିଂ ଠାରୁ ଆରମ୍ଭ କରି କ୍ୟାଟରିଂ, ଡିଜେ, ଟେଣ୍ଟ ହାଉସ, ଗହଣା, ଲୁଗାପଟା ସପିଙ୍ଗ, ଇତ୍ୟାଦି…

ସରିନି ଟି-୨୦ ସିରିଜ, ଅଷ୍ଟ୍ରେଲିଆ ଫେରିଗଲେ ମାକ୍ସୱେଲ-ସ୍ମିଥ: ସିରିଜ ଅଧାରୁ ୬ ଖେଳାଳିଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ । ଏହି ସିରିଜର ପ୍ରଥମ ୨ଟି ମ୍ୟାଚରେ ବିଜୟଲାଭ କରି ୨-୦ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଆଜି ଏହି ସିରିଜର ତୃତୀୟ ମ୍ୟାଚ…

ସନ୍ଧ୍ୟା ୫ଟା ସୁଦ୍ଧା ସୁଡ଼ଙ୍ଗରୁ ବାହାରିବେ ଶ୍ରମିକ! ପହଞ୍ଚିଲେ ପରିବାର ଲୋକ

ନୂଆଦିଲ୍ଲୀ: ୧୭ ଦିନର ଅପେକ୍ଷା ପରେ ସଫଳତାର ଦ୍ୱାରଦେଶରେ ପହଞ୍ଚିଛି ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ । ବିଭିନ୍ନ ସମସ୍ୟାକୁ ଅତିକ୍ରମ କରି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଟିମର ଶେଷ କାର୍ଯ୍ୟକ୍ରମ ଜାରି…

Tight Jeans ପିନ୍ଧିବା ହୋଇପାରେ ଅସୁବିଧାର କାରଣ: ହୋଇପାରେ ଏହି ଭଳି ସମସ୍ୟା

ଓଡ଼ିଶା ଭାସ୍କର: ମହିଳାମାନେ ଷ୍ଟାଇଲିସ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଥାନ୍ତି । କେଶସଜ୍ଜା, ମେକ୍ଅପ୍, ପୋଷାକ ପରିଧାନ ଇତ୍ୟାଦି ଦ୍ୱାରା ନିଜକୁ ସୁନ୍ଦର କରିବା ପାଇଁ ସେମାନେ ପ୍ରୟାସ କରିଥାନ୍ତି ।…