Browsing Category

ଖବର

(Video) ‘ନଜର ହଟିଲା, ଦୁର୍ଘଟଣା ଘଟିଲା’: ୦.୧ ସେକେଣ୍ଡରେ ଦୁର୍ଘଟଣା ଘଟିପାରେ, ଏସଟିଏର ସଚେତନତା ବାର୍ତ୍ତାରେ ଧୋନୀଙ୍କ ଷ୍ଟମ୍ପିଂ ଆଉଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ସାମାନ୍ୟ ଅସାବଧାନତା କାରଣରୁ ଅନେକ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି । ଏହାଫଳରେ ଅକାଳରେ ଅନେକଙ୍କର ମୃତ୍ୟୁ ଘଟିବା…

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୧ ଶହ ମୋ’ ସେବା କେନ୍ଦ୍ର: ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ, ସୁନ୍ଦରଗଡ଼ ଓ ଜୟପୁରରେ ହେବ ଡାଟା କେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଲେକ୍‍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ମୋ’ ସେବା…

ବଡ ଖୁସି ଖବର: କୃଷକଙ୍କୁ ୬୦୦୦ ଜାଗାରେ ବର୍ଷକୁ ମିଳିବ ୧୨୦୦୦ ଟଙ୍କା: ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପିଏମ୍ କିସାନ ଯୋଜନା ଦେଶର କୋଟି କୋଟି କୃଷକଙ୍କୁ ଖୁବ ସହାୟତା ଯୋଗାଇ ଦେଇଛି । କୃଷକଙ୍କୁ ଆର୍ଥିକ କ୍ଷେତ୍ରରେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଚାଲୁ ରଖିଛନ୍ତି ।…

ବଡ ଖବର; WTC Final-2023 ପାଇଁ ଟିମ୍ ଇଣ୍ଡିଆର ଏହି ଖେଳାଳି ଯିବେ ଲଣ୍ଡନ: ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଏବେ ଜୋରଦାର ପ୍ରସ୍ତୁତି କରୁଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଆସନ୍ତା ଜୁନ୍ ୭ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ…

ପାଣିପାଗ ବିଭାଗର ସୂଚନା: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଝଡବର୍ଷା ସହ ଘନ ଘନ ବଜ୍ରପାତ 

ଭୁବନେଶ୍ୱର: ଆଜି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝଡବର୍ଷା ସହିତ ବଜ୍ରପାତ ନେଇ ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାର କରିଛି । ଏହି ସମୟରେ…

(Video) ମାଗଣା ମାଲ୍ ଛାଡ଼ିବ କିଏ: ଗାଡ଼ିରୁ ଖସି ପଡ଼ିଲା ମଦ ପେଟି: ଲୋକମାନେ ଘରକୁ ବୋହିନେଲେ

ନୂଆଦିଲ୍ଲୀ: ଯେତେ ଦାମ୍ ବଢ଼ିଲେ ବି ଲୋକଙ୍କର ମଦ ପିଇବା କିନ୍ତୁ କମିନଥାଏ । ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଜାଣି ମଧ୍ୟ ଅନେକ ଲୋକ ନିୟମିତ ପ୍ରଚୁର ମଦ୍ୟପାନ କରିଥାନ୍ତି । ଏହି କୁଅଭ୍ୟାସ କାରଣରୁ ଅନେକ ଲୋକ…

(Video) ଅଚାନକ ଏକ ବିରାଟ ଖାଲ ମଧ୍ୟକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍: ଚାଲିଗଲା ୧୦ ତୀର୍ଥଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଦୁର୍ଘଟଣା କୌଣସି କାଳ ଠାରୁ କମ୍ ନୁହେଁ । ଅନେକ ସମୟରେ ଅଚାନକ ଦୁର୍ଘଟଣା ଘଟିବା ବହୁ ଲୋକଙ୍କ ଜୀବନ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଦୁର୍ଘଟଣାରେ ୧୦ ଜଣଙ୍କର ଜୀବନ ଚାଲିଯାଇଛି । ତୀର୍ଥଯାତ୍ରୀଙ୍କୁ…

ଦେଶରୁ ମହୁମାଛି ଅପହରଣ କରାଯାଉଛି! ୧୨ ବର୍ଷରେ ଅପହରଣ ହେଲେଣି ୧୦ ଲକ୍ଷ, କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ!

ନୂଆଦିଲ୍ଲୀ : ଆପଣ ନିଶ୍ଚିତ ଭାବରେ ଲୋକଙ୍କୁ ଅପହରଣ କରାଯିବା ବିଷୟରେ ଶୁଣିଥିବେ । ବେଳେବେଳେ ଶତ୍ରୁତା ପାଇଁ ତ ଅନ୍ୟ କେତେବେଳେ ଚାଲାଣ ପାଇଁ ଅପହରଣ କରାଯାଏ । ଅନେକ ସମୟରେ ପିଲାମାନଙ୍କ ଅପହରଣ ମାମଲା ସାମ୍ନାକୁ ଆସେ…

୨୦୦୦ଟଙ୍କିଆ ନୋଟକୁ ନେଇ ଅଦାଲତରେ ବଡ ନିଷ୍ପତ୍ତି: କ’ଣ ହେଲା ପରିବର୍ତ୍ତନ?

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ରୋକ ଲଗାଇବା ଦିନରୁ ଏହାକୁ ନେଇ ଚର୍ଚ୍ଚା ଲାଜି ରହିଛି । ବର୍ତ୍ତମାନ ଅଦାଲତ ଏହାକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୌଣସି ବ୍ଲାଙ୍କ ସ୍ଲିପ କିମ୍ବା ପରିଚୟ ପତ୍ର…

(Video) ପିମ୍ପୁଡ଼ି ମଧ୍ୟ କ୍ଷୀର ଦିଏ: କ୍ଷୀରକୁ କେହି ନ ପିଇଲେ ପିମ୍ପୁଡ଼ିର ମୃତ୍ୟୁ ଘଟିବ, ସମ୍ପୂର୍ଣ୍ଣ ପ୍ରକ୍ରିୟା କ୍ୟାମେରାରେ ରେକର୍ଡ

ନୂଆଦିଲ୍ଲୀ: ଏ ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୀର ଦେଇଥାନ୍ତି । ଗାଈ, ମଇଁଷି, ଓଟ, ଛେଳି, ମେଣ୍ଢା, ଘୋଡ଼ା ସେମାନଙ୍କର ଛୁଆଙ୍କୁ କ୍ଷୀର ଦେଇଥାନ୍ତି । ତେବେ…