Browsing Category

ଖବର

Asia Cup-2023ରୁ ବାଦ୍ ପଡ଼ିଲେ ଏହି ଷ୍ଟାର ପ୍ଲେୟର: ଫାଇନାଲ ପୂର୍ବରୁ ଦଳକୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ: ପାକିସ୍ତାନ ପରେ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ଫାଇନାଲରେ ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ସେପଟେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ଟିକେଟ ପାଇବା ପାଇଁ ଯୁଦ୍ଧ ଆରମ୍ଭ ହୋଇଛି । ତେବେ…

(Video) ସାମ୍ନାକୁ ଆସିଲା ୧୦୦୦ବର୍ଷ ପୁରୁଣା ଏଲିଅନ ମମିଙ୍କ ମୃତଦେହ, ଦେଖନ୍ତୁ ତା’ର କେତୋଟି ଆଙ୍ଗୁଠି ରହିଛି

ଓଡିଶା ଭାସ୍କର; ବିଚିତ୍ର ତଥା ଏକ ଆଶ୍ଚର୍ଯ୍ୟକର ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି । ଏହା ଅଦ୍ଭୁତ ପରି ମନେ ହେଉଥିବା ବେଳେ ବାସ୍ତବରେ ତାହା ସର୍ବ ସମ୍ମୁଖରେ ପ୍ରଦର୍ଶିତ ହୋଇଛି । ୧୦୦୦ବର୍ଷର ପୁରୁଣା ଏଲିଅନଙ୍କ ମମିର…

ବାଣ ଫୁଟାଇବାର ଥିଲେ ଅଲଗା ରାଜ୍ୟକୁ ଚାଲିଯାଅ… ବାଣ ଉପରେ ବ୍ୟାନ ନେଇ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବାଣ ଉପରେ ବ୍ୟାନ୍ ଆଦେଶ ଜାରି ହୋଇଯାଇଛି । ଦିୱାଲିରେ ବାଣ ତିଆରିରୁ ଆରମ୍ଭ କରି ବିକ୍ରି ଏବଂ ଏହାର ବ୍ୟବହାର ଉପରେ ମଧ୍ୟ ରୋକ ଲଗାଇଛନ୍ତି ସରକାର । ଏହି ମାମଲା ସୁପ୍ରିମକୋର୍ଟରେ…

ନୂଆ ପରିଚୟ ପାଇବ ଯାଜପୁର ମେଡିକାଲ କଲେଜ: ନାମକରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଯାଜପୁର ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ ମିଳିଲା ଗ୍ରୀନ ସିଗନାଲ । ଏହି ବିରାଟ ପରିବର୍ତ୍ତନର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ପ୍ରସିଦ୍ଧ…

ICC ODI Rankingରେ ଜଲୱା ଦେଖାଇଲେ ରୋହିତ-ବିରାଟ-ଗିଲ୍: ଟପ୍-୧୦ ତାଲିକାରେ ଦମଦାର ଏଣ୍ଟ୍ରି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ରେ ଦମଦାର ଫର୍ମରେ ରହିଛନ୍ତି ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ । ଟୁର୍ଣ୍ଣାମେଣ୍ଟର ୩ଟି ଯାକ ମ୍ୟାଚରେ ୩ଜଣଙ୍କ ବ୍ୟାଟ୍ ଖୁବ ଜୋରରେ ଗର୍ଜନ କରୁଥିବା ଦେଖାଯାଇଛି । ଅଧିନାୟକ ରୋହିତ…

ପୁଣି ମାତୁଛି ଭାଇରସ୍: ୭ଟି ଗାଁରେ ଜାରି ହେଲା କଣ୍ଟେନମେଣ୍ଟ ଜୋନ୍, ଖୋଲିବନି ସ୍କୁଲ

କେରଳ: ପୁଣିଥରେ ନିପା ଭାଇରସକୁ ନେଇ ବଢୁଛି ଆତଙ୍କ । କେରଳରେ ୨ ଜଣଙ୍କର ମୃତ୍ୟୁ ପରେ ନିପା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ ଏହି ଭାଇରସକୁ ରୋକିବା ପାଇଁ ପୁଣି ପେରିଛି କଣ୍ଟେନମେଣ୍ଟ ଜୋନ୍ ।…

ଏସିଆ କପ୍ ରେ ଇତିହାସ ରଚିଲେ ସାର୍ ଜାଡେଜା: ବୋଲିଂରେ କରିଦେଲେ ଏଭଳି କମାଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ସାର୍ ଜାଡେଜା ନିଜର କମାଲ ଦେଖାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନେଇ ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର…

କୁଆଁ କୁଆଁ ଶବ୍ଦ କରୁଛି ଏହି ପକ୍ଷୀ: ଶୁଣିଲେ ଛୋଟ ପିଲାର କାନ୍ଦ ଭଳି ଶୁଭାଯାଉଛି

ନୂଆଦିଲ୍ଲୀ: ମଣିଷ ମାନଙ୍କ ପରି ପଶୁପକ୍ଷୀ ମାନଙ୍କର ବି ଏକ ଅଲଗା ଦୁନିଆ ରହିଥାଏ । ଯେଉଁଠାରେ ସେମାନେ କାନ୍ଦନ୍ତି, ଦୁହେଁ ଦୁହିଁଙ୍କ ଭାଷା ବୁଝିଥାନ୍ତି । ଆହୁରି ଅନେକ ପ୍ରକାରର କାର୍ଯ୍ୟ କରିଥାନ୍ତି । ତେବେ…

ନୂଆ ସଂସଦ ଭବନ ପାଇଁ ନୂଆ ୟୁନିଫର୍ମ: ଗଣେଶ ପୂଜାରେ ଆୟୋଜନ ହେବ ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନର ଶୁଭାରମ୍ଭ କରାଯିବ । ତେଣୁ ଏହାପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହେଉଛି । ତେବେ ଏହଭଳି ଏକ ଐତିହାସିକ ମୁହୂର୍ତ୍ତରେ ସମସ୍ତଙ୍କୁ ୟୁନିଫର୍ମ…

(Video)କେନ୍ଦ୍ରାପଡା ପରି ପୁଣି ଏକ ସମାନ ଘଟଣା; ଫେରାର ହୋଇ ଅନ୍ୟ ଜାତିରେ ବିବାହ କରିବାରୁ ବଞ୍ଚିଥାଉ ଥାଉ ଝିଅର ଶୁଦ୍ଧି କ୍ରିୟା କଲେ ବାପା

ଗଜପତି; ବଞ୍ଚିଲା ଝିଅର ଫଟୋରେ ଫୁଲ ମାଳ ପକାଇଲେ ବାପା-ମାଆ । ଏହା ସହ ବ୍ରାହ୍ମଣକୁ ଡାକି ଝିଅର ଶୁଦ୍ଧି କ୍ରିୟା କରିଛନ୍ତି । ଏପରି ଏକ ଶୁଦ୍ଧି କ୍ରିୟା କରି ବଞ୍ଚିଲା ଝିଅ ମରିଯାଇଛି ବୋଲି ଗାଁର ସବୁ ଲୋକଙ୍କୁ…