Browsing Category

ଖବର

ଟମାଟୋ ଦାମ୍ ୧୦୦ ଟପିବାର କାରଣ କ’ଣ: ପ୍ରତିବର୍ଷ ବର୍ଷା ଦିନେ ଟମାଟୋ ମହଙ୍ଗା ହେଉଛି କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ଟମାଟୋ ମୂଲ୍ୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପୂର୍ବରୁ ଟମାଟୋ କିଲୋ ୨୦-୩୦ ଟଙ୍କା ରହିଥିବା ବେଳେ ଏବେ ତାହା ସେଞ୍ଚୁରୀ ମାରିଛି । ଦେଶର ବିଭିନ୍ନ ରାଜ୍ୟର ଟମାଟୋ…

(Video) ଗବେଷଣାରୁ ଭାଇରସର ପର୍ଦ୍ଦାଫାଶ! ବିଶ୍ୱରେ ଆତଙ୍କରାଜ ପାଇଁ ଚୀନ ହିଁ ବାହାର କରିଥିଲା ଏହି ମହାମାରୀ

ନୂଆଦିଲ୍ଲୀ: ଗବେଷଣାରୁ ଚୀନର ଏକ କଳା କାରନାମା ଉପରୁ ଉଠିଛି ପରଦା । ସାରା ବିଶ୍ୱରେ ଆତଙ୍କ କେଳାଇବା ପାଇଁ ଚୀନ କରିଥିବା ସାଜିସ ଏବେ ଲୋକଲୋଚନକୁ ଆସି ସାରିଛି । ଏକ ଭାଇରସକୁ ସାରା ବିଶ୍ୱରେ ସଂକ୍ରମଣ କରି ଆତଙ୍କ…

(Video) ସମୁଦ୍ର ଭିତରୁ ମିଳିଲା ଟାଇଟନ ବୁଡାଜାହାଜ: ୫ କୋଟିପତିଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦୀର୍ଘ ୧୧ ଦିନ ପରେ ମିଳିଛି ଗଭୀର ସମୁଦ୍ରରେ ବୁଡି ଯାଇଥିବା ଟାଇଟନ ବୁଡାଜାହାଜର ସନ୍ଧାନ ଏବଂ ଏହାକୁ ଉଦ୍ଧାର କରାଯାଇଛି । ଏହାସହିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରୋବୋଟ ବର୍ତ୍ତମାନ ନିଖୋଜ ଥିବା ସମସ୍ତ…

କରମଣ୍ଡଳ ଦୁର୍ଘଟଣାରେ ବଢିଲା ମୃତ୍ୟୁସଂଖ୍ୟା: SCBରେ ଆଉ ଜଣେ ଆହତଙ୍କ ମୃତ୍ୟୁ

କଟକ: ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାରେ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାର ପ୍ରାୟ ୨୮ ଦିନ ପରେ ଆଜି ଚିକିସବାରତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଜଣେ ଆହତ ଯାତ୍ରୀ । ଟ୍ରେନ ଦୁର୍ଘଟଣାରେ…

ଜୁନ୍ ୩୦ରୁ ମାଗଣା ରାସନ ସେବା ବନ୍ଦ, ମିଳିବନି ଚାଉଳ-ଗହମ! କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ରାସନ କାର୍ଡ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ବଡ ଖବର । ଆଉ ଦୁଇ ଦିନ ପରେ ରାସନ କାର୍ଡରେ ମାଗଣା ଚାଉଳ ଏବଂ ଗହମ ପାଇବେନି ଗ୍ରାହକ । କାରଣ ଜୁନ୍ ୩୦ ତାରିଖରେ ଏକ ବଡ ନିୟମରେ ପରିବର୍ତ୍ତନ ହେଉଛି । ଯାହା…

ବଡ ପରଦାରେ ଫ୍ଲପ୍ ହେଲା ‘ଆଦିପୁରୁଷ’: ଟେଲିଭିଜନକୁ ଫେରିବ ରାମାନନ୍ଦ ସାଗରଙ୍କ ‘ରାମାୟଣ’!

ଭୁବନେଶ୍ୱର: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ‘ଆଦିପୁରୁଷ’ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ ହୋଇଛି । ସିନେମାର ସଂଳାପରୁ ଆରମ୍ଭ କରି ବେଶଭୂଷା ସବୁକୁ ନେଇ ଖୁବ ଆଲୋଚନା ହୋଇଛି । ଅନେକ ପ୍ରଶଂସକ ଏବଂ…

ଅର୍ଥମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ କଲେ ଦାବି: ଏହି ବ୍ୟବସାୟ ଉପରେ GST ଛାଡ଼ କରିବା ପାଇଁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ବ୍ୟବସାୟ ଉପରେ ଜିଏସଟି ଛାଡ କରିବା ପାଇଁ ଏହି ଚିଠିରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।…

ବିଶ୍ୱକପ ମାନିଆ: ଅହମ୍ମଦାବାଦ ହୋଟେଲରେ ରାତ୍ରିଯାପନ ପାଇଁ ୫୦ ହଜାର ଟଙ୍କା, ତଥାପି ସବୁ ରୁମ୍ ବୁକ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩କୁ ଆହୁରି ୧୦୦ ଦିନ ବାକି ରହିଛଇ । କିନ୍ତୁ ଏବେଠୁ କ୍ରିକେଟପ୍ରେମୀଙ୍କ ମନରେ ଦେଖିବାକୁ ମିଳିଛି ବିଶ୍ୱକପ ପାଇଁ ଉତ୍ସାହ । ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ମଧ୍ୟ ଏହାର ଫାଇଦା…

ପବିତ୍ର ବାହୁଡା ଯାତ୍ରାରେ ଜଳିଗଲା ମହାପ୍ରଭୁଙ୍କ ରଥ: ୬ ଜଣ ଶ୍ରଦ୍ଧାଳୁ ମୃତ

ତ୍ରିପୁରା: ଆଜି ସାରା ଭାରତରେ ପାଳନ ହେଉଛି ମହାପ୍ରଭୁଙ୍କ ପବିତ୍ର ବାହୁଡାଯାତ୍ରା । ନବଦିନାତ୍ମକ ଲୀଳା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଚତୁର୍ଦ୍ଧାମୂରତୀ । କିନ୍ତୁ ଏହି ପର୍ବରେ ଘଟିଚାଲିଛି ଅନେକ ଅଘଟଣ…

ବାହୁଡାଯାତ୍ରାରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ: ରଥଟଣା ବେଳେ ପ୍ରାଣ ହରାଇଲେ ୩ ଭକ୍ତ

ଭୁବନେଶ୍ୱର: ଆଜି ପବିତ୍ର ବାହୁଡାଯାତ୍ରା । ମାଉସୀମା’ ମନ୍ଦିରରେ ୯ ଦିନର ଲୀଳାଖେଳା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ୩ ଦିଅଁ । କିନ୍ତୁ ଏଭଳି ଏକ ପବିତ୍ର ଦିବସରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି ।…