Browsing Category

ଖବର

Video: ମ୍ୟାଚ ପରେ ଗାଙ୍ଗୁଲିଙ୍କ ସହିତ ହାତ ମିଳାଇଲେନି ବିରାଟ କୋହଲି: ମ୍ୟାଚ୍ ମଝିରେ ଗାଙ୍ଗୁଲିଙ୍କୁ କାହିଁକି ଏପରି ଚାହିଁଲେ ବିରାଟ

ନୂଆଦିଲ୍ଲୀ : ଆଇପିଏଲର ୧୬ ତମ ସିଜନରେ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ତୃତୀୟ ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିଛି ବେଙ୍ଗାଲୁରୁ। ଏହି ମ୍ୟାଚରେ ଆରସିବି ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ଏହି…

ନିଜ ମୋବାଇଲ୍‌ରେ କ’ଣ କରିଥାନ୍ତି ଭାରତୀୟ ପୁରୁଷ ? ତାଜା ରିପୋର୍ଟରେ ଖୋଲିଲା ପୋଲ୍‌, ମହିଳାଙ୍କୁ ନେଇ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିର ସମୟରେ, ପ୍ରତ୍ୟେକ ଲୋକେ ନିଜର ସହିତ ୨୪ ଘଣ୍ଟା ସ୍ମାର୍ଟଫୋନ୍ ଧରି ବୁଲୁଛନ୍ତି । ଯେପରି ଏହା ସେମାନଙ୍କ ଜୀବନର ଏକ ଅମୂଲ୍ୟ ସମ୍ପଦ । ପ୍ରତିଦିନ ମୋବାଇଲରୁ କଲ୍ କରିବା ବ୍ୟତୀତ, ଆମେ ଏହାକୁ ସୋସିଆଲ…

ମଝି ଆକାଶରେ ଫାଟିଗଲା ବିମାନର ସାମନା କାଚ: କୋଲକାତା ଏୟାରପୋର୍ଟରେ କଲା ଲାଣ୍ଡିଂ

କୋଲକାତା: ଅନେକ ଥର ବିମାନ ଉଡିବା ବେଳେ ହେଉଥିବା ଦୁର୍ଘଟଣା ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେକିବାକୁ ମିଳିଛି । ମଝି ଆକାଶରେ ବିମାନର କାଚ ଫାଟିଯିବାରୁ ସମସ୍ତଙ୍କ ପ୍ରତି ଏକ ଭୟଙ୍କର…

ହିନ୍ଦୀ, ଇଂରାଜୀ ପରେ ୧୩ଟି ଭାଷାରେ ହେବ ସିଏପିଏଫ ଭର୍ତ୍ତି ପରୀକ୍ଷା: ଓଡିଆ ଭାଷାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସିଏପିଏଫରେ ଭର୍ତ୍ତି ହେବାକୁ ଇଚ୍ଛା ରଖିଥିବା ଯୁବବର୍ଗଙ୍କ ପାଇଁ ଆସିଛି ଏକ ବଡ ଖବର । ଏଥିପାଇଁ ହେବାକୁ ଥିବା ପରୀକ୍ଷାରେ ହୋଇଛି ଏକ ବଡ ପରିବର୍ତ୍ତନ । ଏଣିକି ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଅନ୍ୟ ୧୩ଟି…

ବାରିପଦା ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର: ଝାରସୁଗୁଡା ବି ଟପ୍-୧୦ରେ ସାମିଲ

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ତ୍ତମାନ ପ୍ରଚଣ୍ଡ ଖରାର ପ୍ରକୋପ ଦେଖିବାକୁ ମିଳିଛି । ତେବେ ବିଶେଷ କରି ବାରିପଦା ସହର ଗରମରେ ରେକର୍ଡ ଭାଙ୍ଗି ସାରିଲାଣି । କେବଳ ରାଜ୍ୟ ନୁହେଁ, ସାରା ବିଶ୍ୱରେ ମଧ୍ୟ ଏଠାକାର ତାତି…

ସମ୍ବଲପୁର ସହରରେ କର୍ଫ୍ୟୁ: ମଧ୍ୟରାତ୍ରରୁ ଜାରି ହେଲା କଟକଣା

ସମ୍ବଲପୁର: ରାତି ୧୨ଟାରୁ ସମ୍ବଲପୁର ସହରରେ ଜାରି ହୋଇଛି କର୍ଫ୍ୟୁ । ବିଭିନ୍ନ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏମିତି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ବଲପୁର ସହରର ମୋଟ ୬ଟି ଥାନା…

ଓଡ଼ିଶାରେ ଯାଞ୍ଚ ହେବ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ: ସୂଚନା ଦେଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଂଟନର ଯାଂଚ ହେବ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି । ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ପହଂଚିବା ପରେ ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା…

ପ୍ରାଇଭେଟ ପାର୍ଟକୁ ଚୋବାଇ ଦେଲା ପିଟବୁଲ: ରାଗରେ ହତ୍ୟା କରିଦେଲେ ଗ୍ରାମବାସୀ

ନୂଆଦିଲ୍ଲୀ: କୁକୁରମାନଙ୍କ ଭିତରେ ପିଟବୁଲ କୁକୁର ଏକ ଭୟଙ୍କର ପ୍ରଜାତିର ହୋଇଥାଏ । ଏମାନେ ସ୍ୱଭାବରେ ଖୁବ ରାଗୀ ଏବଂ ହିଂସ୍ର ହୋଇଥାନ୍ତି । ଏବେ ଏହି ପିଟବୁଲ କୁକୁରକୁ ନେଇ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି । ଏହି…

‘୨୦୨୪ ରେ ବିଜେପି ଜିତିବା ପରେ ରାମ ନବମୀ ରାଲି ଉପରେ ଆକ୍ରମଣ କରିବାକୁ କେହି ସାହସ କରିବେ ନାହିଁ’: ଅମିତ ଶାହା

ନୂଆଦିଲ୍ଲୀ: ରାମନବମୀ ରାଲିରେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ହିଂସା ପରେ ବିଜେପି ଏବଂ ମମତା ବାନାର୍ଜୀଙ୍କ ଟିଏମ୍‌ସି ମୁହାଁମୁହିଁ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ପଶ୍ଚିମବଙ୍ଗର ସୁରିରେ ଏକ…

ବଡ ଖବର: ବିଜୁଳି ଉପରେ ମିଳିବନି ସବସିଡି, ରାଜଧାନୀ ବାସୀଙ୍କୁ ବଡ ଝଟକା ଦେଲେ ସରକାର

ନୂଆଦିଲ୍ଲୀ: ବିଜୁଳି ଉପରେ ଗ୍ରାହକଙ୍କୁ ମିଳୁଥିବା ସବସିଡି ଉପରେ ବଡ ଘୋଷଣା କରିଛନ୍ତି ସରକାର । ସବସିଡିଯୁକ୍ତ ବିଜୁଳି ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏପ୍ରିଲ ୧୪ ତାରିଖ ଆର୍ଥାତ୍ ଆଜିଠାରୁ ଏହି…