Browsing Category
ଖବର
ଆଜି ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ: ଉପସ୍ଥିତ ନ ରହିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲାର ସମସ୍ତ…
ଆଜି ଶୁକ୍ର ବନାଇବେ ଗଜଲକ୍ଷ୍ମୀ ରାଜଯୋଗ; ଏହି 3 ରାଶିର ଚମକିବ ଭାଗ୍ୟ, ସୁଧୁରିବ ଆର୍ଥିକ ସ୍ଥିତି
ଓଡ଼ିଶା ଭାସ୍କର: ଆଜି ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥି, ଶନିବାର। ଦ୍ୱୀତିଆ ତିଥି ଆଜି ରାତି ୧୦:୪୩ ପର୍ଯ୍ୟନ୍ତ ରହିବ। ଆସନ୍ତାକାଲି ସକାଳ ୪:୦୬ ପର୍ଯ୍ୟନ୍ତ ବ୍ୟତିପାତ ଯୋଗ ରହିବ। ଆଜି ଆଶ୍ଳେଷା ନକ୍ଷତ୍ର…
Motivation: ମନୋବଳ କରନ୍ତୁ ଦୃଢ଼! ଭାଗ୍ୟକୁ ଦୋଷ ଦେଉଥିବା ଲୋକଙ୍କୁ ଧରାଦିଏନି ସଫଳତା
ଓଡିଶା ଭାସ୍କର: କୁହାଯାଏ ଯେ ଯେତେବେଳେ ଏକ ଶିଶୁ ଜନ୍ମ ନିଏ, ସେ ନିଜ ଭାଗ୍ୟକୁ ନିଜ ସହିତ ନେଇଆସନ୍ତି, କାରଣ ସୃଷ୍ଟିକର୍ତ୍ତା ପୂର୍ବରୁ ତାଙ୍କ ଭାଗ୍ୟ ଲେଖି ସାରିଛନ୍ତି। ସେହି ସମୟରେ, କିଛି ଲୋକ ବିଶ୍ୱାସ କରନ୍ତି ଯେ…
ଦିଲ୍ଲୀ ଠୁ ବଳିଗଲା ବିହାର! ଚଳନ୍ତା ଆମ୍ବୁଲାନ୍ସରେ ଜଘନ୍ୟକାଣ୍ଡ, ଚିକିତ୍ସା ପାଇଁ ଯାଉଥିବା ଯୁବତୀଙ୍କୁ ଗ୍ୟାଙ୍ଗ ରେଫ୍
ବିହାର: ବିହାର ଗୟାଜି ଜିଲ୍ଲାହ ପ୍ରସିଦ୍ଧ ଧର୍ମ ନଗରୀ ବୋଦ୍ଧଗୟାରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବିଏପି-୩ରେ ହୋମଗାର୍ଡ ନିଯୁକ୍ତି ପାଇଁ ଆସିଥିବା ଯୁବତୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ କରାଯାଇଛି। ୩ରୁ ୪ ଜଣ…
ମହିଳା ରାଜନେତ୍ରୀଙ୍କର ଅଭଦ୍ର ଭିଡିଓ YouTubeରେ ଅପଲୋଡ କରିଥିଲେ ସାମ୍ବାଦିକ, ଭର୍ତ୍ସନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଭାରତର ସୁପ୍ରିମ୍ କୋର୍ଟ କେରଳର ଜଣେ ସାମ୍ବାଦିକ ନନ୍ଦକୁମାର ଟିପିଙ୍କୁ ତାଙ୍କ ଇଉଟ୍ୟୁବ ଚ୍ୟାନେଲ ‘କ୍ରାଇମ ଅନଲାଇନ’ରେ ଜଣେ ମହିଳା ରାଜନେତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ଏବଂ ଅଭଦ୍ର ଭିଡିଓ ପ୍ରସାରଣ…
ଟେଷ୍ଟରେ ଇତିହାସ ରଚିଲେ ଏହି ଖେଳାଳି, ସଚିନ ତେନ୍ଦୁଲକର ବି ପଡ଼ିଗଲେ ପଛରେ
ନୂଆଦିଲ୍ଲୀ: ଜୋ ରୁଟ୍ ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଏକ ବଡ଼ ଇନିଂସ ଖେଳିଛନ୍ତି। ଏହାସହ ଭାରତୀୟ ବୋଲରମାନଙ୍କୁ କଡ଼ା ଟକ୍କର ଦେଇଛନ୍ତି।
ରୁଟ୍ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି ଏବଂ ଚଳିତ ଟେଷ୍ଟ…
ମାନିଲେନି ବନ୍ୟା, ଉବୁଟୁବୁ ପାଣି ଭିତରେ ବର କନିଆଁଙ୍କ ପଡ଼ିଲା ହାତଗଣ୍ଠି
ଓଡ଼ିଶାଭାସ୍କର: ମାନିଲେନି ବଢ଼ି ପାଣି। ଆଣ୍ଠୁଏ ପାଣି ଭିତରେ ବର କନିଆଁଙ୍କ ପଡ଼ିଲା ହାତଗଣ୍ଠି। ଉଛୁଳା ପାଣି ଭିତରେ ସାତ ଜନ୍ମର ସାଥୀ ହେଲେ ନବ ଦମ୍ପତ୍ତି। ଆଉ ସାଥୀରେ ଥିଲେ ଉଭୟଙ୍କ ପରିବାର ଲୋକ।
ହଁ ଆଜ୍ଞା…
ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି…
ସୁନ୍ଦରଗଡ଼:ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ଟିବିରୋଗୀଙ୍କୁ ସହାୟତା କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ 'ନିକ୍ଷୟମିତ୍ର' କାର୍ଯ୍ୟକ୍ରମ ସହ ହାତ…
A.D ରତ୍ନ ତେଜାଙ୍କୁ ଭୁବନେଶ୍ୱରର ନୂଆ ଚିଫ୍ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେଲା SBI
ଭୁବନେଶ୍ୱର: ଘୋଷଣା ହେଲା ଭୁବନେଶ୍ୱର SBI ମଣ୍ଡଳର ନୂଆ ମୁଖ୍ୟ ମହାପ୍ରବନ୍ଧକ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶ୍ରୀ ରତ୍ନତେଜା ଦିନକର ଅକେଲ୍ଲାଙ୍କୁ ଏହାର ଭୁବନେଶ୍ୱର ମଣ୍ଡଳର ନୂଆ ଚିଫ୍ ଜେନେରାଲ ମ୍ୟାନେଜର ଭାବେ…
ଏହି ଗାଁରେ ନିଜ ଭଉଣୀକୁ ବିବାହ କରେ ଭାଇ, ବାପା-ମା’ ହୋଇଯାଆନ୍ତି ଶାଶୁ ଶ୍ୱଶୁର
ଥାଇଲ୍ୟାଣ୍ଡ: ଅଜବ ଗାଁ। ଏହି ଗାଁରେ ରହିଛି ଏକ ଭିନ୍ନ ପରମ୍ପରା। ଯେଉଁଠାରେ ନିଜ ମାଆ ପେଟରେ ଭଉଣୀକୁ ବିବାହ କରେ ଭାଇ। ଆଉ ବାପା ମା ହେଇଯାଆନ୍ତି ଶାଶୁ-ଶ୍ୱଶୁର।
ତେବେ ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ…