Browsing Category

ଖବର

ସ୍ବାମୀର ଗଞ୍ଜଣା ସହିପାରିଲାନି ସ୍ତ୍ରୀ, ଦୁଇ ଝିଅଙ୍କୁ ବିଷମିଶା କୋଲ୍ଡଡ୍ରିଙ୍କ ପିଆଇ ନିଜେ ପିଇଦେଲା

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀଙ୍କ ଗଞ୍ଜଣା ସହିନପାରି ଦୁଇ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ…

ବଡ଼ ଖବର; ଏହି ଷ୍ଟାର କ୍ରିକେଟର ସ୍ତ୍ରୀଙ୍କ ନାଁରେ ଆସିଲା ହତ୍ୟା ଅଭିଯୋଗ, ଝିଅ ବି ଫସିଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଜଣେ ଷ୍ଟାର କ୍ରିକେଟରଙ୍କ ସ୍ତ୍ରୀଙ୍କୁ ନେଇ ଆସିଲା ବଡ଼ ଖବର। ନାଁରେ ଆସିଲା ହତ୍ୟା ଉଦ୍ୟମ ଅଭିଯୋଗ। ଏନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେ ହେଉଛନ୍ତି ମହମ୍ମଦ ଶାମିଙ୍କ ପତ୍ନୀ…

ଆସନ୍ତା 21 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ଆଲର୍ଟରେ ରହିବ ଏହି ଜିଲ୍ଲା

ଭୁବନେଶ୍ବର:  ରାଜ୍ୟରେ ପୁଣି ବର୍ଷା ଜାରି ରହିବ । ଆସନ୍ତା 21 ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଷା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । କିଛି…

TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆକ୍ରମଣ ପାଇଁ କଲା ଦାୟୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପାଇଁ ଦାୟୀ କରିଥିବା ପାକ୍ ସମର୍ଥିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଆମେରିକା ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି । ଏପ୍ରିଲ 22 ତାରିଖରେ ପହଲଗାମର ବୈସାରନ ଉପତ୍ୟକାରେ…

ଆଜି କନ୍ୟା ରାଶି ସମେତ ଏହି 4ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଚାକିରି, ଅଚାନକ ମିଳିପାରେ ଧନ

ଭୁବନେଶ୍ବର: କୁହାଯାଏ କୁଣ୍ଡଳୀରେ ଯାହା ଲେଖାଥାଏ, ସେହି ଅନୁସାରେ ଫଳ ମିଳିଥାଏ । ରାଶିଚତକ୍ରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ମିଥୁନ- ଆଜି କାମରେ ଆପଣଙ୍କର ଭାବନାକୁ ନିୟନ୍ତ୍ରଣ କରନ୍ତୁ । ଅତ୍ୟଧିକ…

ପୁଅ ମୃତ୍ୟୁର ୫ ଦିନ ପରେ ବୋହୂକୁ ବିବାହ କଲା ଶ୍ୱଶୁର, ଭାଇରାଲ ହେଉଛି ଫଟୋ!

ଉତ୍ତରପ୍ରଦେଶ: ପୁଅ ମୃତ୍ୟୁର ୫ ଦିନ ପରେ ବୋହୂକୁ ବିବାହ କଲା ନିଜର ବୃଦ୍ଧ ଶ୍ୱଶୁର। ଏକଥାଟି ପ୍ରକୃତରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା। ହେଲେ ଏବେ ଏମିତି ଏକ ଫଟୋ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ଯାହାକୁ…

ଟେଷ୍ଟ ସିରିଜ୍ ମଧ୍ୟରେ ଭାରତୀୟ ଦଳ ପାଇଁ ଆସିଲା ଏକ ଖରାପ ଖବର, ଆହତ ହେଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ:  ଇଂଲଣ୍ଡ ବିପକ୍ଷରେ ୫ଟିକିଆ ଟେଷ୍ଟ ସିରିଜରେ ଭାରତୀୟ ଦଳ ୧-୨ରେ ପଛରେ ଅଛି। ଦୁଇ ଦଳ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ୨୩ ଜୁଲାଇରୁ ଖେଳାଯିବ। ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍ ସମାନ କରିବାକୁ…

ହିନ୍ଦୁ ଝିଅଙ୍କ ଉପରେ ବିପଦ, ଗାଁରୁ ଝିଅ ହେଉଛନ୍ତି ଉଭାନ

ଉତ୍ତରପ୍ରଦେଶ: ଥରେ ଭାବନ୍ତୁ.. ଆପଣ ଯେଉଁଠାରେ ରୁହନ୍ତି, ସେଠାରେ ଝିଅମାନେ ଧୀରେ ଧୀରେ ନିଖୋଜ ହେବାକୁ ଲାଗିବେ। ଏହା ଜାଣିବା ପରେ ଆପଣଙ୍କ ସହିତ କ'ଣ ହେବ। ଆପଣ ନିଜେ ଆପଣଙ୍କ ଘରର ଝିଅମାନଙ୍କୁ ବାହାରକୁ ଯିବାକୁ…

ବିଧାନସଭା ପରିସରର ପାଲଟିଲା ଯୁଦ୍ଧକ୍ଷେତ୍ର, ହାତାହାତି ହେଲେ ସମର୍ଥକ

ମହାରାଷ୍ଟ୍ର: ବିଧାନସଭା ପାଲଟିଲା ରଣକ୍ଷେତ୍ର। ହାତାହାତି ହେଲେ ବିଧାୟକଙ୍କ ସମର୍ଥକ। ବିଜେପି ବିଧାୟକ ଏବଂ ଏନସିପି ଶରଦ ଗୋଷ୍ଠୀର ବିଧାୟକଙ୍କ ସମର୍ଥକ ମଧ୍ୟରେ ତୁମୁଳକାଣ୍ଡ। ହାତାହାତି ହେଲେ ଦୁଇ ଗୋଷ୍ଠୀର ସମର୍ଥକ…

୨ ଅଗଷ୍ଟରେ ହେବ ବଡ଼ ସୂର୍ଯ୍ୟପରାଗ, ଅନ୍ଧାର ହୋଇଯିବ ପୁରା ଦୁନିଆ

ନୂଆଦିଲ୍ଲୀ: ୨ ଅଗଷ୍ଟ ୨୦୨୭ ରେ ଏକ ଅତ୍ୟନ୍ତ ବିରଳ ସୂର୍ଯ୍ୟଗ୍ରହଣ ଦେଖାଯିବ। ଏଥିରେ, ମଧ୍ୟାହ୍ନରେ ଆକାଶ କଳା ଅନ୍ଧକାରରେ ଆଚ୍ଛାଦିତ ହେବ। ବିଶ୍ୱର ବିଭିନ୍ନ ମହାଦେଶରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଏହାକୁ ସହଜରେ…