Browsing Category
ଖବର
ତୀର୍ଥରେ ଯିବେ ବରିଷ୍ଠ ନାଗରିକ, ସେପ୍ଟେମ୍ବର 10ରେ ଭୁବନେଶ୍ବରରୁ ବାହାରିବ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ
ଭୁବନେଶ୍ବର: ଏଥର ଦେଶର ବିଭିନ୍ନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ ବରିଷ୍ଠ ନାଗରିକ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ତୀର୍ଥଯାତ୍ରା ଯୋଜନା ହୋଇଛି ।…
ଗବେଷଣାରୁ ବଡ଼ ଖୁଲାସା, ଟମାଟୋ ଗଛ ବି କାନ୍ଦନ୍ତି, ଆଉ ତାଙ୍କ କାନ୍ଦ ପତଙ୍ଗମାନେ ଶୁଣି ଅଣ୍ଡା ଦିଅନ୍ତି
ନୂଆଦିଲ୍ଲୀ: ଆପଣମାନେ କ'ଣ ଜାଣିଛନ୍ତି ଗଛ ମାନେ ବି କଥା ହୁଅନ୍ତି। ଆଉ ତାଙ୍କ ଶବ୍ଦ ବି ଶୁଣି ହୁଏ। ହେଲେ ସମସ୍ତଙ୍କୁ ନୁହେଁ, ବରଂ କିଛି କୀଟ ପତଙ୍ଗ ମାନଙ୍କୁ। ଯାହାର ଖୁଲାସା କରିଛନ୍ତି ବୈଜ୍ଞାନିକମାନେ।
ହଁ,…
ଜୁଲାଇ 21ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ବର: ଆସନ୍ତା ସୋମବାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଜୁଲାଇ 21ରେ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ…
(Video) ବାହାଘର ପରେ ତଣ୍ଟିଆ ଖାଇ ବିଦା ହେଲା ଭଉଣୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
ଓଡିଶା ଭାସ୍କର: ବିବାହ ଏପରି ଏକ ମୁହୂର୍ତ୍ତ ଯେଉଁଠାରେ ହସ, ଲୁହ ଆବେଗର ମିଶ୍ରଣ ଦେଖିବାକୁ ମିଳେ । ବିବାହ ବିଦାୟୀ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଭିଡିଓରେ କନ୍ୟା ଚିତ୍କାର କରି…
ଏଣିକି ସ୍କୁଲରେ ଲାଗିବ ‘ଅଏଲ୍ ବୋର୍ଡ’,ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ CBSEର ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: CBSEର ବଡ଼ ପଦକ୍ଷେପ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବଢୁଥିବା ମୋଟାପଣ…
ଆସନ୍ତାକାଲି ଓଡ଼ିଶା ବନ୍ଦ, କଂଗ୍ରେସ କର୍ମୀଙ୍କୁ ଜଗିବ ଡ୍ରୋନ୍
ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସ କର୍ମୀଙ୍କ ଓଡ଼ିଶା ବନ୍ଦ ଡାକରା। FM କଲେଜ ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ଉଠୁଛି ପଡୁଛି ରାଜନୀତି। ପିଡୀତା ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା…
ଟେଷ୍ଟ ଟିମକୁ କମବ୍ୟାକ କରିବେ କିଙ୍ଗ କୋହଲି, ଭେଟେରାନଙ୍କ ଅପିଲ ପରେ ଚର୍ଚ୍ଚା
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ପରାଜୟ ପରେ, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅବସର ନେଇ ବଡ଼ ବୟାନ ଆସିବା ଆରମ୍ଭ ହୋଇଛି। ଲର୍ଡସରେ ପରାଜୟ ପରେ ଗୋଟିଏ ପଟେ ଗୌତମ ଗମ୍ଭୀର, ଶୁଭମନ ଗିଲ…
FM କଲେଜ୍ ଛାତ୍ରୀ ଆତ୍ମଦାହ ଘଟଣା, ଯୁଆଡ଼େ ଗଲେ ନାଁ ପକାଉଥିଲେ ଅଭିଯୁକ୍ତ ସମୀର ସାର୍
ବାଲେଶ୍ୱର: ବାଲେଶ୍ୱର FM କଲେଜ୍ ଛାତ୍ରୀ ଆତ୍ମଦାହ ଘଟଣା। ଅଭିଯୁକ୍ତ ସମୀର ସାରଙ୍କର ଗୋଟେ ପରେ ଗୋଟେ ଖୋଲୁଛି ପୋଲ୍। ଯୁଆଡ଼େ ଯାଉଥିଲେ ସିଆଡ଼େ ନିଜର ଖରାପ ଚରିତ୍ରକୁ ପ୍ରଦର୍ଶନ କରୁଥିଲେ।
ଅର୍ଥାତ୍ ପୂର୍ବରୁ ମଧ୍ୟ…
ନୂଆ ଢାଞ୍ଚାରେ ହେବ ମେଟ୍ରୋ ପ୍ରକଳ୍ପ, ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
ଭୁବନେଶ୍ବର: ନୂଆ ଢାଞ୍ଚାରେ ହେବ ମୋଟ୍ରୋ ପ୍ରକଳ୍ପ । ମେଟ୍ରୋ ପ୍ରକଳ୍ପ ନେଇ ହୋଇଥିବା ସବ କମିଟିର ପ୍ରଥମ ବୈଠକ ପରେ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ବିବାହ ବେଳେ ଏହା କଲେ… ରାଜସ୍ଥାନ ପୋଲିସ୍ ଦେବ ଏହି ସୁବିଧା
ରାଜସ୍ଥାନ: ନିଶା ପାଇଁ ଦେଶରେ ଅନେକ ଲୋକଙ୍କ ଜୀବନ ଯାଉଛି। ଅନେକ ପରିବାର ଛାରଖାର ହୋଇଯାଉଛି। ହେଲେ ନିଶା ସେବନ କମିବା ପରିବେର୍ତ୍ତ ବଢ଼ିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜସ୍ଥାନ ଯୋଦ୍ଧପୁର ପୋଲିସ ପକ୍ଷରୁ ବଡ଼…