Browsing Category
ଖବର
ସୁବର୍ଣ୍ଣରେଖା ବଢିପାଣିରେ ଭାସିଗଲେ ଯୁବକ
ଜଳେଶ୍ୱର: ସୁବର୍ଣ୍ଣରେଖା ବଢିପାଣିରେ ଭାସିଗଲେ ଯୁବକ। ପରିବା କିଣିବାକୁ ଯାଉଥିବା ସମୟରେ କୁହ୍ଲାଚଢ଼ ଗାଁର ଜଣେ ଯୁବକ ଭାସିଯାଇ ନିଖୋଜ।
ସୁବର୍ଣ୍ଣରେଖା ନଦୀରେ ବନ୍ୟା ହୋଇଥିବାବେଳେ ଗାଁକୁ ପଶି ଆସିଥିଲା ପାଣି।…
ଆଜି ବି ନ୍ୟାୟ ପାଇଁ କାନ୍ଦୁଛି ବାପା, 17 ବର୍ଷ ତଳେ ହୋଇଥିଲା ପୁଅର ହତ୍ୟା
ଓଡିଶା ଭାସ୍କର: ନ୍ୟାୟ ପାଇଁ ୧୭ବର୍ଷର ଅପେକ୍ଷା, ତଥାପି ବି ମିଳିନି ନ୍ୟାୟ। ପୁଅ ହତ୍ୟାର ନ୍ୟାୟ ପାଇଁ ୧୭ ବର୍ଷ ହେଲା ଲଢ଼ୁଛନ୍ତି ବାପା। ୨୦୦୮ରେ ୨୮ ବର୍ଷୀୟ ପୁଅ ଆଶିଷ ତ୍ରିପାଠୀଙ୍କୁ ହରାଇଥିଲେ ବ୍ରହ୍ମପୁର…
ରାଜଧାନୀର ହୋଟେଲରେ ରେଡ, ଖାଦ୍ୟର ମାନ ଓ ବାସି ଖାଦ୍ୟର ଯାଞ୍ଚ କରୁଛନ୍ତି ସ୍କ୍ୱାଡ
ଭୁବନେଶ୍ୱର: ଭୁବନେଶ୍ୱର BDA ଅଞ୍ଚଳରେ ବିଭିନ୍ନ ହୋଟେଲରେ BMC ଓ ଖାଦ୍ୟ ସୁରକ୍ଷା ପକ୍ଷରୁ କରାଯାଇଛି ରେଡ। ଖାଦ୍ୟର ମାନ ଏବଂ ବାସି ଖାଦ୍ୟର ଯାଞ୍ଚ କରୁଛନ୍ତି ସ୍କ୍ୱାଡ।
ବର୍ତ୍ତମାନ ହଇଜା ଏବଂ ଡାଇରିଆ ଦ୍ୱାରା…
ବିଶାଖାପାଟଣାରେ ଯୋଗ କଲେ ପିଏମ ମୋଦି, କହିଲେ ବିଶ୍ୱ ପାଇଁ ଯୋଗ ଏକ ପଜ ବଟନ୍ ଭଳି
ଓଡିଶା ଭାସ୍କର: ଆଜି ସାରା ବିଶ୍ୱ ପାଳୁଛି ୧୧ତମ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦିବସରେ ସାମିଲ ହୋଇ ବିଶାଖାପାଟଣାରେ 3 ଲକ୍ଷ ଲୋକ ଏବଂ ୪୦ଟି ଦେଶର କୂଟନୀତିଜ୍ଞଙ୍କ ସହିତ ମିଶି ଯୋଗ…
ରାକ୍ଷସୀ ସାଜିଲା ଜେଜେମା’, ନାତି ନାତୁଣୀଙ୍କ ଦେଉଥିଲା ନିର୍ଯାତନା
ଭୁବନେଶ୍ୱର: ମାଆ ମରିଯିବା ପରେ ନାତି ନାତୁଣୀଙ୍କୁ ନିର୍ଯାତନା ଦେଉଥିଲେ ଜେଜେମା'। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ରସୁଲଗଡ ଜିଜିପି କଲୋନୀରେ। ମାଆର ମୃତ୍ୟୁ ଏବଂ ବାପାଙ୍କ ମାନସିକ ବିକୃତି…
ବିଧାନସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା, ବଢିଲା ଏମାନଙ୍କ ପେନସନ୍ ଭତ୍ତା
ପାଟଣା: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଉପହାର । ବାର୍ଦ୍ଧକ୍ୟ ପେନସନରେ ୩ ଗୁଣ ବୃଦ୍ଧି । ବିଧବା, ବୃଦ୍ଧ ଏବଂ ଅକ୍ଷମ ଲୋକଙ୍କୁ ଦିଆଯାଉଥିବା ପେନସନ ପରିମାଣ ପ୍ରାୟ ତିନି ଗୁଣ ବୃଦ୍ଧି କରାଯାଇଛି।…
ସପ୍ତାହେ ପରେ ରଥଯାତ୍ରା, ପୁରୀରେ ହେବ ଜନସମୁଦ୍ର, ବ୍ୟାପିପାରେ ଡାଇରିଆ !
ପୁରୀ: ଆଉ ଗୋଟେ ସପ୍ତାହ ପରେ ରଥଯାତ୍ରା। ଚାହୁଁ ଚାହୁଁ ସମୟ ଗଡ଼ିଯିବ। ଆଉ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ପାଇଁ ଲାଗିବ ପ୍ରବଳ ଭିଡ଼। ହେଲେ ସବୁଠାରୁ ଚିନ୍ତାର ବିଷୟ ଏହା କି ଏବେ ରଥଯାତ୍ରାକୁ ଘାରିଛି…
ଡ୍ରୋନ ସାହାଯ୍ୟରେ ଦ୍ୱୀପରେ ଛଡ଼ା ଯାଉଛି ମଶା, ପକ୍ଷୀ ବଞ୍ଚାଇବା ପାଇଁ ବୈଜ୍ଞାନିକଙ୍କ ଅଜବ ପ୍ରୟାସ
ନୂଆଦିଲ୍ଲୀ: ହୱାଇ ଦ୍ୱୀପରେ ଲକ୍ଷ ଲକ୍ଷ ମଶା ଛାଡ଼ୁଛି ଡ୍ରୋନ୍ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ଦ୍ବୀପରେ ପକ୍ଷୀମାନଙ୍କୁ ବଞ୍ଚାଇବାକୁ ବୈଜ୍ଞାନିକଙ୍କର ୟେ ହେଉଛି ଏକ ଅନୋଖା ପ୍ରୟାସ । ଏହା…
ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆର ୩ ଅଧିକାରୀ ବହିଷ୍କୃତ
ଅହମ୍ମଦାବାଦ: ଏୟାର ଇଣ୍ଡିଆର ୩ ଅଧିକାରୀ ବହିଷ୍କୃତ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା। ଦୁର୍ଘଟଣାର କିଛି ଦିନ ପରେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏକ ବଡ଼ ଆକ୍ସନ ନେଇଛି।
ଅହମ୍ମଦାବାଦ ଭୟଙ୍କର ବିମାନ…
“ମୁମ୍ୱାଇ ଚିକିତ୍ସା ପାଇଁ ଯିବା ପୂର୍ବରୁ ଭୁବନେଶ୍ୱରରେ ହାଇଡ୍ରାମା କଲେ ନବୀନ”
ଭୁବନେଶ୍ୱର: ନବୀନଙ୍କୁ କଟାକ୍ଷ କଲେ ବିଜେପି ବିଧାୟକ ସରୋଜ ପାଢୀ। ଯିଏ ୨୪ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଆଉ ଟିକେଟ ପାଇ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ତାଙ୍କ କହିବା କଥା ନବୀନ କାଳେ ଡ୍ରାମାବାଜି…