fbpx
Browsing Category

ଖବର

(Video) ପ୍ରଧାନମନ୍ତ୍ରୀଙ୍କୁ ‘NAMO’ ଲେଖାଥିବା ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମହାଦେବ ସହରର ଏହି ନୂଆ ଷ୍ଟାଡିମୟକୁ ଭଗବାନ…

୨୦୨୪ ନିର୍ବାଚନରେ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମାଲକାନଗିରି ଗସ୍ତରେ ଯାଇଥିଲେ । ତାଙ୍କୁ ସେଠାରେ ଶହ ଶହ ଜନତା ଓ ବିଜେପି କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେହି ସମୟରେ ବିଜେପି ରାଜ୍ୟ ସଭାପତି…

ISROର ଆଶ୍ଚର୍ଯ୍ୟଜନକ ସୂଚନା: କେବେ ଉଠିବେ ବିକ୍ରମ-ପ୍ରଜ୍ଞାନ, ହାତରେ ରହିଛି ୧୩-୧୪ ଦିନ ସମୟ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ନିଦରୁ ଉଠିବା ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିକ୍ରମ ଲ୍ୟାଣ୍ଡରର କିଛି ସର୍କିଟସକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୋଇବାକୁ ଦେଇ…

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ

ଭୁବନେଶ୍ଵର: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ। ପ୍ରାଥମିକ ଶିକ୍ଷକ ସଙ୍ଘର ଆଲୋଚନା ପରେ ନିଷ୍ପତି। ଆନ୍ଦୋଳନ ସ୍ଥଗିତ ନେଇ ସଙ୍ଘ ମହାସଚିବଙ୍କ ସୂଚନା। ତିନି ଦଫା ଦାବିରେ ଚଳାଇଥିଲେ ଆନ୍ଦୋଳନ।…

୨୦୨୬ରେ କେତେ ହେବ ଓଡ଼ିଶାର ବିଧାନସଭା ଓ ଦେଶର ଲୋକସଭା ଆସନ ଆସନ ସଂଖ୍ୟା ?

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଦେଶର ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବଢିବ । କିନ୍ତୁ ଏଥିପାଇଁ ଆମକୁ ୨୦୨୯ ଲୋକସଭା…

ନୂଆ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୋଦୀ: ବାରାଣସୀରେ ହେବ ନୂଆ ଗ୍ରାଉଣ୍ଡ

ନୂଆଦିଲ୍ଲୀ: ଭାରତରେ ଆଉ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣସୀରେ ନୂଆ ଷ୍ଟାଡିୟମ ନିର୍ମାଣ ହେବାକୁ…

(Video) ମହାକାଶକୁ ଯିବେ ପାକିସ୍ତାନୀ ମହିଳା: ୫ କୋଟି ଟଙ୍କା ଖର୍ଚ୍ଚ କରି କିଣିଲେ ଟିକେଟ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଭାରତର ସଫଳ ଅବତରଣ ପରେ ଅନେକ ଦେଶ ଏବେ ମହାକାଶକୁ ଯିବାର ଯୋଜନା ଚଳାଇଛନ୍ତି । ଭାରତର ଚନ୍ଦ୍ରଯାନ-୩ ପରେ ଋଷ ମଧ୍ୟ ନିଜର ଲୁନା-୨୫ ଚନ୍ଦ୍ରମା ଅଭିମୁଖେ ଉତକ୍ଷେପଣ କରିଥିଲା । କିନ୍ତୁ…

ବଢିବ ଯୋଜନା ଟଙ୍କା, ୧୫୦୦ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ: ସମୟ ପୂର୍ବରୁ ଖାତାକୁ ଆସିପାରେ କିସ୍ତି

ଭୋପାଳ: ଆଗକୁ ଆସୁଛି ନିର୍ବାଚନ । ତେଣୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଲୋକମାନଙ୍କ ଭରସା ଜିତିବା ପାଇଁ ନିର୍ବାଚନରେ ବିଜୟୀ ହେବା ପାଇଁ ମାଷ୍ଟରପ୍ଲାନ କରୁଛନ୍ତି ବିଭିନ୍ନ ଦଳ । ଏହା ମଧ୍ୟରେ…

ବିଶ୍ୱକପରୁ ବାଦ୍ ପଡ଼ିବ କି ପାକିସ୍ତାନ? ବାବରଙ୍କ ସହ ଅନ୍ୟ କ୍ରିକେଟରଙ୍କୁ ଭାରତ ପାଇଁ ମିଳୁନି ଭିସା

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ଆୟୋଜନ ହେବ ଦିନିକିଆ ବିଶ୍ୱକପ ୨୦୨୩ । ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୪ ତାରିଖରେ ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ସେପ୍ଟେମ୍ବର…

‘ସିଙ୍ଘମ୍’ ଭଳି ସିନେମା ସମାଜକୁ ଦେଉଛି କ୍ଷତିକାରକ ବାର୍ତ୍ତା: ଚଳଚ୍ଚିତ୍ରକୁ ନେଇ ଅସନ୍ତୋଷ ବିଚାରପତି

ମୁମ୍ବାଇ: ବଲିଉଡର ଆକ୍ସନ ଷ୍ଟାର ଅଜୟ ଦେବଗନ୍ ଅଭିନୀତ ‘ସିଙ୍ଘମ୍’ ସିନେମା ଅନେକ ଲୋକଙ୍କ ମନକୁ ଛୁଇଁଛି । ତେଣୁ ଏହାର ସଫଳତାକୁ ଦେଖି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ‘ସିଂଘମ୍ ରିର୍ଣ୍ଣସ’ ପରେ ଆଉ ଏକ ପାର୍ଟ ମଧ୍ୟ…