fbpx
Browsing Category

ଖବର

ବଡ଼ ଖବର; ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମେତ ୫ ଜଣ ବଜ୍ରପାତରେ ଆହତ

ଓଡିଶା ଭାସ୍କର; ଖୋର୍ଦ୍ଧା ନିରାକାରପୁରରେ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମେତ ୫ ଜଣ ବଜ୍ରପାତରେ ଆହତ । କୋଚିଂ ସେଣ୍ଟରରୁ ଫେରୁଥିବା ବେଳେ ବଜ୍ରପାତରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ…

ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ତାରକା ପଦ୍ମଭୂଷଣ ପି.ଭି ସିନ୍ଧୁ ହେଲେ ସେଞ୍ଚୁରୀ ମେଟ୍ରେସ ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖ୍ୟାତନାମା ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ଭାରତର ଲୋକପ୍ରିୟ ମେଟ୍ରେସ ବ୍ରାଣ୍ଡ, ସେଞ୍ଚୁରୀ ମେଟ୍ରେସର ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେଇଛନ୍ତି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି…

(Video) କାଲି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଟାଣିନେଇଥିଲା, ଦୀର୍ଘ ୨୪ ଘଣ୍ଟା ପରେ ମିଳିଲା ଭାସ୍କରଙ୍କ ମୃତଦେହ

ଓଡିଶା ଭାସ୍କର; ବ୍ରାହ୍ମଣୀ ନଦୀରେ ଗତକାଲି ମଇଁଷି ଚରାଳି ଅଭୟ ରାଉତ ଓରଫ ଭାସ୍କରଙ୍କୁ କୁମ୍ଭୀର ଟାଣିନେବାର ୨୪ ଘଣ୍ଟା ପରେ ଆଜି ମିଳିଛି ତାଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ରାଜପୁର ଗାଁର…

ଦିଲ୍ଲୀର ଜି-୨୦ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତିଙ୍କ ଯୋଗ ଦେବାକୁ ନେଇ ଏମିତି କହିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ; ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି ମହା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସାରା ବିଶ୍ୱର ବଡ଼ ବଡ଼…

କ୍ରିକେଟ ଛାଡ଼ି ‘FreeFire’ ଖେଳିବେ ଧୋନୀ: ବ୍ରାଣ୍ଡ ଆମ୍ବାସଡର ଭାବରେ ଦାୟିତ୍ୱ ଦେଲା Garena

ନୂଆଦିଲ୍ଲୀ: ପୁଣିଥରେ ଭାରତକୁ କମବ୍ୟାକ କରିବାକୁ ଯାଉଛି ଲୋକପ୍ରିୟ ଅନଲାଇନ ଭିଡିଓ ଗେମ୍ 'FreeFire' । ଆସନ୍ତା ୫ ତାରିଖରୁ ପୁଣିଥରେ ସାରା ଦେଶରେ 'FreeFire' ଫିଭର ଚଢିବ । ତେବେ କମବ୍ୟାକରେ ଏକ ନୂଆ ରୂପରେ…

(Video) “ପୁଅ ସହ ଲାଗିବା ପୂର୍ବରୁ…” ସମୀର ୱାନଖେଡ଼େଙ୍କୁ ଶାହରୁଖଙ୍କ ଜବାବ: ଟ୍ୱିଟ ହେଉଛି ଭାଇରାଲ

ମୁମ୍ବାଇ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବଲିଉଡ କିଙ୍ଗ ଖାନ୍ ଶାହରୁଖଙ୍କ ନୂଆ ପ୍ରୋଜେକ୍ଟ ‘ଜୱାନ୍’ । ଶାହରୁଖଙ୍କ ଏହି ଚଳଚ୍ଚିତ୍ରକୁ ସବୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଏବେ ଏହାର ଟ୍ରେଲର ସାମନାକୁ ଆସିଛି । ୩…

Asia Cup-2023; ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ଲଢ଼ିଗଲେ କ୍ରିକେଟର: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଗୁରୁବାର ଏସିଆ କପ୍-୨୦୨୩ର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ବାଂଲାଦେଶ । ଗତ କିଛି ଦିନରେ ଉଭୟ ଦଳ ମଧ୍ୟରେ ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେଉଥିବା ଦେଖାଯାଇଛି । ପରସ୍ପରକୁ ମାତ୍…

ଚନ୍ଦ୍ରମାରେ ଶୋଇ ପଡ଼ିବେ ବିକ୍ରମ-ପ୍ରଜ୍ଞାନ: ତଥାପି କେମିତି ଚାଲିବ ଇସ୍ରୋର ‘Moon Mission’?

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନକୁ ନେଇ ଏବେ ଆସିଛି ଆଉ ଏକ ବଡ଼ ଖବର । ଚନ୍ଦ୍ରମା ଦେହରେ ଘୁରି ବୁଲୁଥିବା ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଆଉ କିଛି ଦିନ ଭିତରେ ଶୋଇପଡ଼ିବେ । ମାତ୍ର କେଇଟା ଦିନ ପରେ ଶେଷ ହେବ…

୩୦୦ ଟଙ୍କା ପାର୍ କଲା ପେଟ୍ରୋଲ-ଡିଜେଲ ଦର: ମହଙ୍ଗା ମାଡ଼ରେ ଗ୍ରାହକ ହନ୍ତସନ୍ତ

ନୂଆଦିଲ୍ଲୀ: ସାରା ଦେଶର ଗ୍ରାହକଙ୍କୁ ଏବେ ଘାରିଛି ମହଙ୍ଗା ମାଡ଼ର ଚିନ୍ତା । ବିଭିନ୍ନ ଜିନିଷ ଉପରେ ଦରଦାମ୍ ବୃଦ୍ଧି ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାମଧ୍ୟରେ ପୁଣିଥରେ…

Google Chrome ୟୁଜର୍ସ ସାବଧାନ୍! ଭାରତ ସରକାର ଦେଲେ ଚେତାବନୀ, ଏହି ଜିନିଷ ନକଲେ ହ୍ୟାକର କରିବେ ଆଟାକ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ Computer Emergency Response Team (CERT-In) ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କୁ ଚେତାବନୀ ଦେଇଛି । ସେମାନଙ୍କ ଅନୁଯାୟୀ, ଗୁଗୁଲ କ୍ରୋମରେ ଅନେକ ସୁରକ୍ଷା ଦୁର୍ବଳ ଅଛି, ଯାହା…