Browsing Category
ଖବର
ଏଣିକି ମଣିଷ ନୁହେଁ ପାଣିପାଗ ବାବଦରେ ପୂର୍ବାନୁମାନ କରିବ AI
ଭୁବନେଶ୍ୱର: କହିବାକୁ ଗଲେ ଏବେ ହେଉଛି AI ଯୁଗ। ଲୋକଙ୍କ କାମକୁ ଏବେ ସହଜ କରିଦେଇଛି AI। ବିନା କିଛି ପରିଶ୍ରମରେ କାମ ହେଇଯାଉଛି। ତେଣୁ ଏବେ ପାଣିପାଗ ସମ୍ୱନ୍ଧୀୟ ସୂଚନା ପାଇଁ ମଧ୍ୟ AI ର ପ୍ରୟୋଗ କରାଯିବା ନେଇ…
ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ହେବ ମକଡ୍ରିଲ୍
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ। ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ବିମାନ ଟେକ୍ ଅଫ୍ ପଥରେ ବଡ଼ ବଡ଼ ଗଛ ରହିଛି।
ରନଓ୍ୱେର…
“ଟାଟା ଗ୍ରୁପ ମୋ ବାପାଙ୍କୁ ଜୀବନ୍ତ ଫେରାଇ ଦେଉ ମୁଁ ଟାଟାକୁ ୨ କୋଟି ଟଙ୍କା ଦେବି”
ଅହମଦାବାଦ: ଅହମଦାବାଦରେ ବିମାନ ଦୁର୍ଘଟଣାରେ ଟାଟା ଗୃପ ପକ୍ଷରୁ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବା ନେଇ ଘୋଷଣା ହୋଇଛି। ହେଲେ ଏହାରି ଭିତରେ ଜଣେ ମହିଳାଙ୍କ ଭିଡ଼ିଓ ଭାଇରାଲ ହେଉଛି।…
‘‘11A’’ Mystery: 27 ବର୍ଷ ତଳର ବିମାନ ଦୁର୍ଘଟଣାରେ ବି ବଞ୍ଚି ଯାଇଥିଲେ ‘‘11A’’ ସିଟ୍ର ଯାତ୍ରୀ
ଅହମଦାବାଦ୍: ଅହମଦାବାଦ୍ ବିମାନ ଦୁର୍ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଦୁର୍ଘଟଣାରେ ଯଦି କିଛି ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି; ତାହା ହେଉଛି ବିମାନରେ ଥିବା ‘‘11A’’ ସିଟ୍। ସମସ୍ତେ…
ଯାଜପୁରରେ ଡାଇରିଆ ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ଯାଜପୁର: ଯାଜପୁରରେ ଡାଇରିଆ। ଏବେସୁଦ୍ଧା ୭୦୦ ପାର୍ କରିସାରିଲାଣି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ଚିନ୍ତାରେ ପଡିଲେଣି ଡାକ୍ତର। ଯଦିଓ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ଲୋକ ସୁସ୍ଥ ହୋଇ ଧିରେ ଧିରେ ଘରକୁ…
ଅହମଦାବାଦ ବିମାନ ଦୁର୍ଘଟଣା: ବ୍ଲାକବକ୍ସ ରିପୋର୍ଟ ଆସିଲେ ଜଣାପଡ଼ିବ ଦୁର୍ଘଟଣାର କାରଣ
ଅହମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣା ନେଇ ପ୍ରେସମିଟ୍। ପ୍ରେସମିଟ୍ କରୁଛନ୍ତି ବିମାନ ଚଳାଚଳ ମନ୍ତ୍ରୀ। ଅହମଦାବାଦରେ ଗତ ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନର ଏକ ଭୟାନକ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏବେସୁଦ୍ଧା…
ନାତି ଦୋକାନରେ ଶୋଇଥିଲା, ଜେଜେମା’ ଚା’ ପ୍ରସ୍ତୁତ କରୁଥିଲେ, ହଠାତ୍ ଖସିଲା ଜଳନ୍ତା ବିମାନ
ଅହମ୍ମଦାବାଦ: ମେଘାନୀନଗର ବିମାନ ଦୁର୍ଘଟଣା ଛାଡିଯାଇଛି ଅନେକ ଛାପ । ଅନେକ ମୃତଦେହ ଏବେ ଖୋଜୁଛି ପରିଚୟ । ଡିଏନ୍ଏ ରିପୋର୍ଟ ପରେ ସବୁକିଛି ସ୍ପଷ୍ଟ ହେଉଛି । ବିମାନ କ୍ରାସ ଛିଡାକରିଯାଇଛି ଅନେକ କରୁଣ କାହାଣୀ ।…
ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ, ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
ଭୁବନେଶ୍ବର: ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ । ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା…
ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ମକଡ୍ରିଲ, DGCA ର ନିର୍ଦ୍ଦେଶ
ଭୁବନେଶ୍ବର: ସବୁ ବିମାନ ବନ୍ଦରରେ ହେବ ମକଡ୍ରିଲ । ଫୁଲ ସ୍କେଲ ରିହାର୍ସଲ ବା ମକ୍ ଡ୍ରିଲ କରାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛି DGCA । ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ରିହର୍ସଲ । ସିଭିଲ ଏଭିଏସନର…
ରାଜଧାନୀରେ ବୁଲିଲା ଖଣ୍ଡା, ଆକ୍ରମଣରେ 2 ଆହତ
ଭୁବନେଶ୍ୱର: ରାଜଧାନୀରେ ବୁଲିଲା ଖଣ୍ଡା। ଜେଲ ଫେରନ୍ତା ଯୁବକଙ୍କୁ ଆଉ ଜଣେ ଯୁବକ ବାଇକ କାଢ଼ିବାକୁ କହିବାରୁ ଜେଲ ଫେରନ୍ତା ଯୁବକ ଖଣ୍ଡାରେ କଲେ ଆକ୍ରମଣ।
ଏହି ଆକ୍ରମଣରେ 2ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ…