Browsing Category
ଖବର
13 ଯାଏଁ କାଳବୈଶାଖୀ ବର୍ଷା
ଭୁବନେଶ୍ୱର: ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା 13 ତାରିଖ ଯାଏଁ ଏହି କାଳବୈଶାଖୀ ବର୍ଷା ଲାଗିରହିବାର ସମ୍ଭାବନା ରହିଛି।
13 ଯାଏଁ ପ୍ରବଳ ବର୍ଷା ସହ ଘଡଘଡି ବିଜୁଳିର ସମ୍ଭାବନା ଥିବାରୁ ପାଣିପାଗ…
ଗାଁ ସାରା ସାଲୁବାଲୁ ଟିଙ୍କ, ଟିଙ୍କ ଆତଙ୍କ ପାଇଁ ଲୋକେ ହନ୍ତସନ୍ତ
ଅନୁଗୁଳ: ଗାଁରେ କମିବାର ନାଁ ନେଉନାହିଁ ଟିଙ୍କ ଆତଙ୍କ। ଯେତେ ଔଷଧ ସିଞ୍ଚନ କଲେ ମଧ୍ୟ ତାହା କମିବା ବଦଳରେ ଦ୍ବିଗୁଣିତ ହୋଇଯାଉଛି। ଏହି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପାଳଲହଡା ଅନ୍ତର୍ଗତ ଶ୍ରୀରାମପୁର…
ଜେଲରୁ 3 ବାଂଲାଦେଶୀ କଏଦୀ ଫେରାର
ଝାଡ଼ଖଣ୍ଡ: ଜେଲରୁ ଫେରାର ହେଲେ 3 ବାଂଲାଦେଶୀ କଏଦୀ। ଭାରତରେ ଅବୈଧ ଭାବରେ ରହୁଥିବା ହେତୁ ତାଙ୍କୁ ପୋଲିସ ଗିରଫ କରି ଝାଡ଼ଖଣ୍ଡ ହଜାରିବାଗ କେନ୍ଦ୍ରୀୟ କାରାଗାରରେ ରଖିଥିଲା।
ବହୁସଂଖ୍ୟକ ବାଂଲାଦେଶୀ ଆସି ଭାରତରେ…
45 କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ
ଆସାମ: ବଡ ଧରଣର ଅପରେସନରେ ପୋଲିସକୁ ମିଳିଲା ସଫଳତା। ବହୁ ଦିନରୁ ଡ୍ରଗ୍ସ ନେଟୱାର୍କକୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଶେଷରେ ନେଟୱାର୍କର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ପୋଲିସ। ଏହି ଘଟଣା ଦେଖିବାକୁ…
ସଡ଼କ ଦୁର୍ଘଟଣା ପୀଡିତଙ୍କୁ ସାହା ହେଲେ ମନ୍ତ୍ରୀ ବିଭୂତି ଜେନା, ଏସକର୍ଟ ଗାଡ଼ିରେ ଆହତଙ୍କୁ ପଠାଇଲେ
ଭୁବନେଶ୍ବର: ଆହତ ଯାତ୍ରୀଙ୍କୁ ରାସ୍ତାରେ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ି ସହାୟତାର ହାତ ବଢ଼ାଇଲେ ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏସକର୍ଟ ଗାଡିରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ପଠାଇଲେ…
ICC Hall of Fame: ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହେଲେ ଏମଏସ୍ ଧୋନି
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପୂର୍ବତନ ଭାରତୀୟ ଦଳର ଅଧିନାୟକ ଏମଏସ ଧୋନିଙ୍କୁ ହଲ ଅଫ୍ ଫେମରେ ସାମିଲ କରିଛି । ଅନ୍ତର୍ଜାତୀୟ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଏହି ସମ୍ମାନ…
ଆସନ୍ତାକାଲି ପୁରୀ ଆସିବାକୁ ଥିବା ଭକ୍ତଙ୍କ ପାଇଁ ବଡ଼ ସୂଚନା, ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ
ଭୁବନେଶ୍ବର: ଆସନ୍ତାକାଲି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ ।
ଆଜି ରାତ୍ର ପହୁଡ଼ ଠାରୁ କାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦର୍ଶନ…
Jyeshtha Purnima: ଏହି ସ୍ଥାନରେ ଜାଳନ୍ତୁ ଦୀପ, ପ୍ରସନ୍ନ ହେବେ ମା ଲକ୍ଷ୍ମୀ
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ଗୁରୁତ୍ୱ ଅଛି । ଏହି ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ସଚ୍ଚା ହୃଦୟରେ ପୂଜା କରିବା ଦ୍ୱାରା, ସେମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷିଥାଏ । ଏହା…
BCCI ଭାବି ନଥିଲା ଏପରି କିଛି ଘଟିବ, ରୋହିତଙ୍କ ODIରୁ ଅବସର ନେଇ ବଡ଼ ଖୁଲାସା
ନୂଆଦିଲ୍ଲୀ,୯ା୬: ଭାରତୀୟ କ୍ରିକେଟ୍ ଏକ ଅନନ୍ୟ ପର୍ଯ୍ୟାୟ ଦେଇ ଗତି କରୁଛି। ଗତ ଦେଢ଼ ଦଶନ୍ଧି ଧରି ଟିମ୍ ଇଣ୍ଡିଆର ଭାର ନିଜ କାନ୍ଧରେ ବୋହିଥିବା ରୋହିତ ଶର୍ମା ଏବଂ ବିରାଟ କୋହଲି ଟି-୨୦ ଏବଂ ଟେଷ୍ଟ ଫର୍ମାଟରୁ ଅବସର…
ରଥଯାତ୍ରା: ‘ଫୁଡ ସେଫଟି ଅନ ହ୍ୱିଲସ’ ଭ୍ୟାନର ତଦାରଖ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅସ୍ୱାସ୍ଥ୍ୟକର ଏବଂ ବାସି ଖାଦ୍ୟ ବିକ୍ରେତାଙ୍କ…
ଭୁବନେଶ୍ବର: ପାଖେଇ ଆସୁଛି ରଥଯାତ୍ରା । ଏନେଇ ଆଜି ରଥଯାତ୍ରା ସମନ୍ୱୟ ବୈଠକ ବସିଥିଲା । ପୁରୀ ଠାରେ ଥିବା ଏକ 'ଫୁଡ ସେଫଟି ଅନ ହ୍ୱିଲସ' ଭ୍ୟାନର ତଦାରଖ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଲୋକଙ୍କ…