Browsing Category
ଖବର
ରାଷ୍ଟ୍ରପତି ଭବନ ଜାଳିଦେଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବି ଲଗାଇଦେଲେ ନିଆଁ
କାଠମାଣ୍ଡୁ: ନେପାଳରେ ବିଦ୍ରୋହର ଦ୍ୱିତୀୟ ଦିନରେ ନିଆଁ ଜଳୁଛି। ଛାତ୍ରମାନଙ୍କ ନେତୃତ୍ୱରେ ସରକାର ବିରୋଧୀ ହିଂସାତ୍ମକ ପ୍ରତିବାଦ ଜାରି ରହିଛି। ପ୍ରତିବାଦକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ…
ବିରାଟ କୋହଲିଙ୍କ ମନ ଆଉ ପୂର୍ବପରି ନାହିଁ, ଦିନେଶ କାର୍ତ୍ତିକଙ୍କର ଆଶ୍ଚର୍ଯ୍ୟକର ବୟାନ
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଶରୀର ଫିଟ୍ ଅଛି କିନ୍ତୁ ତାଙ୍କ ମନ ଆଉ ପୂର୍ବପରି ନାହିଁ। ଏକଥା ଆମେ କହୁନାହୁଁ, ଏପରି ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ଦିନେଶ କାର୍ତ୍ତିକ।
ପୂର୍ବତନ ଭାରତୀୟ ଓ୍ୱିକେଟକିପର୍…
ବିଦ୍ରୋହ ନିଆଁରେ ଜଳୁଛି କାଠମାଣ୍ଡୁ, ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି
ସିଲିଗୁଡୀ: ନେପାଳରେ ସରକାରଙ୍କ ବିରୁଦ୍ଧରେ ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି ଏବଂ କାଠମାଣ୍ଡୁ ବିଦ୍ରୋହର ନିଆଁରେ ହୁତୁହୁତୁ ହୋଇ ଜଳୁଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନକୁ…
ଦିଲ୍ଲୀ ହାଇକୋର୍ଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, AI ବ୍ୟାବହାର କରି ଅଭିନେତ୍ରୀଙ୍କର ଅଶ୍ଳୀଳ ଫଟୋ କରାଯାଉଛି ଭାଇରାଲ୍
ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଛନ୍ତି। ବଚ୍ଚନ ପରିବାରର ବୋହୂ ତାଙ୍କ ଝିଅର ଲାଳନପାଳନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତଥାପି କୌଣସି ନା…
Asia Cup 2025: କେବେ, କେଉଁଠି, କାହାକୁ ମଇଦାନରେ ଭେଟିବ ଟିମ୍ ଇଣ୍ଡିଆ; ଜାଣି ନିଅନ୍ତୁ ପୁରା ସିଡ୍ୟୁଲ୍
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ୯ ସେପ୍ଟେମ୍ବର ଅର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏଥର ଏସିଆ କପ୍ ଟି୨୦ ଫର୍ମାଟରେ ଖେଳାଯିବାକୁ ଅଛି। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରୁ ଏହାର ଅଭିଯାନ ଆରମ୍ଭ କରିବ।…
ନେପାଳରେ ହିଂସା, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି, ଲୁଚି ଲୁଚି ଦେଶ ଛାଡ଼ି ପଳାଇଲେ ପ୍ରଧାନମନ୍ତ୍ରୀ!
ନେପାଳ: ଭାରତର ପଡ଼ୋଶୀ ଦେଶ ନେପାଳରେ ହିଂସା ଥମିବାର ନାଁ ନେଉନାହିଁ। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ଏପରିକି ନେପାଳର…
ଥାଳିରେ 3 ରୁଟି ପରସିବା କାହଁକି ମନା ? କ’ଣ ରହିଛି ଏହାର ଧାର୍ମିକ ଓ ପରମ୍ପରାଗତ କାରଣ, ଜାଣନ୍ତୁ…
ଓଡ଼ିଶା ଭାସ୍କର: ଆପଣମାନେ ଆପଣଙ୍କ ବଡ଼ ଲୋକଙ୍କଠାରୁ ଶୁଣିଥିବେ ଯେ, ଗୋଟିଏ ପ୍ଲେଟରେ ୩ଟି ରୋଟି ଏକାଠି ପରୋଷିବା ଉଚିତ୍ ନୁହେଁ। କିନ୍ତୁ ଏହା ପଛରେ କ’ଣ ରହିଛି କାରଣ, ଚାଲନ୍ତୁ ଜାଣିବା ।
ଧାର୍ମିକ ବିଶ୍ୱାସ…
ଏସିଆ କପ୍ ପୂର୍ବରୁ ଆସିଲା ବଡ଼ ଖବର, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ବୋଲର୍
ନୂଆଦିଲ୍ଲୀ: ଏସିଆ କପ୍ ଆରମ୍ଭ ହେବା ପୂର୍ବରୁ କହିବାକୁ ଗଲେ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କାରଣ ଏସିଆ କପ୍ ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୯ ତାରିଖ ଅର୍ଥାତ୍ ଆଜି ଆରମ୍ଭ…
ବଦ୍ରିନାଥ ଧାମର ଅଜଣା ରହସ୍ୟ; ଏଠାରେ ଭୁକନ୍ତି ନାହିଁ କୁକୁର, ଏହା ଚମତ୍କାର ନା ପ୍ରକୃତିର ନିୟମ, ଜାଣନ୍ତୁ ଏ କାହାଣୀ
ଉତ୍ତରାଖଣ୍ଡ: ରାଜ୍ୟର ଚାମୋଲି ଜିଲ୍ଲାରେ ଅଳକନନ୍ଦା ନଦୀ କୂଳରେ ବ୍ରଦିନାଥ ଧାମ ଅବସ୍ଥିତ। ଏହା ଭାରତର ସବୁଠାରୁ ପବିତ୍ର ଏବଂ ପ୍ରମୁଖ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ। ଏହା ଚାରିଧାମ ଏବଂ ଛୋଟା ଚାରି ଧାମ ଅର୍ଥାତ୍ ହିମାଳୟ…
ରାଜନୈତିକ ମଞ୍ଚରେ ହଟଚମଟ; ବିଜେଡି ଛାଡ଼ିଲେ ଭାସ୍କର ରାଓ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
ଭୁବନେଶ୍ୱର: ବିଜେଡ଼ିକୁ ଶକ୍ତ ଝଟକା । ଇସ୍ତଫା ଦେଲେ ଏନ ଭାସ୍କର ରାଓ । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଭାସ୍କର ରାଓ ଇସ୍ତଫା ଦେଇଛନ୍ତି। ପାର୍ଟି ଉଚ୍ଚକମାଣ୍ଡଙ୍କୁ ପତ୍ର ଲେଖି ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତା…