Browsing Category

ଖବର

ବଡ଼ ଖବର; ‘ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ…’ BJP ସିଇସି ବୈଠକରେ ଓଡ଼ିଶା ଆସନ ପ୍ରସଙ୍ଗ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଖୁବଶୀଘ୍ର ନୋମିନେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ତେଣୁ ବିଭିନ୍ନ ଆସନରେ ଯୋଗ୍ୟ ପ୍ରାର୍ଥିଙ୍କୁ ଟିକେଟ ଦେବା ପାଇଁ ରାଜନୈତିକ ଦଳ ଭିତରେ…

ଅର୍ଥନୀତିକୁ ଏକଜୁଟ କରିବ ବୁଲେଟ୍ ଟ୍ରେନ୍; ସାମ୍ନାକୁ ଆସିଲା ଏହି ଅପଡେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ ବୁଲେଟ୍ ଟ୍ରେନ୍ ଗତ ୧୦ ବର୍ଷ ଧରି ନିରନ୍ତର ଚର୍ଚ୍ଚାରେ ରହିଛି। ଚାଇନା-ଜାପାନ ସମେତ ଅନେକ ଦେଶରେ ସୁପରଫାଷ୍ଟ ବୁଲେଟ୍ ଟ୍ରେନ୍ ଚଳାଚଳ କରୁଛି।…

ମସ୍କୋରେ ଆକ୍ରମଣ ପରେ କ’ଣ କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ?

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର ସନ୍ଧ୍ୟାରେ ମସ୍କୋର କ୍ରୋକସ୍ ସିଟି ହଲ୍ ରେ ହୋଇଥିବା ଗୁଳିକାଣ୍ଡକୁ ବର୍ବର ଉଗ୍ରବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଆକ୍ରମଣ ପରେ ଶନିବାର…

ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ; ୩ଟି ମାମଲା ରୁଜୁ, ୮ ଗିରଫ

ଚଣ୍ଡିଗଡ଼: ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ବିବିସି ପଞ୍ଜାବୀ ର ସହଯୋଗୀ ସାମ୍ବାଦିକ ରବିନ୍ଦ୍ର ସିଂ ରବିନ ଏହି ସୂଚନା ଦେଇଛନ୍ତି। ଅନେକ ଲୋକ ହସ୍ପିଟାଲରେ ଚିକିତ୍ସିତ…

ମରୁଡ଼ି ମୁକାବିଲା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: କର୍ଣ୍ଣାଟକର ମରୁଡ଼ି ମୁକାବିଲା ପାଇଁ କେନ୍ଦ୍ରରୁ ପାଣ୍ଠି ନ ମିଳିବା ନେଇ କର୍ଣ୍ଣାଟକର କଂଗ୍ରେସ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ମରୁଡ଼ି ରିଲିଫ୍…

(Video):ଦିଲ୍ଲୀ ମେଟ୍ରୋରେ ପୁଣି ଅଶ୍ଳୀଳ ରିଲ୍ସ କରିଲେ ଯୁବତୀ, ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ପୁଣି ‘ରୀଲ୍ସ’କୁ ନେଇ ଚର୍ଚ୍ଚାରେ ଦିଲ୍ଲୀ ମୋଟ୍ରୋ । ଆଜିକାଲି ଯୁବପିଢ଼ିମାନେ ରୀଲ୍ସ ମାଧ୍ୟମରେ ଫେମସ୍ ହେବା ଚକ୍କରରେ ବିଭିନ୍ନ ପ୍ରକାର କାରନାମା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ପାଖେଇ ଆସିଲାଣି…

ପେଶାରେ ଶିକ୍ଷକ ନିଶାରେ ଗଞ୍ଜେଇ ବେପାର; ବିକ୍ରି କରିବା ବେଳେ ମାଡ଼ି ବସିଲା ପୋଲିସ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶିକ୍ଷକଙ୍କ ଗଞ୍ଜେଇ କାରବାର । ଭୁବନେଶ୍ୱରର ଇସନେଶ୍ଵର୍ ବସ୍ତିରେ ଗଞ୍ଜେଇ ବିକ୍ରି କରିବା ବେଳେ ମାଡ଼ି ବସିଲା ପୋଲିସ୍ । ଚନ୍ଦ୍ରଶେଖର ପୁରରେ ଇସନେଶ୍ୱର ବସ୍ତିରୁ ୧୫ କେଜି ଗ୍ରାମ ଓଜନର…

ସୁନିତା କେଜ୍ରିୱାଲଙ୍କୁ ଫୋନ୍ କଲେ ହେମନ୍ତ ସୋରେନଙ୍କ ପତ୍ନୀ; କହିଲେ ପୁରା ମାମଲା

ନୂଆଦିଲ୍ଲୀ: ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ସମବେଦନା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କଳ୍ପନା…

ଆପଣ ଅସଲି ନୁହେଁ ନକଲି ଡାଲି କିଣି ଖାଉନାହାନ୍ତି ତ! ଏପରି କରନ୍ତୁ ଚିହ୍ନଟ

ଓଡ଼ିଶା ଭାସ୍କର:ଡାଲି ଆମ ଖାଦ୍ୟପେୟର ପ୍ରମୁଖ ଅଂଶ ହୋଇଥାଏ । ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଦିନରେ ଅତି କମ୍‌ରେ ଥରେ ଡାଲି ଖାଇଥାଉ । ଡାଲିରେ ଥିବା ପ୍ରୋଟିନ, ଫାଇବର, ଆଇରନ୍ ଓ ଭିଟାମିନ୍ ସି’ ପରି ପୋଷକତତ୍ତ୍ୱ…

ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ କହୁଥିବା ଚୀନ୍‌ର ଦାବିକୁ ପୁଣି ଥରେ ଖଣ୍ଡନ କଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ବୋଲି ଦାବି କରୁଥିବା ଚୀନ୍ ର ଦାବିକୁ ଶନିବାର (ମାର୍ଚ୍ଚ ୨୩, ୨୦୨୪) ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପୁଣି ଥରେ ଖଣ୍ଡନ କରିଛନ୍ତି। ଏଭଳି ଦାବିକୁ 'ଅଯଥା'…