Browsing Category

ଖବର

ହୋଲିରେ ନିଜକୁ Stylish ଲୁକ୍ ଦେବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଫେଶନ୍ ଟିପ୍ସ

ଓଡ଼ିଶା ଭାସ୍କର: ରଙ୍ଗର ଉତ୍ସବ ହୋଲି । ସମସ୍ତଙ୍କ ମନରେ ଉତ୍ସାହ ଭରି ଦିଏ । ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଉତ୍ସବକୁ ଉପଭୋଗ କରିଥାନ୍ତି । ସାଧାରଣତଃ ହୋଲିରେ ସମସ୍ତେ ପୁରୁଣା ପୋଷାକ ପିନ୍ଧିଥାନ୍ତି ।…

MS Dhoniଙ୍କୁ ମିଳିଛି ବଡ଼ ଧୋକା! କୋର୍ଟଙ୍କ ରାୟ ପରେ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ସହ ବିଶ୍ୱାସଘାତକତା ମାମଲାରେ ରାଞ୍ଚି ସିଭିଲ କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଧୋନୀଙ୍କ ପୂର୍ବ ସାଥୀ ଖେଳାଳି ମିହିର ଦିବାକର, ସୌମ୍ୟା ଦାସ ଏବଂ ଆରକା…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମଗନ୍ତୀ କୀର୍ତ୍ତି

ଓଡ଼ିଶା ଭାସ୍କର: ହିମାଚଳପ୍ରଦେଶ ସ୍ଥିତ ନାଗରୋଟା ଭବନ ରେନବୋ ଇଣ୍ଟରନ୍ୟାସନାଲ ସ୍କୁଲରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜାତୀୟ ମାନ୍ୟତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯେଗୀତାରେ…

ଆଜି ବି ବର୍ଷାରେ ଭିଜିବ ସାରା ଓଡ଼ିଶା? ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର: ଦେଶର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ରବି ଫସଲ କଟା ଚାଲିଛି । କିନ୍ତୁ ଅନ୍ୟ ପକ୍ଷରେ ଅଦିନିଆ ବର୍ଷା କୃଷକଙ୍କ ସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସମସ୍ୟା ବଢାଇ ଦେଇଛି । ଓଡ଼ିଶା ଏବଂ ବିହାର ସମେତ…

ସୋସିଆଲ ମିଡିଆ କଣ୍ଟେଣ୍ଟ୍ ଉପରେ ରହିବ କଡା ନଜର; ଫ୍ୟାକ୍ଟ ଚେକିଂ ପାଇଁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କଣ୍ଟେଣ୍ଟ ଉପରେ ନଜର ରଖିବା ପାଇଁ ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ନିକଟରେ ସଂଶୋଧିତ ଆଇଟି ନିୟମ ଅନୁଯାୟୀ ଏହି ଫ୍ୟାକ୍ଟ ଚେକିଂ ୟୁନିଟ୍…

ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରି ଅଭିଯୁକ୍ତଙ୍କୁ ଜେଲରେ ରଖିପାରିବ ନାହିଁ ED: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବୁଧବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରି ତଦନ୍ତକୁ ଟାଣିବା ପାଇଁ କଡ଼ା ମନ୍ତବ୍ୟ ଦେଇଛନ୍ତି।ଜଷ୍ଟିସ୍ ସଞ୍ଜୀବ…

(Video) କୁଖ୍ୟାତ ମାଓନେତ୍ରୀ ମୁଣ୍ଡ ଉପରେ ଥିଲା ୫ଲକ୍ଷ ଇନାମ; ଯବାନଙ୍କ ଗୋଟିଏ ଗୁଳିରେ…

ମାଲକାନଗିରି: ପୁଣି ଛତିଶଗଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଲୋକ ସଭା ନିର୍ବାଚନ କୁ ଭଣ୍ଡୁର କରିବା ଲାଗି ମାଓବାଦି ମାନେ ଯୋଜନା କରୁଥିବା ବେଳେ ଏହାକୁ ଭଣ୍ଡୁର କରିଛନ୍ତି ଯବାନ । ଗୁଳି…

ନିର୍ବାଚନ ଆଗରୁ ତାତିଲାଣି ପଶ୍ଚିମବଙ୍ଗ: ଦିନହାଟାରେ ଟିଏମସି ଓ ବିଜେପି ସମର୍ଥକ ମୁହାଁମୁହିଁ

କୋଲକାତା: ମଙ୍ଗଳବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ବିହାର ଜିଲ୍ଲାର ଦିନହାଟାଠାରେ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟ ମନ୍ତ୍ରୀ ଉଦୟନ ଗୁହା ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିସିଥ ପ୍ରାମାଣିକଙ୍କ ସମର୍ଥକଙ୍କ…

ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ କାର୍ଯ୍ୟରତ ସାମ୍ବାଦିକ; ବ୍ୟବସ୍ଥା କଲେ ଇସିଆଇ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ କାର୍ଯ୍ୟରତ ସାମ୍ବାଦିକ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କଲେ ଇସିଆଇ । ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ…

କିଏ କାହାକୁ କହିବ?; ୟୁଟ୍ୟୁବ୍‌ରେ ଘୂରିବୁଲୁଛି ୧ମ ରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରଶ୍ନ-ଉତ୍ତର

ଭୁବନେଶ୍ୱର: ୟୁଟ୍ୟୁବ୍‌ରେ ଘୂରିବୁଲୁଛି ପିଲାଙ୍କ ପରୀକ୍ଷା ପ୍ରଶ୍ନ । ନିଜ ଚ୍ୟାନେଲରେ ପ୍ରଶ୍ନପତ୍ର ଅପଲୋଡ୍ କରୁଛନ୍ତି ୟୁଟ୍ୟୁବର । ପ୍ରଶ୍ନ ସହ ଉତ୍ତର ଅଭ୍ୟାସ କରାଇ ଛାଡୁଛନ୍ତି ଭିଡିଓ । ପ୍ରଶ୍ନ ଉଠୁଛି, ଏମାନେ…