Browsing Category

ଖବର

ଭାରତରେ ଖେଳାଯିବନି IPL-2024ର ଦ୍ୱିତୀୟ ପର୍ଯ୍ୟାୟ? ଏହି ଦେଶକୁ ମିଳିପାରେ ଆୟୋଜନ ଦାୟିତ୍ୱ

ନୂଆଦିଲ୍ଲୀ: ଆଗାମୀ ୨୨ ତାରିଖରୁ ଆରମ୍ଭ ହେବ ଆଇପିଏଲ ମହାସମର । ଚଳିତବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ ।…

ଇସଲାମୋଫୋବିଆକୁ ନିନ୍ଦା କରିବା ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଲା ଭାରତ; ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରଦୂତ?

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭାରେ ଇସଲାମୋଫୋବିଆକୁ ନିନ୍ଦା କରିବା ପାଇଁ ପାକିସ୍ତାନ ଆଣିଥିବା ପ୍ରସ୍ତାବ ଉପରେ ଭୋଟ୍ ଦେବାରୁ ଭାରତ ଦୂରେଇ ରହିଥିଲା । ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ…

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର: ନିର୍ବାଚନ ତାରିଖ ପୂର୍ବରୁ ବସିଥିଲା ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ଘୋଷଣା ହୋଇପାରେ ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ । କିନ୍ତୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଟ ୧୪ଟି…

ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ; ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ । ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ ।…

ବରମୁଣ୍ଡା ବସ୍ ଟର୍ମିନାଲକୁ ବସ୍ ବନ୍ଦ: ନୂଆ ନିୟମକୁ ନେଇ ବସ୍ ଷ୍ଟାଣ୍ଡରେ ଉତ୍ତେଜନା

ଭୁବନେଶ୍ୱର: ନିକଟରେ ନୂଆ କରି ନିର୍ମାଣ ହୋଇଛି ବରମୁଣ୍ଡା ବସ୍ ଟର୍ମିନାଲ । ଅତ୍ୟାଦୁନିକ ସେବା-ସୁବିଧା ସହିତ ବରମୁଣ୍ଡା ବସ୍ ଟର୍ମିନାଲ ଏକ ନୂଆ ରୂପ ପାଇଛି । ତେବେ ଆଜି ବସ୍ ଟର୍ମିନାଲ ଭିତରକୁ ବସ୍ ଯିବା ପାଇଁ ବନ୍ଦ…

SEBIରେ ନିଯୁକ୍ତି ସୁଯୋଗ, ଗ୍ରେଡ୍‌-‘ଏ’ରେ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଅନେକ ପଦବୀ ଖାଲି

ଓଡ଼ିଶା ଭାସ୍କର: ସରକାରୀ ଚାକିରି ପାଇଁ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଏହାର ଗ୍ରେଡ୍ ‘ଏ’ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ନୋଟିଫିକେସନ୍ ଜାରି…

ଆଜି ସାରା ଦେଶରେ ଲାଗୁ ହେଉଛି Code of Conduct: ଏହିସବୁ କାର୍ଯ୍ୟରେ ଳାଗିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍ । ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ନିୟମ ମଧ୍ୟ ଲାଗୁ ହେବ । ନିଷ୍ପକ୍ଷ ଏବଂ ପାରଦର୍ଶୀ ଭାବରେ…

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି; ଆଚରଣ ବିଧି ଲାଗୁ ପୂର୍ବରୁ ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଚଳିତ ସରକାରର ବସିବ ଶେଷ କ୍ୟାବିନେଟ୍। ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଶେଷ କ୍ୟାବିନେଟ ଥିବାରୁ…

ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଆମେ ସକ୍ଷମ; ସେନାମୁଖ୍ୟ

ନୂଆଦିଲ୍ଲୀ: ଏଲ୍ଏସିରେ ସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ ବୋଲି ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ଏଲଏସିରେ ଭାରତୀୟ ସୈନ୍ୟ ଓ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ମୁତୟନ ବଢ଼ାଇ ଆମେ ବହୁତ ଦୃଢ଼…

ଏହି ଗାର୍ଡ଼େନକୁ ଆସିଲେ ବେହୋଶ ହୋଇଯାନ୍ତି ଲୋକ, ଫୁଲ ଛୁଇଁଲେ ବି ଜୀବନ ପ୍ରତି ରହିଛି ବିପଦ

ଓଡ଼ିଶା ଭାସ୍କର: ସାଧାରଣତଃ ଗାର୍ଡ଼େନର ନାଁ ଶୁଣିଲେ ମନଟା ଖୁସି ହୋଇଯାଏ । ବିଭିନ୍ନ ପ୍ରକାର ଗଛଲତା, ଫୁଲର ମହକ ଏବଂ ଶାନ୍ତ ବାତାବରଣରେ ଭରା ଗାର୍ଡ଼େନ ମନରୁ ସବୁ ଅବସାଦ ଦୂରେଇ ଦିଏ । ଅଧିକାଂଶ ସମୟରେ ଔଷଧୀୟ ଗାଡ଼େର୍ନ…