Browsing Category
ଖବର
ବାହାଘରକୁ ୧୨ଦିନ ହୋଇଥିଲା; ହାତରୁ ମେହେନ୍ଦି ଲିଭିନଥିଲା, ହେଲେ ମଥାରୁ ସିନ୍ଦୁର ପୋଛିଦେଲା ପ୍ରୋସେସନ୍
ଗଜପତି: ବାହାଘରକୁ ମାତ୍ର ୧୦-୧୨ଦିନ ହୋଇଥିଲା , ହାତରୁ ମେହେନ୍ଦି ଲିଭି ନଥିଲା , ନବବଧୂଙ୍କ ପାଦରୁ ଅଳତା ବି ଛାଡି ନଥିଲା , ବେଶ ହସଖୁସିରେ କଟିଥିଲା ଏଇ ଦିନ କେଇଟା । ହେଲେ ସବୁ ସୁଖ ଯେ ଅସରନ୍ତି ଦୁଃଖରେ ପରିଣତ…
ଧର୍ମ ପାଇଁ କଠୋର ସାଜିଲା ପ୍ରଶାସନ; ରୋଜା ନ ରଖିବାରୁ ମୁସଲମାନମାନଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ଉତ୍ତର ନାଇଜେରିଆର କାନୋ ରାଜ୍ୟରେ ରମଜାନ ସମୟରେ ଖାଦ୍ୟ ଖାଉଥିବା ୧୧ ଜଣ ମୁସଲମାନଙ୍କୁ ଗିରଫ କରିଛି ଇସଲାମିକ ପୋଲିସ । କାନୋରେ ମୁସଲମାନ ସଂଖ୍ୟାଗରିଷ୍ଠ ଏବଂ ଇସଲାମିକ ଶରିୟା ଆଇନ ବଳବତ୍ତର ରହିଛି ।…
(Video) ରାସ୍ତାରେ ସ୍କୁଟି ଚଳାଉଥିଲେ; ହଠାତ୍ ଘର ଛପର ଉପରେ ଗାଡ଼ି ପୁରାଇଦେଲେ ଦୁଇ ଯୁବତୀ
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ, କିନ୍ତୁ ଏଥିମଧ୍ୟରୁ କିଛି ଭିଡିଓ ମଜାଳିଆ ହୋଇ ଥାଏ। ଯଦିଓ ଦୁର୍ଘଟଣା କାହା ପାଇଁ ଭଲ ନୁହେଁ, କିନ୍ତୁ ଏଭଳି କିଛି ଦୁର୍ଘଟଣାର ଭିଡିଓ ଥାଏ, ଯାହାକୁ…
(Video) CAA ଲାଗୁ ହେବାରେ ଖୁସି ବ୍ୟକ୍ତ କଲେ ଡାନିଶ କନେରିୟା, ଭଗବାନ ରାମ ଏବଂ ହନୁମାନଙ୍କୁ ନେଇ ଦେଲେ ବିବୃତ୍ତି
ନୂଆଦିଲ୍ଲୀ: ଭାରତରେ କେନ୍ଦ୍ର ସରକାର ସିଏଏ ଆଇନକୁ ଲାଗୁ କରିବାର ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ କେବଳ ଭାରତୀୟ ନୁହେଁ ବରଂ ପଡୋଶୀ ଦେଶ ପାକିସ୍ତାନର ପୁର୍ବତନ କ୍ରିକେଟର ଡାନିଶ କନେରିୟା…
୭୦ ବର୍ଷ ଧରି ଲୌହ ଫୁସଫୁସ ସହ ରହୁଥିଲେ ପଲ୍ ଆଲେକଜାଣ୍ଡର, ଜାଣନ୍ତୁ କେପରି ହେଲା ମୃତ୍ୟୁ?…
ନୂଆଦିଲ୍ଲୀ : ପଲ୍ ଆଲେକଜାଣ୍ଡର ନାମକ ଜଣେ ବ୍ୟକ୍ତି, ଯିଏ ଏକ ଲୁହା ଫୁସଫୁସ ଭିତରେ ୭୦ ବର୍ଷ ବିତାଇଥିଲେ । ଯିଏ କି ଏବେ ୭୮ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ପିଲାଦିନେ ତାଙ୍କୁ ପୋଲିଓ ହୋଇଥିଲା। ଆଲେକଜାଣ୍ଡର ୬…
ଅସ୍ତ୍ରୋପଚାର ପରେ କିପରି ଅଛନ୍ତି ମହମ୍ମଦ ସାମି?, ସାମିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆସିଲା ଏଭଳି ସୂଚନା…
ନୂଆଦିଲ୍ଲୀ : ଅସ୍ତ୍ରୋପଚାର ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ତାଙ୍କର ଅସ୍ତ୍ରୋପଚାରକୁ ୧୫ ଦିନ ବିତିଗଲାଣି ଏବଂ ଏବେ…
BIG BREAKING…କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର; ୧୩, ୮୦୦ରୁ ୨୦ ହଜାରକୁ ବୃଦ୍ଧି
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ଏହି ନିଷ୍ପତ୍ତି ଅନୁଯାୟୀ, କନିଷ୍ଠ ଶିକ୍ଷକମାନଙ୍କ ମାସିକ ଦରମା ୧୩, ୮୦୦ରୁ ୨୦ ହଜାରକୁ ବୃଦ୍ଧି । ବର୍ଦ୍ଧିତ ଦରମା ପିଛିଲା…
ତ୍ରିକୋଣିୟ ପ୍ରେମରେ ଭୟଙ୍କର ପ୍ଲାନ୍; ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କଲା ପ୍ରଥମ ପ୍ରେମିକ
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ତ୍ରିକୋଣିୟ ପ୍ରେମ ପାଇଁ ଅପହରଣ, ଦୁଇ ନାବାଳକ ଗିରଫ । ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲେ ପ୍ରଥମ ପ୍ରେମିକ । ପାସପୋର୍ଟ ଅଫିସ ସାମ୍ନାରୁ କରିଥିଲେ ଅପହରଣ ।…
BIG BREAKING…ହରିୟାଣା ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ନୟାବ ସିଂ ସାଇନି ସରକାର
ନୂଆଦିଲ୍ଲୀ: ହରିୟାଣାର ନୟାବ ସିଂହ ସାଇନିଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆସ୍ଥା ଭୋଟ କୁ ନେଇ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା।…
ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ପହଞ୍ଚିଲେ ଆର ଅଶ୍ୱିନ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଆର ଅଶ୍ୱିନ ପୁଣି ଥରେ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ନିଜ ୧୦୦ ତମ ଟେଷ୍ଟ ମ୍ୟାଚରେ ୯ ୱିକେଟ୍ ନେଇ ଶୀର୍ଷ ଟେଷ୍ଟ ବୋଲର ହୋଇଛନ୍ତି ।…