Browsing Category
ଖବର
ମିଛରେ ୧୦୮ ଆମ୍ବୁଲାନ୍ସ ଡକାଇବା ପଡିଲା ମହଙ୍ଗା, ଯୁବକଙ୍କ କାଣ୍ଡ ପାଇଁ ଆଉ ଗାଁକୁ ଆସୁନି ଆମ୍ବୁଲାନ୍ସ
ଅନୁଗୁଳ: ପୁରୁଣା ଶତ୍ରୁତାର ପ୍ରତିଶୋଧ ନେବାପାଇଁ ମିଛରେ ଆମ୍ବୁଲାନ୍ସ ଡକାଇ ପୋଲିସ ହାତରେ ହେଲେ ବନ୍ଧା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସୁଶୁବା ଗ୍ରାମପଞ୍ଚାୟତ ପୋଡାଗଡ଼ ଗାଁରୋ…
ଶୋଇବା ସମୟରେ ଆପଣଙ୍କ ଆଖି ଖୋଲା ରହୁଛି କି? ଜାଣନ୍ତୁ ଏହା ପଛର କାରଣ
ଓଡ଼ିଶା ଭାସ୍କର: ସାଧାରଣତଃ ଆମେ ଆଖି ବନ୍ଦ କରି ଶୋଇଥାଉା କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଆଖି ଖୋଲି ଶୋଇଥାନ୍ତିା ବିଶେଷ କରି ଛୋଟ ପିଲାମାନୋ
ଏହା ନିଦ୍ରା ଉପରେ କୌଣସି ପ୍ରଭାବ ପକାଇନଥାଏ କିନ୍ତୁ…
ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ଖୁବଶୀଘ୍ର ହେବ ନବକଳେବର
ଭୁବନେଶ୍ୱର: ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ। ଦଳର ହେବ ନବକଳେବର। ମଙ୍ଗ ଧରିବେ ନୂଆ ଚେହେରା। ନା ପୁରୁଣାଙ୍କ ଉପରେ ପୁଣିଥରେ ଭରସା କରିବେ ବିଜେଡି ସୁପ୍ରିମୋ।
ପୂର୍ବରୁ ଦଳର ସାଂଗଠନିକ ସମ୍ପାଦକ ପଦରୁ…
ଆମେରିକାରେ ମସ୍ତି କଲେ ଭାରତୀୟ ଛାତ୍ରଛାତ୍ରୀ, ଛୈୟାଁ ଛୈୟାଁରେ ଥରିଲା ଷ୍ଟେଜ..ଭାଇରାଲ ହେଉଛି Video
ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ବଲିଉଡ୍ ପ୍ରତି କ୍ରେଜ୍ ନିରନ୍ତର ବୃଦ୍ଧି ପାଉଛି । ନିକଟରେ ଆମେରିକାର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଭାରତୀୟ ବଂଶୋଦ୍ଭବ ଛାତ୍ରମାନେ ସେମାନଙ୍କର…
ବାଘ ବଜାଉଛି ବାଜା, କୁମ୍ଭୀର ସହ ଅନ୍ୟ ଜୀବଜନ୍ତୁ କରୁଛନ୍ତି ପ୍ୟାରେଡ୍, ୭୬ତମ ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲର ନିଅରା ଡୁଡଲ
ନୂଆଦିଲ୍ଲୀ: ଆଜି ଗୁୁଗୁଲ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସା ଏହି ଅବସରରେ ଗୁଗୁଲ ଏକ ସୁନ୍ଦର ଡୁଡଲ ପ୍ରସ୍ତୁତ କରିଛିା
ଏଥିରେ ଲାଦାଖ ପୋଷାକରେ ଏକ ତୁଷାର ଚିତାବାଘକୁ ଦର୍ଶାଯାଇଛିା ଏହା ପଛରେ ଏକ ବାଘ…
Big Breaking: ଓଲଟିଲା ସ୍କୁଲ ପିକଅପ୍ ଭ୍ୟାନ୍, ୧ ଛାତ୍ର ମୃତ, ୨୦ ଛାତ୍ରଛାତ୍ରୀ ଆହତ
ଆଠଗଡ଼: ସକାଳୁ ସକାଳୁ ବଡ଼ ଅଘଟଣ। ସାଧାରଣତନ୍ତ୍ର ଦିବସ ଅବସରରେ ପରେଡ଼୍ ଯିବା ସମୟରେ ଦୁର୍ଘଟଣା। ଓଲଟିପଡ଼ିଲା ସ୍କୁଲ ଭ୍ୟାନ୍। ଛାତ୍ରଛାତ୍ରୀଙ୍କୁ ନେଇ ପରେଡ଼୍ ପଡ଼ିଆକୁ ଯିବା ସମୟରେ ଓଲଟି ପଡ଼ିଲା ଭ୍ୟାନ।…
୨ ମାସ ପରେ କାହିଁକି କାର୍ଯ୍ୟକାରୀ ହେଲା ଭାରତୀୟ ସମ୍ବିଧାନ, ଜାଣନ୍ତୁ ଇତିହାସ
ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଭାରତ ବହୁତ ଗର୍ବର ସହ ୨୬ ଜାନୁଆରୀକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରିଥାଏା
୧୯୫୦ ମସିହା ଆଜିର ଦିନରେ ଭାରତର ସମ୍ବିଧାନ ଲାଗୁ ହୋଇଥିଲ।। କହିରଖୁଛୁ ୨୬ ନଭେମ୍ବର ୧୯୪୯ ମସିହାରେ ଦେଶର…
ଆପକୁ ଶାହଙ୍କ ଟାର୍ଗେଟ୍, ମୋ ଜାଣିବାରେ କେଜ୍ରିଓ୍ୱାଲ ସବୁଠୁ ବଡ଼ ମିଛୁଆ
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ବେଶ ସରଗରମ। ଶାସକ ଦଳଠୁ ଆରମ୍ଭ କରି ବିରୋଧୀ ଦଳ ସମସ୍ତେ ନିର୍ବାଚନି ବ୍ୟାଟେଲ୍ ପାଇଁ ପୁରା ତୟାର। ଆଉ ପ୍ରତିଟି ଦଳ ନିଜ ନିର୍ବାଚନି ଇନିଂସ ଖେଳିବା ପାଇଁ…
ଦୀକ୍ଷା ଗ୍ରହଣ କଲେ ମମତା, ରାଗିଗଲେ ପ୍ରଶଂସକ
ପ୍ରୟାଗରାଜ: ମମତା କୁଲକର୍ଣ୍ଣି, ଯିଏ ଦିନେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଭେଟି ଦେଇ ପ୍ରଶଂସକଙ୍କ ମନ ଜିତୁଥିଲେ। ତାଙ୍କ ଠୁମକାରେ ହଜିଯାଉଥିଲେ ଦର୍ଶକ। ହେଲେ ଆଜି ସେ ମାୟାନଗରୀ ଠାରୁ ବହୁ ଦୂରରେ।
ଦୀର୍ଘ ଦିନ ହେବ…
ଏଣିକି ଦୁର୍ଗମ ଅଞ୍ଚଳରେ ବି ଚାଲିବ ହାଇସ୍ପିଡ ନେଟଓ୍ୱର୍କ, ବସିବ ୧୫ଶହ ମୋବାଇଲ ଟାଓ୍ୱାର
ନୂଆଦିଲ୍ଲୀ: ଆଉ ରହିବନି ନେଟଓ୍ୱର୍କ ସମସ୍ୟା। ଏଣିକି ଦୁର୍ଗମ ଅଞ୍ଚଳରେ ବି ଚାଲିବ ହାଇସ୍ପିଡ ନେଟଓ୍ୱର୍କ। ମୋବାଇଲ ନେଟଓ୍ୱର୍କ ପାଇଁ ଆଉ ଚଢ଼ିବାକୁ ପଡ଼ିବନି ଗଛ କି ପାହାଡ଼। କାରଣ ଏବେ ଅପହଞ୍ଚ ଇଲାକାରେ ବସିବ ୧୫ଶହ…