Browsing Category

ଖବର

ସୁନାରେ ସଜେଇ ହେବେ ଶ୍ରୀଜୀଉ, ଭକ୍ତ ଦେଖିବ କୋଟିକୈବଲ୍ୟଙ୍କ ଲୀଳା, ରାଜବେଶର କ’ଣ ରହିଛି ମହତ୍ତ୍ୱ, ବର୍ଷକୁ ହୁଏ ୫ ଥର ସୁନାବେଶ

ଓଡିଶା ଭାସ୍କର: ଜଗତରନାଥ କୌଟିକୈବଲ୍ୟଙ୍କ ଆଜି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବ ଆଜି କାଳିଆଠାକୁର । ଚକାଆଖିର ଏହି ଦୁର୍ଲ୍ଲଭ ବେଶ ଦେଖି ଭକ୍ତ ଆଖିରୁ ଲୋତକ ଗଡିବ । ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ…

ଘରେ ଥିଲେ ଏହି ହର୍ବାଲ ପ୍ଲାଣ୍ଟ୍‌, ବର୍ଷା ଦିନେ ପାଖ ମାଡ଼ିବେ ନାହିଁ ମଶା ଓ ମାଛି

ଓଡ଼ିଶା ଭାସ୍କର: ବର୍ଷା ଦିନେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ହେବା ଯୋଗୁଁ ଥଣ୍ଡା, କାଶ, ଜ୍ୱର ସହ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।…

ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ବିଜେପି ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୧୯କୁ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି…

ସୁନ୍ଦରଗଡ଼ରେ ଡବଲ ମର୍ଡ଼ର; ତ୍ରିକୋଣୀୟ ପ୍ରେମ ସନ୍ଦେହ, ପୋଲିସର ତଦନ୍ତ ଜାରି

ସୁନ୍ଦରଗଡ଼: ସୁନ୍ଦରଗଡ଼ କୁତ୍ରାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ତୁନମରା ପଂଚାୟତ କାଶୀପଡ଼ାରେ ଏକ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଡ୍ରାଇଭରଙ୍କ ଛୁରା ମାଡ଼ରେ ଯୁବକ ଯୁବତୀଙ୍କ ମୃତ୍ୟୁ ହେବା…

ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ, ଅବଶିଷ୍ଟ ରୀତିନୀତି ଶୃଙ୍ଖଳିତ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ ଏସଓପି ଜାରି କରିଛନ୍ତି । ଆଜି ଦିନ ୧ଟାରୁ ସାଢ଼େ ୧ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା…

ସରକାରଙ୍କ ଅଜବ ନିୟମ; ଦୈନିକ ଥରୁଟିଏ ହସିବା ଜରୁରୀ, ଜାଣନ୍ତୁ ଏହା ପଛର କାରଣ

ଟୋକିଓ: କଥାରେ ଅଛି ‘Laughing is the best medicine’ । ହସିଲେ ଶରୀରରେ ‘ଫିଲ୍ ଗୁଡ୍ ହରମୋନ୍ସ’ ରିଲିଜ୍ ହୋଇଥାଏ । ଗବେଷଣାରୁ ପ୍ରକାଶ ଯେ ମନୁଷ୍ୟ ସବୁବେଳେ ଖୁସିରେ ରହିବା ଦ୍ୱାରା ଦୀର୍ଘାୟୁ ହୋଇଥାଏ । କିନ୍ତୁ…

୧୫ରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ସକାଳ ୮ଟାରୁ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ସୋମବାର ଅର୍ଥାତ ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଆଗ୍ରହୀ…

ଆସୁଛି ଲଘୁଚାପ; ଆସନ୍ତା ୪ ଦିନ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଶନିବାର ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ…

ରାଜ୍ୟରେ ରହିଛନ୍ତି ୨୫ ଲକ୍ଷ ଜାଲ ରାସନକାର୍ଡଧାରୀ: ଖାଦ୍ୟଯୋଗାଣ ମନ୍ତ୍ରୀ

ଓଡିଶା ଭାସ୍କର : ରାଜ୍ୟରେ ପ୍ରାୟ ୨୫ ଲକ୍ଷ ଜାଲ ରାସନକାର୍ଡଧାରୀ ଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ । ଆହୁରି ମଧ୍ୟ ଏମିତି ଜାଲ ତଥା ନକଲି ରାସନକାର୍ଡଧାରୀ ବାହାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

ଅରବିନ୍ଦ କେଜ୍ରିୱାଲ ମାମଲା, ସୁପ୍ରିକୋର୍ଟ ଦେବେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ

ଓଡିଶା ଭାସ୍କର: ଉଚ୍ଚତମ ନ୍ୟାୟାଳୟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ମାମଲାରେ ରାୟ ଶୁଣାଇବେ । ଅବକାରୀ ମାମଲାରେ ଜଡିତ ଅରବିନ୍ଦ କେଜ୍ରିୱାଲ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ନିଜର ଗିରଫଦାରୀକୁ ନେଇ…