Browsing Category
ଖବର
ବର୍ଷାଦିନେ ବିଶଲ୍ୟକରଣୀ ଭଳି କାମ ଦିଏ କନ୍ଦମୂଳ; ପାଚନତନ୍ତ୍ରକୁ ସୁସ୍ଥ ରଖିବା ସହ ରକ୍ତଚାପକୁ କରେ ନିୟନ୍ତ୍ରଣ
ଓଡ଼ିଶା ଭାସ୍କର: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ବର୍ଷାଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ସି ମିଳିଥାଏ । କନ୍ଦମୂଳ କେବଳ…
କୃଷକଙ୍କ ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିବ ‘ସଂଯୁକ୍ତ କୃଷକ ମୋର୍ଚ୍ଚା’
ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା । ଏନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍କେଏମ୍) ବୁଧବାର ଦିଲ୍ଲୀର ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀ କରି…
ନକଲି ଜର୍ଦ୍ଦା କାରଖାନା ଠାବ, ନାମିଦାମି ଲୋଗୋ ଓ ଷ୍ଟିକର ଜବତ
ଭଦ୍ରକ: ଆଜି ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରୁ ନକଲି ଜର୍ଦ୍ଦା କାରଖାନା ଠାବ କରିଛି ପୋଲିସ । ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୬୫ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ପୋଲିସ ଜବତ କରିଛି । ଚଢ଼ାଉ ସମୟରେ ନାମିଦାମି…
ଷ୍ଟେଜରେ ଭଜନ ଗାଉଥିବା ବେଳେ ଟଳି ପଡ଼ିଲେ ADM, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଷ୍ଟେଜରେ ଭଜନ ଗାଉଥିବା ବେଳେ ଟଳିପଡ଼ିଲେ ଗତପତିର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା…
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ; ୫ଟି ପ୍ରସ୍ତାବରେ ବାଜିଲା ମୋହର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର । ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଂଜୁରୀ । ଅଣକୁଶଳୀ, ଅର୍ଦ୍ଧକୁଶଳୀ,…
(video): ‘ତମେ ମତେ ଛୁଇଁ ପାରିବ ନାହିଁ’- ଫ୍ୟାନ୍ସଙ୍କୁ କଟାକ୍ଷ କଲେ ଟେନିସ ଷ୍ଟାର ନୋବାକ ଜୋକୋବିଚ
ଓଡିଶା ଭାସ୍କର: ୱିମ୍ବଲଡନ ୨୦୨୪ ପୁରୁଷ ଏକକ କ୍ୱାଟର ଫାଇନାଲରେ ନୋବାକ ଜୋକୋବିଚ ନିଜର ସ୍ଥାନ ପକ୍କା କରି ସାରିଛନ୍ତି । ଡେନମାର୍କର ହୋଲ୍ଗର ରୁନେଙ୍କୁ ହରାଇ ସେ କ୍ୱାଟର ଫାଇନାଲ ଟିକେଟ ହାସଲ କରିଛନ୍ତି । ଏହି…
ଖୋଲିବ ରତ୍ନଭଣ୍ଡାର! ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ ନିଷ୍ପତ୍ତି
ଓଡିଶା ଭାସ୍କର: ରତ୍ନଭଣ୍ଡାର ଖୋଲିବାକୁ ନେଇ ଆଜି ହୋଇପାରେ ବଡ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରତ୍ନଭଣ୍ଡାର ତଦାରଖ କମିଟିର ଏହା ହେଉଛି ୨ ୟ ବୈଠକ । ରତ୍ନଭଣ୍ଡାର…
କେବେ ହେବ NEET PG ପରୀକ୍ଷା? ଜାରି ହେଲା ନୂଆ ସିଡ୍ୟୁଲ: ୨ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ନିଟ୍ ପିଜି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି ନେସନାଲ ବୋର୍ଡ ଏଗଜାମିନେସନ(NBE) । ଆସନ୍ତା ଅଗଷ୍ଟ ୧୧ ତାରିଖରେ ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହେବା ନେଇ ଘୋଷଣା କରାଯାଇଛି । ଏହି ପରୀକ୍ଷା…
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଏଫ୍ ସ୍କିମ୍ ପାଇଁ ୭.୧% ସୁଧ ହାର ଘୋଷଣା କଲା ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଜିପିଏଫ୍ ଏବଂ ଅନ୍ୟାନ୍ୟ ପିଏଫ୍ ଯୋଜନାରେ ମିଳିବ ୭.୧ ସୁଧ ହାର। ଜୁଲାଇରୁ ସେପ୍ଟେମ୍ବର ତିନି ମାସ ପାଇଁ ୭.୧ ପ୍ରତିଶତ ସୁଧ ହାର ଘୋଷଣା କରିଛି ଅର୍ଥ ମନ୍ତ୍ରଣାଳୟ।…
ବିବାଦ ଡାକୁଛି ବବିକୁ! ବଙ୍ଗଳା ପରେ ‘ବଲ୍ଲେ ବଲ୍ଲେ ଢାବା’ ଆଉ ଏବେ ଯାଜପୁର କୁସୁମା…
ଓଡିଶା ଭାସ୍କର : ପ୍ରଥମେ ବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ଓ ଏବେ ବିବାଦ ଘେରରେ ଯାଜପୁରର ‘କୁସୁମା’ । ‘କୁକୁମା’ରେ ଥିବା ଶିଶୁ ଉଦ୍ୟାନକୁ ନେଇ ବିବାଦ ଏବେ ଜୋର ଧରିଛି । ‘କୁସୁମା’ର ସୌନ୍ଦର୍ଯ୍ୟକରଣକୁ ନେଇ…